Posted inଜାତୀୟ

୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଲାଗିବ ବଡ଼ି ସ୍କାନର

ନୂଆଦିଲ୍ଲୀ,୨।୬: ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଖୁବ୍‌ ଶୀଘ୍ର ବଡ଼ିସ୍କାନର ଲଗାଯିବାର ଯୋଜନା କରାଯାଇଛି। ୨୦୨୦ ସୁଦ୍ଧା ଦେଶର ୮୪ ବିମାନ ବନ୍ଦରରେ ଏହି ସୁବିଧା ଉପଲବ୍ଧ ହେବ। ସମ୍ପ୍ରତି ବିମାନ ବନ୍ଦରରେ ଥିବା ମେଟାଲିକ୍‌ ବଡ଼ିସ୍କାନର ଦ୍ୱାରା କେବଳ ଧାତବ ପଦାର୍ଥ ସମ୍ପର୍କରେ ସୂଚନା ମିଳିପାରୁଛି। ମାତ୍ର ବଡ଼ିସ୍କାନର ସହାୟତାରେ ଉଭୟ ଧାତବ ତଥା ଅଣ-ଧାତବ ପଦାର୍ଥ ସମ୍ପର୍କରେ ସୂଚନା ମିଳିପାରିବ ବୋଲି ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ପକ୍ଷରୁ କୁହାଯାଇଛି। ଏବେ ଦେଶରେ ୧୦୫ଟି ବିମାନବନ୍ଦର ଥିବାବେଳେ ସେଥିମଧ୍ୟରୁ ୨୮ଟି ଅତି ସମ୍ବେଦନଶୀଳ ବନ୍ଦର ଭାବେ ଚିହ୍ନଟ ହୋଇଛି। ସେହିପରି ୫୬ ବନ୍ଦରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୦ ସୁଦ୍ଧା ବଡ଼ି ସ୍କାନର ଲଗାଯିବ। ସେହିପରି ଅବଶିଷ୍ଟ ବନ୍ଦରରେ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥା ସ୍ଥାପିତ କରାଯିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ନିଷ୍ପତ୍ତି ‘ଅବୈଜ୍ଞାନିକ’

ନୂଆଦିଲ୍ଲୀ,୨୬।୧୨: କିଶୋରଙ୍କୁ ଟିକା ଦେବା ନେଇ ସରକାରଙ୍କ ଘୋଷଣା ଏକ ‘ଅବୈଜ୍ଞାନିକ’ ନିଷ୍ପତ୍ତି। ଏହା କହିଛନ୍ତି ଏମ୍ସର ଜଣେ ସିନିୟର ଏପିଡୋମିଲୋଜିଷ୍ଟ ଡ. ସଞ୍ଜୟ କେ...

ପାର୍ଲାମେଣ୍ଟରେ ରିପୋର୍ଟ ଚିରିବା ଘଟଣା: ଟିଏମ୍‌ସି ଏମ୍‌ପି ରାଜ୍ୟ ସଭାରୁ ନିଲମ୍ବିତ

ନୂଆଦିଲ୍ଲୀ,୨୩।୭: ପେଗାସସ ମାମଲାକୁ ନେଇ ଉଠିଥିବା ଝଡ ପାର୍ଲାମେଣ୍ଟକୁ ଏକପ୍ରକାର ଅଚଳ କରିଦେଇଛି। ଏସବୁ ଭିତରେ ପାର୍ଲାମେଣ୍ଟରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଥିଲା। ରାଜ୍ୟ...

୫୦ ଯାତ୍ରୀଙ୍କୁ ଛାଡ଼ି ଚାଲିଗଲା ବିମାନ

ବେଙ୍ଗାଲୁରୁ, ୧୦।୧: ମହିଳା ସହଯାତ୍ରୀଙ୍କ ଉପରେ ଯୁବକ ପରିସ୍ରା କରିବାର ଦୁଇ ଦୁଇଟି ଘଟଣା ଏବେ ଖବରର ଶିରୋନାମା ପାଲଟିଥିବାବେଳେ ଗୋ ଫାଷ୍ଟ ଫ୍ଲାଇଟ୍‌ ବିରୋଧରେ...

ଚିଦାମ୍ବରମ୍‌ ପଢୁ ନ ଥିଲେ ସମସ୍ତ ଫାଇଲ୍‌: ଦକ୍ଷ ଆଇଏଏସ୍‌ ଅଫିସର କରୁଥିଲେ ଏହାର ଯାଞ୍ଚ୍‌

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ସିବିଆଇ ପକ୍ଷରୁ ପଚରା ଉଚରା କରାଯାଉଛି। ସେ କହିଛନ୍ତି ଯେ ସମୟ ଅଭାବ ଯୋଗୁ ସମସ୍ତ ଫାଇଲ୍‌ ଦେଖିବା...

ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ୧,୨୦୦ରୁ ଊର୍ଦ୍ଧ୍ୱ ଉପହାରକୁ ନିଲାମ କରାଯିବ। ମୋଦିଙ୍କ ଉପହାର ଇ-ଅକ୍ସନର ଚତୁର୍ଥ ସଂସ୍କରଣ ପ୍ରକ୍ରିୟା ଆସନ୍ତା ୧୭ ତାରିଖରୁ...

ତଦନ୍ତ ପାଇଁ ସିବିଆଇକୁ ନେବାକୁ ପଡ଼ିବ ଅନୁମତି

ନୂଆଦିଲ୍ଲୀ,୪।୩: ମେଘାଳୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ରାଜ୍ୟରେ ତଦନ୍ତ କରିପାରିବ ନାହିଁ। ମେଘାଳୟ ସରକାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିବା ସହମତି ଅନୁମତିକୁ...

ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଶାହ: ସ୍ବଚ୍ଛତାକୁ ଜନଆନ୍ଦୋଳନର ରୂପ ଦେଇଛନ୍ତି ମୋଦି

ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସଂକଳ୍ପ ଯାତ୍ରାର...

ରାଜ୍ୟ ସଭା ଯାଇପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୯।୬: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ରାଜନୈତିକ ଯାତ୍ରା ଖୁବଶୀଘ୍ର ରାଜ୍ୟ ସଭା ଆଡକୁ ଗତି କରିପାରେ। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ...

Advertisement
Archives

Model This Week