Posted inଜାତୀୟ

୭୦୦ ମାମଲା, ୨୪୦୦ ଗିରଫ

ନୂଆଦିଲ୍ଲୀ,୯ା୩(ପି.ଟି.): ଦିଲ୍ଲୀରେ ନିକଟରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୭୦୨ ମାମଲା ଦାଏର କରାଯାଇଛି। ସେଥିରୁ ୪୯ ହେଉଛି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ମାମଲା। ଏହାସହ ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ବିଭିନ୍ନ ସ୍ଥାନରୁ ୨,୪୦୦ ଜଣଙ୍କୁ ଅଟକ କିମ୍ବା ଗିରଫ କରାଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ୨୮୩ ଅମନ କମିଟି ଗଠନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ସାଧୁ

ଦୌସା,୧୩।୬: ରାଜସ୍ଥାନର ଦୌସାର ଜିଲା ମୁଖ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ବଜୋରିର ବାଲାଜି ମନ୍ଦିର ପରିସରରେ ଜଣେ ସାଧୁ ବିଗତ ୪ ମାସ ହେବ...

ଫଡନାଭିସ ହୋଇଗଲେଣି ଅହଂକାରୀ: ସାମନାର ଅଭିଯୋଗର ଜବାବ ଦେଲା ଭାଜପା…

ମୁମ୍ବାଇ,୧୯।୮ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ପକ୍ଷରୁ ଅଭିଯୋଗ କରିଛି ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାଭିସ ଅହଂକାରୀ ଏବଂ ଅସହିଷ୍ଣୁ ହୋଇପଡିଛନ୍ତି। ପୂର୍ବରୁ...

ବର୍ଗର ଧରି ପହଞ୍ଚିଲେ ମା’ ଗୌରୀ

ମୁମ୍ବାଇ, ୫ା୧୦: ଡ୍ରଗ୍ସ ପାର୍ଟି ମାମଲାରେ ଏନ୍‌ସିବି ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଗରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ...

ମୋଦିଙ୍କ ଓ୍ବେବ୍‌ ସିରିଜ୍‌ ଉପରେ ଇସି କଟକଣା

ନୂଆଦିଲ୍ଲୀ,୨୧ା୪(ପି.ଟି.): ଲୋକ ସଭା ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଓ୍ବେବ୍‌ ସିରିଜ ପ୍ରସାରଣ ତୁରନ୍ତ ବନ୍ଦ...

ବିଦେଶରେ ହିନ୍ଦୀ ସିନେମା ସଙ୍ଗିତରେ ଝୁମିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୦: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଇସ୍ରାଏଲ ଗସ୍ତରେ ଅଛନ୍ତି । ଜୟଶଙ୍କର ଓ ତାଙ୍କ ପ୍ରତିନିଧି ମଣ୍ଡଳଙ୍କୁ ଇସ୍ରାଏଲରେ ଯେଉଁଭଳି ଭାବରେ...

ସୋରେନଙ୍କୁ ଘାରିଛି ବିଧାୟକଙ୍କ ବାଡ଼ ଡେଇଁବା ଭୟ…

ରାଞ୍ଚି,୩୦।୮ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ବିଧାୟକ କାଳେ ଦଳ ବାଡ଼ ଡେଇଁ ଅନ୍ୟ ଦଳରେ ମିଶିବେ...

‘ଏକ ହେଲେ ରାମ-ବାମ’

କୋଲକାତା,୨ା୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ସହ ସୋମବାର କୋଲକାତାର ନଜରୁଲ ମଞ୍ଚଠାରେ ଏକ ଖବରଦାତା ସମ୍ମିଳନୀରେ ଦଳର...

ଆଜମଗଡ଼, ରାମପୁର ଆସନ ହାତେଇଲା ଭାଜପା

ଲକ୍ଷ୍ନୌ,୨୬।୬: ଉତ୍ତରପ୍ରଦେଶର ୨ ଲୋକ ସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ରାମପୁର ଏବଂ ଆଜମଗଡ଼ ଆସନରେ ଭାଜପା ବିଜୟୀ...

Advertisement
Archives

Model This Week