ବାରିପଦା ଅଫିସ,୨୫ା୧- ଅତ୍ୟଧିକ ମାଲ୍ ପରିବହନ କରୁଥିବା ୭ ଭାରିଯାନ (ଟ୍ରେଲର) ଡ୍ରାଇଭରଙ୍କ ଲାଇସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ଟ୍ରେଲରଗୁଡିକରୁ ୫ ଲକ୍ଷ ୫୫୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ମୟୂରଭଞ୍ଜ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିଭାଗର ଏମଭିଆଇ ଶିଶିର କୁମାର ସାହୁ ଓ ଜୁନିୟର ଏମଭିଆଇ ଦେବଦାସ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ୍ ବାରିପଦାର ଦରଖୁଲି ନିକଟରେ ତାମିଲନାଡୁର ତ୍ରୀଚି ଅଞ୍ଚଳରୁ ଝାଡଖଣ୍ଡର ରାମଗଡ ଅଭିମୁଖେ ଯାଉଥିବା ୭ଟି ଟ୍ରେଲରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏହି ଟ୍ରେଲରଗୁଡିକରେ ଧାର୍ଯ୍ୟଠାରୁ ଅତ୍ୟଧିକ ମାଲ୍ ପରିବହନ ହେଉଥିବା ଜଣା ପଡିଥିଲା।

ଖୁବ୍ ଶୀଘ୍ର ହେବ ଆନନ୍ଦ ବଜାର-ବସଷ୍ଟାଣ୍ଡ ଅଣ୍ଡରପାସ୍
ବେତନଟୀ,୩ା୩ (ଡି.ଏନ୍.ଏ.)- ବେତନଟୀ ରେଳଷ୍ଟେଶନ ନିକଟରେ ରେଳଲାଇନ ମଧ୍ୟ ଦେଇ ଆନନ୍ଦ ବଜାରରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଅଣ୍ଡରପାସ ରାସ୍ତା ହେବ। ଏନେଇ ବାଲେଶ୍ୱର ଏମ୍ପି ପ୍ରତାପ...

ଖବର ପ୍ରକାଶ ପରେ ଚେତା ପଶିଲା: ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି
ରାଇରଙ୍ଗପୁର,୨୫।୬(ଡି.ଏନ୍.ଏ.): ଭାଜପା ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଜଳିବ ବିଜୁଳି। ଆଜିଯାଏ ବିଜୁଳି ସାତସପନ ପାଲଟିଥିବା ଏହି ଗାଁରେ ଏବେ ଖୁଣ୍ଟ ପୋତା...

ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମାଗିବା ନେଇ ବିଇଓଙ୍କୁ ଘେରିଲା ଶିକ୍ଷକ ସଂଘ
ସାରସକଣା,୨୦ା୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜୁଲାଇ ୧୭ ତାରିଖ ଚିଠି ସଂଖ୍ୟା ୧୫୩୬ ଅନୁସାରେ ସିଆରସିସି...

ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ମହିଳା: ୮ ଗିରଫ
ବାରିପଦା ଅଫିସ,୧୯ା୫- ପିଆରଏମ୍ ମେଡିକାଲରେ ଶିଶୁ ବଦଳ ଘଟଣାକୁ ସପ୍ତାହେ ବିତି ଯାଇଥିବା ବେଳେ ଏ ଦିଗରେ ମେଡ଼ିକାଲ କର୍ତ୍ତୃପକ୍ଷ କିମ୍ବା ଜିଲାପ୍ରଶାସନ ପକ୍ଷରୁ କୌଣସି...

ମୟୂରଭଞ୍ଜରେ ମହିଳା କାର୍ଡ
ବାରିପଦା ଅଫିସ,୭ା୬: ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍ଦେଇ ମୁଖ୍ୟମନ୍ତ୍ରୀ...

ବଜ୍ରପାତ ନେଲା ୨ ଜୀବନ
ରାଇରଙ୍ଗପୁର/ପାଟଣା,୨ା୬(ଡି.ଏନ୍.ଏ./ସ୍ବ.ପ୍ର.)-ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରେ ମଙ୍ଗଳବାର ବଜ୍ରପାତ ଘଟି ୨ ଜଣଙ୍କ ପ୍ରାଣହାନୀ ଘଟିଛି। ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ମୁଣ୍ଡାକାଟି ଗ୍ରାମର...

ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ
ବାରିପଦା ଅଫିସ,୨୭।୭ – ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଶତାଧିକ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା...
‘ସ୍ବାସ୍ଥ୍ୟକର୍ମୀଙ୍କ ଭଳି ପୋଲିସ କର୍ମଚାରୀଙ୍କୁ ସୁବିଧା ଦିଆଯାଉ’
ବାରିପଦା ଅଫିସ, ୨୯ା୩- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍କୁ ନେଇ ଆତଙ୍କ ପ୍ରକାଶ ପାଇଛି। ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ କରାଯାଇଛି।...