୩୫ ଲକ୍ଷ ଟଙ୍କା ବୋନସ୍‌ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି। ଆମେରିକାର ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୩୫ ଲକ୍ଷ ଟଙ୍କା ବୋନସ୍‌ ଦେବାକୁ ଘୋଷଣା କରିଛି। ଏହି ଘୋଷଣା ପରେ କମ୍ପାନୀର କର୍ମଚାରୀମାନେ ଖୁସିରେ କାନ୍ଦି ପକାଇଛନ୍ତି। ଆମେରିକାର ବାଲ୍ଟିମୋରର ସେଣ୍ଟ୍‌ ଜନ୍‌ ପ୍ରପର୍ଟିଜ୍‌ ନାମକ ଏହି କମ୍ପାନୀ ୧୯୮ ଷ୍ଟାଫ୍‌ ବୋନସ୍‌ ଦେବାରେ ୭୧ କୋଟି ଟଙ୍କା ଖର୍ଚ୍ଚ କରିଛି। କମ୍ପାନୀ ପକ୍ଷରୁ ହଲିଡେ ପାର୍ଟି ଚାଲିଥିବାବେଳେ ଏହି ଘୋଷଣା କରାଯାଇଥିଲା। ବୋନସ୍‌ ଚେକ୍‌ ନେବା ପରେ ଅନେକ କର୍ମଚାରୀଙ୍କ ଆଖିରେ ଲୁହ ଆସିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଟାଇମ୍ସ ଏଡିଟରଙ୍କ ନଁ।ରେ ଗମ୍ଭୀର ଅଭିଯୋଗ

ବେଜିଂ, ୫।୧୨: ଚାଇନା ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଜିଜିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଚାଇନା ସପକ୍ଷରେ ବାରମ୍ବାର ପ୍ରଚାର ପ୍ରସାର କରି...

ପାକିସ୍ତାନରେ ଗୃହ ଯୁଦ୍ଧ ପରିସ୍ଥିତି , ୫୦ ଲକ୍ଷ କୋଟି ଋଣ, ପ୍ରାକୃତିକ ବିପର୍ଯ୍ୟୟ ପରେ ଅଣ୍ଟା ଭାଙ୍ଗିଦେଉଛି ବର୍ଦ୍ଧିତ ଦରଦାମ

ଇସଲାମାବାଦ,୪ ।୯: ପାକିସ୍ତାନରେ ୪୭ ବର୍ଷ ମଧ୍ୟରେ ଏବେ ସବୁଠାରୁ ଭୟଙ୍କର ବନ୍ୟା ଆସିଛି । ରିପୋର୍ଟରେ କୁହଯାଇଛି କି ଦେଶର ଏକ ତୃତିୟାଂଶ ଭାଗ...

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ...

ମେହୁଲ ଚୌକସିଙ୍କୁ ଠକ କହିଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ: ଭାରତ ନ୍ୟାୟିକ ଯାଞ୍ଚ ପାଇଁ ସ୍ବତନ୍ତ୍ର

ନ୍ୟୁୟର୍କ,୨୬।୯: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କ ଉପରେ ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟୋନ ବ୍ରାଉନି ବଡ଼...

ଶୁଭ ଅଶୁଭ ସଙ୍କେତ

* ଯେଉଁ ଘରେ ସର୍ବଦା ବିଲେଇ କଳି କରୁଥାନ୍ତି ସେହି ଘରେ ସବୁବେଳେ ବିବାଦ ଲାଗି ରହିଥାଏ ବୋଲି ଲୋକକଥା ରହିଛି। * ଘର ସମ୍ମୁଖରେ...

ପୁଣି ପାକିସ୍ତାନକୁ ଜବାବ ଦେଲା ଭାରତ, କଶ୍ମୀର ଆମର ଥିଲା, ରହିବ

ଜେନେଭା,୪ ।୩: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନର ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ୱାନି ଖର ପୁଣିଥରେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବାକୁ...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପଣା

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସହ ପଣା ବା ପ୍ରପାନକ ଜଡ଼ିତ। ସ୍ବୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହା ଅତି ପ୍ରିୟ। ଏହାକୁ ପିଇବା ମାତ୍ରେ ତୃଷା...

Advertisement
Archives

Model This Week