ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ଉପକାରୀ ଗୁଣ ଭରି ରିହିଛି ।
ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

– ଭିଟାମିନ୍‌ ‘ଏ’ର ପ୍ରମୁଖ ଉତ୍ସ ହେଲା ଅମୃତଭଣ୍ଡା। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ।
-ଆପଣ କୋଲେଷ୍ଟରଲ ସମସ୍ୟା ସହ ଜଡିତ କି ? ଯଦି ହଁ, ତେବେ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଭୁଲନ୍ତୁ ନାହିଁ। କାରଣ ଏହାକୁ ଖାଇବା ଦ୍ୱାରା କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିଥାଏ।
-ଅମୃତଭଣ୍ଡା ଖାଇଲେ ତାହା ଶରୀର ଭିତରେ ଥିବା ଅତିରିକ୍ତ ଚର୍ବିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।
-ଅମୃତଭଣ୍ଡାରେ ‘ପାପାଇନ୍‌’ ନାମକ ଏକ ପୋଷକତତ୍ତ୍ୱ ରହିଛି ଯାହା ହଜମ ଶକ୍ତିକୁ ବୃଦ୍ଧି କରିଥାଏ।
-ଏହାକୁ ନିୟମିତ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
-ଅମୃତଭଣ୍ଡା ଶରୀରକୁ ଅନେକ ଉପକାରୀ ପୋଷକତତ୍ତ୍ୱ ଯୋଗାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିପରି ଲଗାଇବେ ମୁଲତାନୀ ମାଟି

ମୁଲତାନୀ ମାଟି ତ୍ୱଚା ନିମନ୍ତେ ବରଦାନ ସଦୃଶ। ଏହାକୁ ସବୁ ପ୍ରକାରର ତ୍ୱଚାରେ ଲଗାଇ ହେବ। ଏହା ତ୍ୱଚାରେ କୌଣସି ସାଇଡ୍‌ ଇଫେକ୍ଟ ସୃଷ୍ଟି ନ...

ଗର୍ଭାବସ୍ଥାରେ ବି ଲାଗିବେ ଷ୍ଟାଇଲିସ୍‌

ଗର୍ଭାବସ୍ଥାରେ ଶରୀରର ଗଠନ ବଦଳିଯାଉଥିବାରୁ ଅନେକଙ୍କୁ ନିଜ ଫ୍ୟାଶନ ଷ୍ଟେଟ୍‌ମେଣ୍ଟକୁ ନେଇ ଚିନ୍ତା ବଢ଼ିଯାଏ। ହେଲେ କେତୋଟି ଫ୍ୟାଶନ ଆଇଡିଆ ଆପଣେଇଲେ ଗର୍ଭାବସ୍ଥାରେ ଷ୍ଟାଇଲିସ୍‌  ଲାଗି...

ଏହି ୪ ରାଶିର ବ୍ୟକ୍ତି ସବୁଠାରୁ ବୁଦ୍ଧିମାନ: କମ୍ପ୍ୟୁଟର ପରି କାମ କରିଥାଏ ଏମାନଙ୍କ ମୁଣ୍ଡ

ରାଶିଫଳ ମାଧ୍ୟମରେ ଜଣେ ବ୍ୟକ୍ତି ବିଷୟରେ ଅନେକ କିଛି ଜଣାପଡ଼ିଥାଏ। ଏହା ମାଧ୍ୟମରେ ଲୋକମାନେ ସେମାନଙ୍କ ଜୀବନରେ ଆଗକୁ କ’ଣ ସବୁ ଘଟିବାକୁ ଯାଉଛି, ସଫଳତା...

ମନ୍‌ସୁନରେ ମାନନ୍ତୁ

ବର୍ଷାଦିନେ ସଂକ୍ରମଣର ଭୟ ଅଧିକ ରହିଥାଏ। ତେଣୁ ଖାଇବାପିଇବା ସହିତ ପୋଷାକପତ୍ର ଆଦି ସବୁଥିରେ ସତର୍କ ରହିବାକୁ ହେବ। ସବୁବେଳେ ପାଣିକୁ ସିଝାଇ ପିଅନ୍ତୁ। ପ୍ରତିଦିନ...

କଲରାର ଉପକାରୀ ଗୁଣ

କଲରା ପାଟିକୁ ପିତା ଲାଗୁଥିଲେ ବି ଏହା ଶରୀର ପାଇଁ ଖୁବ୍ ଉପକାରୀ । ଏଥିରେ ପ୍ରୋଟିନ, କ୍ୟାଲସିୟମ, କାବ୍ରୋହାଇଡ୍ରେଟ୍ସ, ଫସଫରସ୍ ଓ ଭିଟାମିନ୍ ମିଳିଥାଏ...

ଖାଇବା ପରେ ଥଣ୍ଡାପାଣି ପିଇଲେ ବଢେ ହୃଦ୍‌ଘାତ ଆଶଙ୍କା

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ।...

ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ।...

ଟାଟୁ ରିମୁଭ୍‌ କରୁଥିଲେ ଜାଣିରଖନ୍ତୁ…

ଟାଟୁ କରିବା ଆଜିକାଲି ସମସ୍ତଙ୍କର ବିଶେଷ କରି ଯୁବପିଢ଼ିଙ୍କ ଲାଗି ଫ୍ୟାଶନ ଟ୍ରେଣ୍ଡ ପାଲଟିଛି। ହେଲେ ପ୍ରଥମେ ପ୍ରଥମେ ଏହି ଟାଟୁଗୁଡ଼ିକୁ ଖୁବ୍‌ ଭଲ ପାଉଥିବା...

Advertisement


Archives

Model This Week