୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ଏବେ ଦୀର୍ଘ ୧୦ ବର୍ଷ ପରେ ସେ ବଲିଉଡକୁ ଫେରିବାକୁ ଯାଉଛନ୍ତି। ଏକଥା ନିଜେ ସେ ଘୋଷଣା କରିଛନ୍ତି। ସେ କହିଛନ୍ତି, ଦର୍ଶକମାନେ ମୋତେ ପରଦାରେ ଦେଖିବାକୁ ୧୦ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କଲେ। ମୁଁ ମୋ ଫ୍ୟାନ୍ସଙ୍କର ବଡ ଫ୍ୟାନ୍‌ ହୋଇଯାଉଛି। ମୋ ସବୁ ପଦକ୍ଷେପକୁ ଦର୍ଶକ ମୋତେ ଉତ୍ସାହିତ କରିଛନ୍ତି। ତେଣୁ ପ୍ରଶଂସକଙ୍କ ଭଲପାଇବା ଯୋଗୁ ମୁଁ ପୁଣିଥରେ ପରଦା ଫେରିବାକୁ ଯାଉଛି ବୋଲି ସେ କହିଛନ୍ତି। ନିଜଠାରୁ ୧୫ ବର୍ଷ ସାନ ରୋହମନ ଶାଲଙ୍କୁ ପ୍ରେମ କରି ବସିଛନ୍ତି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ, ଜାଣନ୍ତୁ କାହିଁକି

ଛୋଟ ପରଦାର ବଡ ରିଏଲିଟ ଶୋ’ ‘କୌନ ବନେଗା କରୋଡ ପତି’କୁ ହୋଷ୍ଟ କରୁଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ଶୋ’ରେ ଭାଗ ନେଉଥିବା...

ଆଜି ହାତକୁ ଦି’ ହାତ ହେବେ କନିକା

ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ ହାଥିରମାନୀଙ୍କ ସହ ହାତକୁ ଦି’ ହାତ...

ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବେ ଧନୁଷ

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଧନୁଷ ଓ ତାଙ୍କ ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ...

୫୨ ହଜାର ଟଙ୍କାର କୋଟ ପିନ୍ଧି ବୁଲିବାକୁ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ତାଙ୍କର ନ୍ୟୁ ପ୍ରୋଜେକ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଠାରେ ହିଁ...

ଆଲିଙ୍ଗନ ଦୃଶ୍ୟ ଉପରେ କଟକଣା

ଟିଭିରେ ଆଲିଙ୍ଗନ, ବୋଲ୍ଡ ସିନ୍‌ ଦେଖାଯିବା ଉପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ନିୟନ୍ତ୍ରକ କର୍ତ୍ତୃପକ୍ଷ(ପିଇଏମ୍‌ଆର୍‌ଏ) କଟକଣା ଲଗାଇଛି। ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକୁ ଏ ବାବଦରେ ନୋଟିସ୍‌...

‘ବଚ୍ଚନ ପାଣ୍ଡେ’ର ନୂଆ ଗୀତରେ ଜମୁଛି ଜ୍ୟାକଲିନ-ଅକ୍ଷୟଙ୍କ କେମେଷ୍ଟ୍ରି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ ରିଲିଜ୍ ହୋଇଛି । ଆକ୍ସନ, କମେଡିର ନିର୍ମାତା ସମ୍ପୂର୍ଣ୍ଣ ଗୀତଟିକୁ ସୋସିଆଲ...

ଭଲ ମଣିଷ ହେବି, ଗରିବଙ୍କୁ ସାହାଯ୍ୟ କରିବି, ଏନ୍‌ସିବିକୁ କହିଲେ ଆର୍ୟନ…

ମୁମ୍ବାଇ,୧୭।୧୦: ଏବେ ମୁଁ ଗୁଡ୍‌ ବୟ ହେବି ବୋଲି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ହେବା...

ସ୍ବାମୀଙ୍କ ସହ ଫିଲ୍ମ କରିବାକୁ ଚାହାନ୍ତି ନୀଳନୟନା

ମୁମ୍ବାଇ: ନୀଳନୟନା ତଥା ବଲିଉଡ୍‌ର ସବୁଠୁ ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ସ୍ବାମୀ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ପୁଣି ଥରେ କାମ...

Advertisement
Archives

Model This Week