ହସ୍ତପାଦାସନ ଦୂର କରେ ଅନେକ ରୋଗ

ପ୍ରତିଦିନ ପୌଷ୍ଟିକ ଆହାର ସହିତ ଯୋଗାଭ୍ୟାସ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ଯୋଗାସନ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ତେବେ ଯେ କୌଣସି ଯୋଗାସନ କରିବା ପୂର୍ବରୁ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାରୁ ଜରୁରୀ। ଅନେକ ଯୋଗାସନ ରହିଛି ମାତ୍ର ହସ୍ତପାଦାସନ କଲେ କେଉଁ ରୋଗରୁ ମୁକ୍ତି ମିଳିଥାଏ ଜାଣନ୍ତୁ ଏ ସମ୍ପର୍କରେ…
କେମିତି କରିବେ ଏହି ଆସନ :
ସିଧା ଠିଆ ହୋଇ ଧୀରେ ତଳକୁ ନଇଁ ଆଣ୍ଠୁ ପାଖରେ ମୁହଁ ରଖି ଦୁଇହାତରେ ଦୁଇପାଦକୁ ଧରନ୍ତୁ। ଏହିପରି ପ୍ରତିଦିନ ୫/୬ଥର କରନ୍ତୁ।

ହସ୍ତପାଦାସନ :
ଏହି ଆସନ କଲେ ମେଦବହୁଳତା ନିିୟନ୍ତ୍ରଣରେ ରହିବା ସହିତ ପାଚନ ତନ୍ତ୍ର ସଠିକ୍‌ ଭାବେ କାର୍ଯ୍ୟ କରିଥାଏ। ହାଡ଼ ଏବଂ ମାଂସପେଶୀ ମଧ୍ୟ ମଜଭୁତ ହୋଇଥାଏ। ହସ୍ତପାଦାସନ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ପ୍ରତିଦିନ ୫/୬ଥର ହସ୍ତପାଦାସନ ଅଭ୍ୟାସ କଲେ ସ୍ପାଇନ୍‌, ହାର୍ଣ୍ଣିଆ, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଅର୍ଶ ଆଦି ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କମ୍‌ ସମୟରେ ଶୀଘ୍ର ମେକ୍‌ଅପ୍‌

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏଥିପାଇଁ ଆପଣଙ୍କୁ କେଉଁ ସବୁ ଦିଗପ୍ରତି ଅଧିକ ଦୃଷ୍ଟି ଦେବାକୁ...

ଗୃହିଣୀଙ୍କ ପାଇଁ …

ବିରିୟାନୀ କିମ୍ବା ପଲାଉ କରିବା ସମୟରେ ପିଆଜ ଜଲ୍‌ଦି ଫ୍ରାଏ ହେବା ଲାଗି ସେଥିରେ ଅଳ୍ପ ପରିମାଣରେ ଚିନି ପକାନ୍ତୁ, ଦେଖିବେ ପିଆଜ ଶୀଘ୍ର ଫ୍ରାଏ...

ଡେଙ୍ଗୁ ସଚେତନତା

ଡେଙ୍ଗୁ ଭୂତାଣୁଜନିତ ମଶାବାହକ ଜ୍ୱର। ବର୍ଷାଋତୁରେ ସଂକ୍ରମଣ ବେଶି। ଏଥିରେ ବହୁତ ଜ୍ୱର ହୁଏ। ମୁଣ୍ଡବିନ୍ଧା ହୁଏ। ମୁହଁ ନାଲି ଦେଖାଯାଏ। ଗୋଡ଼ ହାତ ଘୋଳାବିନ୍ଧା...

କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର...

୨୦୨୩ରେ ଚମକିବ ଏହି ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ; ପଦୋନ୍ନତି ସାଙ୍ଗକୁ ବଢ଼ିବ ଦରମା, ବ୍ୟବସାୟରେ ବି…

ଆଉ ଦିନ କେଇଟାରେ ବିଦାୟ ନେବ ବର୍ଷ ୨୦୨୨। ନୂତନ ବର୍ଷକୁ ନେଇ ଏବେଠାରୁ ବଢ଼ିଲାଣି ଉତ୍କଣ୍ଠା। ତେବେ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ବର୍ଷ ଅନେକ...

ଏହି ନାମଧାରୀ ପୁଅଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ଝିଅମାନେ: ପ୍ରଥମେ କରିଥାନ୍ତି ପ୍ରେମ ନିବେଦନ

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ବିଶେଷ ଗୁଣ ରହିଥାଏ। ଏହି ଗୁଣକୁ ଦେଖି ଅନ୍ୟମାନେ ତାଙ୍କପ୍ରତି ଆକୃଷ୍ଟ ହୋଇଥାନ୍ତି। ତେବେ ପୁଅମାନଙ୍କ କଥା କହିଲେ,...

ଜିରାର ଉପକାରିତା

ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି...

ଶୀତଦିନେ ୫ ମିନିଟ୍‌ କରନ୍ତୁ ଏହି ମୁଦ୍ରା…

ନୂଆଦିଲ୍ଲୀ: ଶୀତଦିନେ ସକାଳେ ଅଭ୍ୟାସ କରି ୫ ମିନିଟ୍‌ ସୂର୍ଯ୍ୟମୁଦ୍ରା କଲେ ଶରୀର ଉପରେ ବହୁ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ମନୁଷ୍ୟ ଶରୀର ପୃଥିବୀ, ଜଳ,...

Advertisement
Archives

Model This Week