ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ପଓ୍ବନଙ୍କ ନୂଆ ଭୋଜପୁରୀ ଗୀତ ‘କମରିୟା ହିଲା ରହି ହେ’, ଦେଖନ୍ତୁ ଭିଡିଓ

ବମ୍ବେ: ରିଲିଜ ହୋଇଛି ନୂଆ ଭୋଜପୁରୀ ଗୀତ ‘କମରିଆ ହିଲା ରହି ହେ’। ଭୋଜପୁରୀ ଫିଲ୍ମଜଗତର ହିଟ୍‌ ମେଶିନ କୁହାଯାଉଥିବା ପଓ୍ବନ ସିଂ ଏହାକୁ ଗାଇଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ଏହାକୁ ଦଶ ମିଲିଅନ ଲୋକେ ଦେଖିସାରିଛନ୍ତି। ଗୀତରେ ପବନଙ୍କ ସହ ରହିଛନ୍ତି ଲୋରେନ ଗୋଟଲିବ। ହୋଲି ଥିମ୍‌ରେ ଏହାକୁ ନିର୍ମାଣ କରାଯାଇଛି। ୟୁଟ୍ୟୁବରେ ଏବେ ଗୀତ ପ୍ରଥମ ନଂରେ ଟ୍ରେଣ୍ଡ କରୁଛି। ପୂର୍ବରୁ ପଓ୍ବନଙ୍କ ଗୀତ ‘ଲଲି ପପ୍‌ ଲାଗେଲୁ’ ସୁପରହିଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅମିତାଭ

ମୁମ୍ବାଇ: ବଲିଉଡ୍‌ର ଶେହେନ୍ସା ନିଜର ବ୍ୟକ୍ତିତ୍ୱ ଓ ନିଷ୍ଠାପର କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ସାଉଁଟୁଥିବା ବେଳେ ପ୍ରଶଂସକ ମଧ୍ୟ ତାଙ୍କୁ ବେଶ୍‌ ପସନ୍ଦ କରନ୍ତି।...

ହସ୍ପିଟାଲରେ ପହଞ୍ଚିଥିଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୭ ମାସ ଚାଲିଛି। ନିକଟରେ ସୈଫ୍‌ ହିମାଞ୍ଚଳପ୍ରଦେଶରେ ତାଙ୍କର ଆଗାମୀ...

ପାକିସ୍ତାନୀ ଗାୟକ ଫର୍‌ହାଦ୍‌ଙ୍କ ପରଲୋକ

ଇସ୍‌ଲାମାବାଦ: ପାକିସ୍ତାନୀ ଗାୟକ ଫର୍‌ହାଦ୍‌ ହୁମାୟନ୍‌ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍‌ ଅସ୍‌ଲାମ, ଅଭିନେତା ଅଲି ଜାଫର୍‌, ଅର୍ଜୁନ ମାଥୁରଙ୍କ...

ବଲିଉଡ୍‌ରେ ୨୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ଡନ୍‌

ମୁମ୍ବାଇ: ବଲିଉଡ୍‌ର ବାଦ୍‌ଶାହା, କିଙ୍ଗ ଖାନ୍‌ ଅଫ୍‌ ବଲିଉଡ୍‌ ତଥା ଡନ୍‌ କଳାକାର ଶାହାରୁଖ ଖାଁଙ୍କର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ୨୮ ବର୍ଷ ପୂରଣ ହୋଇଛି। ଏହାକୁ...

ନଟରାଜ ପୋଜ୍‌

କ୍ରିକେଟ ପାଇଁ ରଣବୀର ସିଂ କେତେ ପାଗଳ ତାହା କହିବା ବାହୁଲ୍ୟ। କାରଣ ଗତ ବିଶ୍ୱକପ୍‌ରେ ତାଙ୍କୁ ଅତିଥି ଭାଷ୍ୟକାର ଭାବରେ ଦେଖିବାକୁ ମିଳିଥିଲା। କମେଡି...

ଓପ୍ରାହଙ୍କ ଗେଷ୍ଟ ହେବେ ପ୍ରିୟଙ୍କା

ନିକଟରେ ବ୍ରିଟେନ ପ୍ରିନ୍ସ ହ୍ୟାରି ଓ ସ୍ତ୍ରୀ ମେଘାନ ମର୍କେଲଙ୍କ ସାକ୍ଷାତ୍‌କାର ନେଇ ଚର୍ଚ୍ଚାରେ ଥିବା ଆମେରିକାର ଜଣାଶୁଣା ଟେଲିଭିଜନ ଉପସ୍ଥାପକ ଓପ୍ରାହ ଓ୍ବିନଫ୍ରି(୬୭)ଙ୍କ ପରବର୍ତ୍ତୀ...

ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ଏହି ଅଭିନେତା

ଭୋଜପୁରୀ ଅଭିନେତା ତଥା ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନିକଟରେ ବାପା ହୋଇଛନ୍ତି। ମନୋଜ ‘ଦରୋଗା ବାବୁ ଆଇ ଲଭ୍‌ ୟୁ’, ‘ଧରତି...

ସାହିଦଙ୍କ ସହ କାମ କରିବାକୁ ନେଇ ସର୍ତ୍ତ ରଖିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପରିଣିତି ଚୋପ୍ରା ଏବେ ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଆଉ ଅନ୍ୟପଟେ କବିର ସିଂ ଫେମ୍‌ ସାହିଦ କପୁର...

Advertisement
Seven Jackpot


Archives

Model This Week