Posted inଫୁରସତ

୨୯.୮୫ ସେକେଣ୍ଡରେ ଚେସ୍‌ ବୋର୍ଡ ସଜାଇ ରେକର୍ଡ

ମୁମ୍ବାଇ: ଗିନିଜ୍‌ ୱାଲର୍‌ଡ ରେକର୍ଡ ତା’ର ସୋସିଆଲ ଆକାଉଣ୍ଟରେ ଏକ ବିଶ୍ୱ ରେକର୍ଡର ଭିଡିଓ ଫୋଷ୍ଟ କରିଛି। ସେଥିରେ ପୁଡୁଚେରୀର ଏସ୍‌. ଓଡେଲା ଜସ୍ମିନ୍‌ ନାମ୍ନୀ ଯୁବତୀ ଚେସ୍‌ ବୋର୍ଡରେ ସମସ୍ତ ଗୋଟିକୁ ସୁନ୍ଦର ଭାବେ ତା’ ସ୍ଥାନରେ ସଜାଇ ବିଶ୍ୱ ରେକର୍ଡ କରିଛନ୍ତି। ତାଙ୍କୁ ଏଥିପାଇଁ ୨୯.୮୫ ସେକେଣ୍ଡ ଲାଗିଥିଲା। ସେ କେବେ ବି ଚେସ୍‌ ଖେଳି ନାହାନ୍ତି। ଏହି ରେକର୍ଡ ପାଇଁ ୧ ବର୍ଷ ଧରି ଅଭ୍ୟାସ କରିଥିଲେ। ତେବେ ତାଙ୍କ ପୂର୍ବରୁ ୪ ଜଣଙ୍କ ନାମରେ ଏହି ୱାଲର୍‌ଡ ରେକର୍ଡ ରହିଥିଲା। ଏବେ ସେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଜସ୍ମିନ୍‌ ୨୦୨୧ ଜୁଲାଇ ୨୦ତାରିଖରେ ଏହି ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ୨୦୨୧ରେ ଆମେରିକାର ଡେଭିଡ୍‌ ରୁଷ ୩୦.୩୧ ସେକେଣ୍ଡରେ, ୨୦୧୯ରେ ଆମେରିକାର ନକୁଲ ନାମାସ୍ବାମୀ ୩୧.୫୫ ସେକେଣ୍ଡ, ୨୦୧୫ରେ ଆମେରିକାର ଆଲ୍‌ଭା ଉଇ ୩୨.୪୨ ସେକେଣ୍ଡ, ୨୦୧୪ରେ ସର୍ବିଆର ଡାଲିବର୍‌ ଜବ୍‌ଲାନୋଭିକ୍‌ ୩୪.୨୦ ସେକେଣ୍ଡରେ ଚେସ୍‌ ବୋର୍ଡ ସଜାଇ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲମ ନା କ୍ଷେପଣାସ୍ତ୍ର…

କୁହାଯାଏ ‘ଖଣ୍ଡାଠାରୁ କଲମର ଶକ୍ତି ଅଧିକ’। ତେବେ ଏଠାରେ ଲେଖିବା ବିଷୟରେ କୁହାଯାଇଥାଏ। ହେଲେ ଏବେ ଏଭଳି ଏକ କଲମ ଚର୍ଚ୍ଚାରେ ଯାହାକୁ ଉଠାଇବା ଲାଗି...

୪୦ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ପୋଷାକ ତିଆରି କଲେ ବୌଦ୍ଧଭିକ୍ଷୁ

ବ୍ୟାଙ୍କକ,୧୯।୨: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀରେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏନେଇ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସିଙ୍ଗଲ୍‌ ୟୁଜଡ୍‌ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଜାରି...

ବିପିନ୍‌ ରାଓ୍ବତଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ

କୁନ୍ନୁର,୮ା୧୨: ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ...

ବଞ୍ଜି ଜମ୍ପିଂ ସମୟରେ ଛିଡ଼ିଗଲା ଦଉଡ଼ି, କୁମ୍ଭୀର ଥିବା ନଦୀରେ ଖସିପଡ଼ିଲେ ମହିଳା, ଆଉ ତା’ ପରେ…

ଆଜିକାଲି ଲୋକମାନେ ସେମାନଙ୍କର ଦୁଃସାହସିକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ଇନ୍‌ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍‌ରେ ଏହିପରି ଅନେକ ଭିଡିଓ ଦେଖିଥିବେ...

ଧନୀ ହେବାକୁ ଚାହୁଁଥିଲେ ଦୀପାବଳିରେ ଯାନ୍ତୁ ଏହି ମନ୍ଦିର

ଭାରତରେ ଅନେକ ମନ୍ଦିର ରହିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ରତ୍‌ଲାମ ସହରର ମନାକରେ ଅବସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ଅନ୍ୟତମ। ସାଧାରଣତଃ ପ୍ରାୟ ସବୁ ମନ୍ଦିରରେ ଭକ୍ତମାନଙ୍କୁ...

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌...

ଏଣିକି ଫେସବୁକ୍‌ରେ ସ୍କ୍ରିନ୍‌ସଟ୍‌ ନେଲେ ଧରାପଡିବେ

ନୂଆଦିଲ୍ଲୀ,୩।୨:ସୋସିଆଲ ମିଡିଆ ଜଗତରେ ଫେସବୁକ୍‌ ଏକ ଲୋକପ୍ରିୟ ଆପ୍‌। ଏହି ଆପ୍ଲିକେସନ ସାରା ବିଶ୍ୱରେ ଡିଜିଟାଲ ରିଭୋଲ୍ୟୁସନ ଆଣିବା ପାଇଁ କାମ କରିଛି। ଏହା ସାହାଯ୍ୟ...

ଶିକ୍ଷକଙ୍କ ମୃତ୍ୟୁ ପରେ ମଧ୍ୟ ୧୮ ମାସ ପର୍ଯ୍ୟନ୍ତ ଆସୁଥିଲା ଦରମା, ଏମିତି ଜଣାପଡ଼ିଲା..

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ପରେ ବି ତାଙ୍କ ଆକାଉଣ୍ଟ ୧୮ ମାସ ଧରି ଦରମା...

Advertisement
Archives

Model This Week