ହ୍ରିତିକ୍‌ଙ୍କ ସହ ନଜର ଆସିବେ ଅନୁଷ୍କା

ଫିଲ୍ମ ‘ୱାର୍‌’ର ସଫଳତା ପରେ ଅଭିନେତା ହ୍ରିତିକ ରୋଶନ ନିଜ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିର୍ଦ୍ଦେଶକ ଫରହା ଖାନଙ୍କ ଆଗାମୀ ଫିଲ୍ମରେ ହ୍ରିତିକ କାମ କରିବେ ବୋଲି ଜଣାପଡିଛି। ଏଥିରେ ତାଙ୍କ ସହିତ ସ୍କ୍ରିନ ଶେୟାର୍‌ କରିବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରଥମଥର ପାଇଁ ହ୍ରିତିକ ଓ ଅନୁଷ୍କାଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ରୋହିତ୍‌ ସେଟ୍ଟୀ। ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ମଧ୍ୟ ଭାଗରୁ ଆରମ୍ଭ ହେବ। ୨୦୨୧ ପ୍ରାରମ୍ଭରେ ଫିଲ୍ମଟି ରିଲିଜ୍‌ ହେବ। ଏହି ଫିଲ୍ମଟି ୧୯୮୨ରେ ଆସିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି...

ବିବାହର ଗୋଟିଏ ଦିନ ପରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କଲେ ମୋନା

‘ଜସି ଜୈସି କୋଇ ନହିଁ’ ଟିଭି ସିରିୟଲର ଅଭିନେତ୍ରୀ ମୋନା ସିଂହ ଡିସେମ୍ବର ୨୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହର ଗୋଟିଏ ଦିନ ପରେ...

‘ଆର୍‌ଆର୍‌ଆର୍‌’ ପୋଷ୍ଟର ହଟାଇବା ନେଇ ମୁହଁ ଖୋଲିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆର୍‌ଆର୍‌ଆର୍‌’ସୁପରହିଟ୍‌ ହୋଇଛି। ଆଲିଆଙ୍କ ଦମ୍‌ଦାର...

ଅଭିନୟ କଲେ ଛାଡି ଚାଲିଯିବାକୁ ଧମକ ଦେଇଥିଲେ ଏହି ସଫଳ ଗାୟକଙ୍କ ସ୍ତ୍ରୀ

ବଲିଉଡ୍‌ର ସଫଳ ଗାୟକଙ୍କ ମଧ୍ୟରେ ଅନ୍ୟତମ ଶାନ୍ତନୁ ମୁଖାର୍ଜା ଅର୍ଥାତ୍‌ ଶାନ୍‌। ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରୁ ଜନ୍ମ ଗ୍ରହଣ କରିଥିବା ଶାନ୍‌ଙ୍କର ଆଜି...

ଆଙ୍କର ଆକ୍‌ଟ୍ରେସ୍‌ କ୍ରିଷ୍ଣା

କୃଷ୍ଣପ୍ରିୟା ନାଏକ ଓରଫ୍‌ କ୍ରିଷ୍ଣାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ବେଶ୍‌ ଆକସ୍ମିକ ଭାବରେ। ତାଙ୍କର ଜନ୍ମ ଜଗତ୍‌ସିଂହପୁର ଜିଲାର ତାରପୁର ଠାରେ। ତାରପୁର ହେଉଛି...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

‘ବାଗୀ’ କଥା ମନେପଡୁଛି

ଟାଇଗର ଶ୍ରଫଙ୍କ ଅଭିନୀତ ‘ବାଗୀ’କୁ ଏବେ ମଧ୍ୟ ମନେ ପକାଉଛନ୍ତି ଦିଶା ପଟାନି। ହେଲେ କାରଣ କ’ଣ ? ଏହି ଫିଲ୍ମରେ ତ ସେ ଅଭିନୟ...

ଭାଇରାଲ ହେଉଛି ଅଙ୍କିତାଙ୍କ ରୋମାଣ୍ଟିକ୍ ଫଟୋ

ମୁମ୍ବାଇ: ଅଙ୍କିତା କୋୱର ଓ ମିଲିନ୍ଦ ସୋନମ ଲୋକଙ୍କ ମନପସନ୍ଦ କପୁଲଙ୍କ ମଧ୍ୟରେ ଗୋଟିଏ । ଉଭୟ ନିଜ ଭିତରେ ଥିବା ଭଲପାଇବାକୁ କେବେ କମ୍...

Advertisement
Archives

Model This Week