୩୫୦ ଯୁବତୀଙ୍କ ସହ ସମ୍ପର୍କ ରଖି ବାହା ହୋଇଥିଲେ ୩ ଜଣଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରେମ କାହାଣୀ କାହାକୁ ଲୁଚା ଛପା ନୁହେଁ। ଏହି ଅଭିନେତା ସବୁଠୁ ରୋମାଣ୍ଟିକ୍‌ ବୋଲି କୁହାଯାଏ। କାରଣ ସେ ତିନି ତିନି ଥର ବିବାହ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ନାଁକୁ ବଲିଉଡ୍‌ର ଅଧିକାଂଶ ନାୟିକାଙ୍କ ସହ ଯୋଡା ଯାଇଛି । ଏବେ ତାଙ୍କ ବାୟୋପିକ୍‌ରେ ମଧ୍ୟ ଏହାକୁ ସ୍ଥାନ ଦିଆଯାଇଛି। ତେବେ ତାଙ୍କ ବାୟୋପିକ୍‌ ଯାହା କୁହେ ସଞ୍ଜୟଙ୍କର କୁଆଡେ ୩୫୦ ଜଣ ଗର୍ଲ ଫ୍ରେଣ୍ଡ ଥିଲେ। ଆଉ ସେ ସମସ୍ତଙ୍କ ସହ କୁଆଡେ ସମ୍ପର୍କ ରଖିଥିଲେ। ହେଲେ ଅସଲ ଜୀବନରେ ୩ ଜଣଙ୍କୁ ବିବାହ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ସଞ୍ଜୟ କେତେ ରୋମାଣ୍ଟିକ୍‌। ଏବେ ସେ ୬୦ଟି ଫଗୁଣ ଅତିକ୍ରମ କରି ମଧ୍ୟ ଯୁବତୀଙ୍କର ବେଶ୍‌ ପସନ୍ଦ। ସଞ୍ଜୟ ଶେଷରେ ମାନ୍ୟତାଙ୍କୁ ଅତି ତରବରିଆ ଭାବେ ବିବାହ କରିଥିବା ନିଜେ ମାନ୍ୟତା କୁହନ୍ତି। ଏମିତିକି ଏହି ବିବାହକୁ ଉଭୟଙ୍କ ଘରଲୋକମାନେ ମଧ୍ୟ ପହଞ୍ଚିପାରି ନ ଥିଲେ। ମାନ୍ୟତା ମୁମ୍ବାଇର ଏକ ମୁସଲମାନ ପରିବାରରେ ଜନ୍ମ ନେଇଥିବା ବେଳେ ତାଙ୍କର ପ୍ରକୃତ ନାଁ ଥିଲା ଦିଲ ନଶି ଶେଖ। ପ୍ରକାଶ ଝା ତାଙ୍କର ନାଁ ରଖିଥିଲେ ମାନ୍ୟତା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ...

ଲୋକେ ଭାବିଲେ କରିସ୍ମା କପୁର, ହେଲେ…

ବମ୍ବେ: ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲିଙ୍କ ଭଳି ଅବିକଳ ଦିଶୁଥିବା ଲୋକଙ୍କ ଫଟୋ ତଥା ଭିଡିଓ ସାମାଜିକ...

ପୁରୁଷ ଗେଟ୍‌ଅପ ନେବାକୁ ପଡ଼ିଥିଲା

ଷ୍ଟାର କିଡ୍‌ ଜାହ୍ନବୀ କପୁରଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ‘ଧଡକ’ ଫିଲ୍ମରୁ। ଏବେ ତାଙ୍କ ହାତରେ ବେଶ୍‌ କେତୋଟି ଅଫର ରହିଛି। ହେଲେ ନିକଟରେ...

ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ବୋଲ୍ଡ ନିଆ ଶର୍ମା, ଲୁଚାଛପାରେ ଚାଲିଛି…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ଅଭିନେତା ରାହୁଲ ସୁଧୀରଙ୍କୁ ସେ ଦୀର୍ଘଦିନରୁ ଡେଟ୍‌ କରୁଛନ୍ତି। ନିଆ ଉଭୟଙ୍କ ସମ୍ପର୍କକୁ ଲୁଚାଇ...

ଯେଉଁ ଘରେ ଭଡା ରହୁଥିଲେ ସେହି ଫ୍ଲାଟର ମାଲିକ ଏବେ ଏହି ଅଭିନେତା

‘ପ୍ୟାର କା ପଞ୍ଚନାମା’ରୁ ବଲିଉଡରେ ଡେବ୍ୟୁ କରିଥିବା କାର୍ତ୍ତିକ ଆର୍ଯ୍ୟାନ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। କାର୍ତ୍ତିକ ଗୋଟିଏ ପରେ ଗୋଟିଏ ଫିଲ୍ମ କରି...

ଗର୍ଭାବସ୍ଥାରେ ଡରିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅନେକ ହିଟ୍‌ ଟିଭି ଶୋ’ ଏବଂ ବଲିଉଡ୍‌ ଫିଲ୍ମରେ କାମ କରିସାରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟକୁ ଏବେ...

ଆଖଡା ଆରମ୍ଭ

ଇତିମଧ୍ୟରେ ପୁରୁଣା ଯାତ୍ରାବର୍ଷର ପରିସମାପ୍ତି ଘଟିଛି। ଆରମ୍ଭ ହୋଇଛି ନୂଆ ଯାତ୍ରାବର୍ଷ। ପ୍ରତ୍ୟେକ ପାର୍ଟି ପକ୍ଷରୁ ଆରମ୍ଭ ହୋଇଯାଇଛି ନୂଆ ଯାତ୍ରା ସିଜନ୍‌ ପାଇଁ ସ୍ବତନ୍ତ୍ର...

ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ଫ୍ରିଡା ପିଣ୍ଟୋ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଭାବି ସ୍ବାମୀ କୋରୀ ଟ୍ରାନଙ୍କ ସହ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏକ ଖୁସି...

Seven Jackpot
Advertisement


Archives

Model This Week

Why Dharitri