୫୪ଟି କଷ୍ଟ୍ୟୁମ ପରେ…

ପ୍ରଯୋଜକ ୟଶ ଚୋପ୍ରା। ତାଙ୍କ ପ୍ରଯୋଜିତ ‘ଦିଲ୍‌ ତୋ ପାଗଲ ହେ’ ସୁପରହିଟ୍‌ ହୋଇଥିଲା। କେବଳ ଶାହରୁଖ, ଅକ୍ଷୟ କୁମାର, କରିସ୍ମା କପୁର ଏବଂ ମାଧୁରୀ ଦୀକ୍ଷିତଙ୍କ ବଳିଷ୍ଠ ଅଭିନୟ ନୁହେଁ, ଉତ୍ତମ ସିଂଙ୍କ ସ୍ବର ସଂଯୋଜିତ ଗୀତଗୁଡିକ ମଧ୍ୟ ଦର୍ଶକାଦୃତ ହୋଇଥିଲା। ହେଲେ ଏକଦା ଏଥିରେ ମାଧୁରୀଙ୍କ କଷ୍ଟ୍ୟୁମ ପାଇଁ ୟଶ ଚୋପ୍ରାଙ୍କ ସହ କଷ୍ଟ୍ୟୁମ ଡିଜାଇନର ମନୀଷ ମାଲହୋତ୍ରାଙ୍କୁ ନାକେଦମ୍‌ ହେବାକୁ ପଡିଥିଲା। ମନୀଷଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ୫୪ଟି କଷ୍ଟ୍ୟୁମକୁ ୟଶ କ୍ୟାନ୍‌ସେଲ କରିବା ପରେ ଗୋଟିଏ କଷ୍ଟ୍ୟୁମ ସେ ଚଏସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଫନ ବାତ୍ୟା ପ୍ରଭାବିତଙ୍କ ଭଲମନ୍ଦ ବୁଝିଲେ ନୁସରତ

କୋଲକାତା,୨୩।୫: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିବାକୁ ବସିଥିବା ବେଳେ ଅନ୍ୟପଟେ ମେ’ ୨୧ରେ ଆସିଥିବା ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ...

ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ...

ବିବାହ ପରେ କରୀନାଙ୍କୁ କ୍ୟାରିୟର ବୁଡ଼ିଯିବା ଡର ଥିଲା

କ୍ୟାରିୟର ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି କରୀନା କପୁର। ବିବାହ ପରେ ଦର୍ଶକ ଭାବିଥିଲେ ତାଙ୍କ କ୍ୟାରିୟର ନିଶ୍ଚିତ ପ୍ରଭାବିତ ହେବ। ଖୋଦ୍‌ କରୀନାଙ୍କୁ...

୪ବର୍ଷ ପରେ ବଡ଼ ପରଦାକୁ ଫେରିବେ ଆଶିକି ଫେମ୍‌ ଷ୍ଟାର

ମୁମ୍ବାଇ: ୧୯୯୦ର ରୋମାନ୍ସ ଡ୍ରାମା ଫିଲ୍ମ ‘ଆଶିକି’କୁ ଦର୍ଶକେ ଭୁଲି ନ ଥିବେ। ଏହି ଫିଲ୍ମ ଜରିଆରେ ଅଭିନେତା ରାହୁଲ ରୟ ରାତାରାତି ଷ୍ଟାର ହୋଇଯାଇଥିଲେ।...

ବିଜ୍ଞାପନ କରି ଅଡୁଆରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏକ ନାମୀଦାମୀ ବ୍ରାଣ୍ଡ ଓ୍ବାଶିଂ ପାଉଡରର ବିଜ୍ଞାପନ କରି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ମରାଠା ଯୋଦ୍ଧାଙ୍କ ପରିହାସ...

କାହିଁକି କମ୍‌ ବୟସରେ ବାହାହେଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ୍‌ ବିରାଟ କୋହଲି ପ୍ରାୟ ଦେଢ ବର୍ଷ ହେବ ବିବାହ ବନ୍ଧନରେ ବାନ୍ଧି...

ମେକଅପ୍‌ ରୁମ୍‌ରେ ନୁସରତଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ସୁବବେଳେ ବହୁ ଆକ୍ଟିଭ ରୁହନ୍ତି। ଫେସ୍‌ବୁକ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ଓ...

ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ପ୍ରେମରେ ପାର୍ଥ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ ନାଏକ ସାଜିଥିବା ପାର୍ଥ ସମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଛନ୍ତି। ନିକଟରେ ସେ ଏରିକାଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *