୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି

କୋଲକାତା,୨୬।୯:ନବରାତ୍ର ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ଦୁର୍ଗା ପୂଜା ଏକ ସ୍ବତନ୍ତ୍ରତା ବଜାୟ ରଖିଛି। ଏଠାରେ ଭବ୍ୟ ପୂଜା ପେଣ୍ଡାଲକୁ ନେଇ ସାରା ଦେଶରେ ପ୍ରସିଦ୍ଧ। ଇତିମଧ୍ୟରେ କୋଲକାତାରେ ୫୦ କିଲୋ ସୁନାରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ମୂର୍ତ୍ତି। ଏହାର ମୂଲ୍ୟ ମୂଲ୍ୟ ୨୦ କୋଟିରୁ ଅଧିକ ହେବ ବୋଲି ଜଣାପଡିଛି। ପ୍ରତିବର୍ଷ ଏଠାରେ ଭବ୍ୟ ଢଙ୍ଗରେ ମା’ ଦୁର୍ଗାଙ୍କ ପେଣ୍ଡାଲ ନିର୍ମାଣ କରାଯାଏ। ଚଳିତବର୍ଷ ମା’ଙ୍କ ୧୩ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସମ୍ପୂର୍ଣ୍ଣ ସୁନାରେ ନିର୍ମାଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଦିନ ଭିତରେ ରାସ୍ତାକୁ ଖାଲଖମା ମୁକ୍ତ କର

ନୂଆଦିଲ୍ଲୀ,୨।୧୦: ରାଜଧାନୀ ଦିଲ୍ଲୀ ରାସ୍ତାକୁ ୧୦ ଦିନ ଭିତରେ ଖାଲଖମା ମୁକ୍ତ କର। ପିଡବ୍ଲ୍ୟୁଡି ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପ୍ରବଳ...

କୁମ୍ଭମେଳା ପାଇଁ ବଳିପଡ଼ିଥିଲେ ରାଓ୍ବତ

ଡେରାଡୁନ୍‌, ୯ା୫: ଭାରତରେ କରୋନା ବିସ୍ଫୋରଣର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା କୁମ୍ଭମେଳା ନେଇଥିଲା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ପଦ। କୋଭିଡ୍‌...

ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ …

ନୂଆଦିଲ୍ଲୀ,୧।୯: ମାସ ଆରମ୍ଭରୁ ରୋଷେଇ ଘରେ ମହଙ୍ଗା ମାଡ଼ ହୋଇଛି। ଏଲ୍‌ପିଜି ସିଲିଣ୍ଡର ଦାମ୍‌ ପୁଣି ବଢ଼ିଛି। ଘରେ ବ୍ୟବହୃତ ହେଉଥିବା ସବସିଡ଼ି ଯୁକ୍ତ ସିଲିଣ୍ଡର...

ଭାକ୍ସିନ୍‌ ଷ୍ଟକ୍‌ ସମ୍ପର୍କରେ ନ ଜାଣି ଡବ୍ଲୁଏଚ୍‌ଓର ମାର୍ଗଦର୍ଶିକାକୁ ଅଣଦେଖା କରି ଟିକାଦାନ ଅଭିଯାନ କରିଛନ୍ତି ସରକାର: ସେରମ ଇନଷ୍ଟିଚ୍ୟୁଟ…

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଅପରପକ୍ଷରେ କେନ୍ଦ୍ର...

ଭାରତ ବଳାତ୍କାରୀଙ୍କ କ୍ୟାପିଟାଲ: ରାହୁଲ

ଓ୍ବାୟନାଡ,୭।୧୨: କେରଳର କଂଗ୍ରେସ ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀ ଓ୍ବାୟନାଡ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦେଶରେ ଏବେ...

ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୦।୧୧: ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ବାନ୍ଦିପୋରାରେ...

ଭାଜପା ନେତା ଉପରେ ଲାଗିଲା ପ୍ରଚାର ଅଙ୍କୁଶ

ନୂଆଦିଲ୍ଲୀ,୨।୪: ନିର୍ବାଚନ କମିଶନ ଶୁକ୍ରବାର ଆସାମର ପ୍ରଭାବଶାଳୀ ମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟିଆ ଅଙ୍କୁଶ...

କରତାର୍‌ପୁର ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର: ଗୋଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୪।୧୧: ପାକିସ୍ତାନରେ ଥିବା କରତାର୍‌ପୁର ଗୁରୁଦ୍ୱାରା ନିକଟରେ ୩ ଆତଙ୍କବାଦୀ ତାଲିମ୍‌ ଶିବିର ରହିଛି। ପାକିସ୍ତାନର ସୀମାନ୍ତ ଜିଲା ନାରୋଓ୍ବାଲରେ କରତାର୍‌ପୁର ଗୁରୁଦ୍ୱାରା ରହିଛି। ତେବେ...

Advertisement


Archives

Model This Week