୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫ ନୂଆ ରୋଗୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪

ନୂଆଦିଲ୍ଲୀ,୨୭।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଶୁକ୍ରବାର ୭୫ ଜଣ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କେରଳରେ ସର୍ବାଧିକ ୧୩୭ ଜଣ କରୋନା ପଜିଟିଭ ମିଳିଥିବା ବେଳେ ମହାରାଷ୍ଟ୍ରରେ ପ୍ରାୟ ୧୩୫ ଜଣ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ସେହିପରି ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପୁଣି ୬ ନୂଆ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୩୦।୫: ବରଗଡ଼ ଜିଲାରେ ଶନିବାର ୬ ନୂଆଁ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣ ଭେଡେନ ବ୍ଲକ...

୨୫ ହଜାର ପିପିଇ ଦାନ କଲେ ଶାହରୁଖ

ମୁମ୍ବାଇ,୧୫।୪: କରୋନା ମୁକାବିଲା ପାଇଁ ଅଭିନେତା ଶାହରୁଖ ଖାନ୍‌ ମହାରାଷ୍ଟ୍ର ମେଡିକାଲ କର୍ମଚାରୀଙ୍କ ଲାଗି ୨୫ ହଜାର ପିପିଇ (ପର୍ସନାଲ ପ୍ରୋଟେକ୍ସିଭ ଇକ୍ୱିପ୍‌ମେଣ୍ଟ) କିଟ୍‌ ଦାନ...

ଆଜି ନ୍ୟାୟ ହୋଇଛି: ମୋଦି

ନୂଆଦିଲ୍ଲୀ,୨୦।୩: ଦୀର୍ଘ ୭ବର୍ଷର ଅପେକ୍ଷାର ଅନ୍ତ ଘଟି ଶେଷରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ଜଣ...

ଡ୍ରଗ୍ସ ମାମଲା: ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଦୀପିକା, ସାରା-ଶ୍ରଦ୍ଧାଙ୍କୁ ହୋଇପାରେ ଜେରା

ମୁମ୍ବାଇ,୨୬ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ...

କେନ୍ଦୁଝର ଜିଲାରେ ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଲା ୧୬୨

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଜଣଙ୍କ କେନ୍ଦୁଝର ଜିଲାର। ଏନେଇ ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌ରେ...

ସେନାର ଆବଶ୍ୟକତା ଅନୁସାରେ ସମସ୍ତ କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ

ନୂଆଦିଲ୍ଲୀ, ୧୪।୧୦: ଭାରତୀୟ ସେନାର ଆବଶ୍ୟକତା ଅନୁସାରେ ସମସ୍ତ ପ୍ରକାରର କ୍ଷେପଣାସ୍ତ୍ର ବିକଶିତ କରିବାକୁ ଡିଆର୍‌ଡିଓ ସକ୍ଷମ। ଏ ସମ୍ପର୍କରେ ଡିଆର୍‌ଡିଓ ମୁଖ୍ୟ ଜି. ସତୀଶ...

କରୋନା ଲଢ଼େଇ ବାଟରେ କଣ୍ଟା: ୬୪ ପ୍ରତିଶତ ଲୋକେ ଖାଇବା ପୂର୍ବରୁ ହାତ ଧୋଇବା ଭୁଲି ଯାଉଛନ୍ତି

ନୂଆଦିଲ୍ଲୀ, ୨୯।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ନିୟମିତ ବ୍ୟବଧାନରେ ହାତ ଧୋଇବା,...

ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ...


Coronavirus Update

Archives

Model This Week

Why Dharitri