Posted inଜାତୀୟ

ହୋଟେଲରେ ଯୋଗ କଲେ କର୍ନାଟକ ଭାଜପା ବିଧାୟକ

ବେଙ୍ଗାଲୁରୁ,୨୧।୭: କର୍ନାଟକର କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରେ ସଙ୍କଟ ଦେଖା ଦେଇଥିବା ବେଳେ ସୋମବାର ବିଧାନସଭାରେ ଅସ୍ଥା ଭୋଟର ଯୋଜନା ରହିଛି। ହେଲେ ଇତି ମଧ୍ୟରେ କର୍ନାଟକର ଭାଜପା ବିଧାୟକମାନେ ରାମଦା ହୋଟେଲରେ ଚିନ୍ତାମୁକ୍ତ ହେବା ପାଇଁ ରବିବାର ଯୋଗ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି। କାଜୁଆଲ ଟି-ସାର୍ଟ ପିନ୍ଧି ଏମାନେ ଯୋଗ ଅଭ୍ୟାସ କରିଛନ୍ତି। ଜୁଲାଇ ୧୦ରେ ମଧ୍ୟ ଜେଡିଏସ୍‌ ବିଧାୟକମାନେ ଗଲ୍ଫସାଇର କ୍ଲବରେ ଏମିତି ଯୋଗ କରିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଲଫାପାରୁ ମିଳିଲା ଏତିକି ଟଙ୍କା

ଜୟପୁର,୨୬।୯: ରାଜସ୍ଥାନର ଭିଲୱାରା ଜିଲାରେ ଅବସ୍ଥିତ ମାଲାସେରୀ ଡୁଙ୍ଗରି ମନ୍ଦିରର ଦାନ ବାକ୍ସ ଖୋଲାଯାଇଛି। ଦାନ ବାକ୍ସରୁ ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା...

କରୋନା ରୋଗୀ-ଯୋଦ୍ଧାଙ୍କ ପାଇଁ ତିଆରି ହେଲା ସ୍ବତନ୍ତ୍ର ଚପଲ, ଏହା ଦେବ ଅକ୍ସିଜେନ

କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଚାରିଆଡ଼େ ଖାଲି ମୃତ୍ୟୁ ହିଁ ମୃତ୍ୟୁ। ଏହି ସମୟରେ କିଛି କମ୍ପାନୀ କରୋନା...

ଶ୍ରମିକଙ୍କ ସହିତ ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ…

କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ...

ମନମୋହନଙ୍କୁ ମିଳିବ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୬।୮: ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ହଟାଇ ଦେଇଛନ୍ତି। ଏହା ବଦଳରେ ତାଙ୍କୁ ଜେଡ ପ୍ଲସ୍‌ (z+)...

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ ଧର୍ମର ସୁରକ୍ଷା ଲାଗି ନିର୍ମାଣ ହେବ ୩,୦୦୦ ମନ୍ଦିର

ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩...

କରୋନା ନେଲା ଆଉ ଏକ ମୁଣ୍ଡ

ମୁମ୍ବାଇ,୨୨।୩: କରୋନା ଭାଇରସ ଏବେ ଆଉ ଏକ ମୁଣ୍ଡ ନେଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ରବିବାର ସକାଳେ ସେଠାରେ ୬୩...

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ...

ମହାରାଷ୍ଟ୍ରର ସବୁ ଜିଲାରେ ହେବ ମହିଳା ପୋଲିସ ଷ୍ଟେଶନ: ଅଜିତ ପାଓ୍ବାର

ମୁମ୍ବାଇ,୬।୩: ମହାରାଷ୍ଟ୍ରର ଶିବସେନା ମେଣ୍ଟ ସରକାର ଏବେ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଶୁକ୍ରବାର ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ...

Advertisement
Archives

Model This Week