Posted inଜାତୀୟ

୧୩ରେ ଏସ୍‌ସିଓ ସମ୍ମିଳନୀ:ହେବନି ମୋଦି-ଇମ୍ରାନ ବୈଠକ

ନୂଆଦିଲ୍ଲୀ,୭ା୬(ପି.ଟି.):ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀ ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍‌ସ୍ତାନ ରାଜଧାନୀ ବିଶ୍‌କେକ୍‌ଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ ଖାନ୍‌ ମଧ୍ୟ ଯୋଗଦେବେ। ତେବେ ଏହି ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ଯୋଜନା ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାଙ୍କ ଜାଣିବାରେ ଏସ୍‌ସିଓ ଅବସରରେ ଭାରତ ଓ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ବୈଠକ ହେବାର ଯୋଜନା ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ସିଓ ସମ୍ମିଟ୍‌ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କହ୍ନେୟାଙ୍କ ହତ୍ୟାକାରୀଙ୍କ ଭାଜପା ଲିଙ୍କ୍‌ ନେଇ ରାଜନୀତି ଆରମ୍ଭ…

ଉଦୟପୁର, ୨।୭ : ଉଦୟପୁରରେ କହ୍ନେୟା ଲାଲଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ରିୟାଜ ଅତାରିଙ୍କ ରାଜନୈତିକ ଲିଙ୍କ୍‌ ଏବେ ସାମ୍ନାକୁ ଆସିଛି। ସୋସିଆଲ...

ବହୁବିବାହ, ନିକା ହଲାଲାକୁ ଚ୍ୟାଲେଞ୍ଜ: ସାମ୍ବିଧାନିକ ପୀଠରେ ଶୁଣାଣି ହେବ

ନୂଆଦିଲ୍ଲୀ,୨୧।୧(ପି.ଟି.): ମୁସଲମାନଙ୍କ ବହୁବିବାହ ଏବଂ ନିକା ହଲାଲା ପ୍ରଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମକୋର୍ଟ ୫ ଜଣିଆ ସାମ୍ବିଧାନିକ...

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

କର୍ନାଟକର ପୂର୍ବତନ ମନ୍ତ୍ରୀ ବୈଜନାଥଙ୍କ ପରଲୋକ

ବେଙ୍ଗାଲୁରୁ,୨।୧୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ସମାଜସେବୀ ବୈଜନାଥ ପାଟିଲଙ୍କର ଶନିବାର ୮୨ ବର୍ଷ ବୟସରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ...

ଭାଲେଣ୍ଟାଇନ୍ସ ଡେ’ରେ ପିଲାମାନଙ୍କୁ ଶପଥ କରାଇଲେ ଶିକ୍ଷକ: କରିବେ ନାହି ପ୍ରେମ କି ପ୍ରେମ ବିବାହ

ଅମରାବତୀ,୧୪।୨: ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ...

ଚକୋଲେଟ୍‌ ଚୋରି କରିବାର ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ନେଲେ ଚରମ ନିଷ୍ପତ୍ତି

କୋଲକାତା,୩୧।୧୦: ପଶ୍ଚିମବଙ୍ଗର ଅଲିପୁରଦାର ଜିଲାର ସପିଂ ମଲରେ ଚକୋଲେଟ୍‌ ଚୋରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ କଲେଜ ଛାତ୍ରୀ...

ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…

ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ,...

ଶାଶୁଙ୍କ ସହ ଝଗଡା କରି ଏମିତି ପଦକ୍ଷେପ ନେଲେ ବୋହୂ

କୁହାଯାଏ ପ୍ରେମରେ ଲୋକ ଅନ୍ଧ ହୋଇଯାନ୍ତି। ପ୍ରେମକୁ ହାସଲ କରିବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ଏହାର ଏକ ନିଚ୍ଛକ ଉଦାହରଣ...

Advertisement
Archives

Model This Week