ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କଲେ ସ୍ବାମୀ

ଆମେରିକାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପାଇଁ ମ୍ୟାଟର୍‌ନିଟି ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ବାମୀ। ଆମେରିକାର କେଣ୍ଟୁକିରେ ରହୁଥିବା କେଲସି ବ୍ରେଓ୍ବେର ମା’ ହେବାକୁ ଯାଉଛନ୍ତି। ତାଙ୍କର ବହୁତ ଇଚ୍ଛା ଥିଲା ସେ ଗର୍ଭାବସ୍ଥାରେ ଫଟୋଶୁଟ୍‌ କରିବେ। କିନ୍ତୁ ତାହା ପୂରଣ ହୋଇପାରି ନ ଥିଲା। ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ବେଡ୍‌ରେ ବିଶ୍ରାମ ନେବାକୁ କହିଛନ୍ତି। ଏପରିସ୍ଥଳେ ସ୍ତ୍ରୀଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ସ୍ବାମୀ କିଆନା ସ୍ମିଥର୍‌ ମ୍ୟାଟରନିଟି ଫଟୋଶୁଟ୍‌ କରିଛନ୍ତି। ତାହା ପୁଣି ଏକୁଟିଆ। କେଲସି ନିଜ ଫେସ୍‌ବୁକରେ ସ୍ବାମୀଙ୍କ ଫଟୋ ଅପଲୋଡ କରି ଏହି ସୂଚନା ଦେଇଛନ୍ତି। କିଆନା ଏଭଳି ଫଟୋଶୁଟ୍‌ କରିଥିବା କେଲସିଙ୍କ ଆଦୌ ଜଣା ନ ଥିଲା। ସେ ଫଟୋ ଦେଖିବା ପରେ ଖୁସିରେ କାନ୍ଦି ପକାଇଥିଲେ। ସୋସିଆଲ ମିଡିଆରେ ମଧ୍ୟ କିଆନାଙ୍କୁ ପ୍ରଶଂସାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ମାସରେ ଇମ୍ରାନଙ୍କ ବିରୋଧରେ ୮୦ ମାମଲା

ଲାହୋର,୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ସମେତ ୪୦୦ ଜଣ ଦଳୀୟ କର୍ମଙ୍କ ବିରୋଧରେ ଲାହୋର ପୋଲିସ...

କୁଳଭୂଷଣ ଯାଦବଙ୍କୁ ଦ୍ୱିତୀୟ ଥର ଲାଗି ଦିଆଯିବ ନାହିଁ କନସୁଲାର ଆକ୍ସେସ୍‌:ପାକିସ୍ତାନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ଜେଲରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ପୁଣି ଥରେ ପାକିସ୍ତାନ ତା’ର ପୂର୍ବପାଠର ଆଲୋଚନା କରିଛି। ପାକିସ୍ତାନ କହିଛି ସେ ଦ୍ୱିତୀୟ ଥର...

ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜୋରଦାର

ଜେରୁଜେଲମ୍‌, ୧୬।୧୧: ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଇସ୍ତଫା ଦାବିରେ ସାପ୍ତାହିକ ବିକ୍ଷୋଭ ଜାରି ରହିଛି। ଶନିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ହଜାର...

୨୪୦ ଚକା ବିଶିଷ୍ଟ ଟ୍ରକ୍‌ରେ ବୁହାହୋଇ ବନ୍ଦରରେ ପହଞ୍ଚିଲା ଜାକି ଚାନ୍‌ଙ୍କ ସୁପରୟାଚ୍‌: ଦାମ୍‌ ୩୧୫ କୋଟି

ବେଜିଂ,୧୫।୭: ଚାଇନାର ମାର୍ଶାଲ ଆର୍ଟ ଅଭିନେତା ଜାକି ଚାନ୍‌ଙ୍କ ସୁପରୟାଚ୍‌ ସ୍ଥାନୀୟ ଜିଙ୍ଗଲୋଗ୍‌ ସ୍ଥିତ ବନ୍ଦରରେ ପହଞ୍ଚିଛି। ଏହାକୁ ୨୪୦ ଚକା ବିଶିଷ୍ଟ ଟ୍ରକ୍‌ ଦ୍ୱାରା...

ଶ୍ରୀଲଙ୍କା ସଙ୍କଟ: କର୍ମଚାରୀଙ୍କ ଦରମା ଦେବାକୁ ନାହିଁ ଅର୍ଥ, ବିକ୍ରି ହୋଇପାରେ ଏୟାରଲାଇନ୍ସ

କଲମ୍ବୋ,୧୮ ।୫: ଶ୍ରୀଲଙ୍କାରେ ହିଂସକ ପ୍ରଦର୍ଶନ ପରେ ସେଠାରେ ଏବେ ନୂଆ ସରକାର ଗଠନ ସରିଛି । ହେଲେ ଆର୍ଥିକସ୍ଥିତି ପୂର୍ବାପେକ୍ଷା ଆହୁରି ଖରାପ ହେବାରେ...

ପାକିସ୍ତାନରେ ୨ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା

ପେଶାଓ୍ବର,୧୬।୫(ପି.ଟି.): ପାକିସ୍ତାନର ଉତ୍ତରପଶ୍ଚିମ ଖାଇବର-ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ ପେଶାଓ୍ବର ସହରରେ ରବିବାର ଦିନ ଦ୍ୱିପ୍ରହରରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ...

ପାଇଲଟ-କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ବେଜିଂ,୧୦।୧୨: ନିଜ ଦେଶର ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କୁ ଡାଏପର ପିନ୍ଧିବାକୁ ପରାମର୍ଶ ଦେଲା ଚାଇନା। କରୋନା ଭାଇରସ୍‌ ସଂକ୍ରମଣର ଭୟକୁ ଦୃଷ୍ଟିରେ ରଖି ଏଭଳି...

ଚାଇନାରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ବେଜିଂ,୨୫ା୮: ଏବେ ଚାଇନାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଏପରିକି ୬୧ ବର୍ଷ ମଧ୍ୟରେ ଏମିତି ଖରା, ଗରମ କେବେ ହୋଇ ନ ଥିଲା। ପ୍ରବଳ...

Advertisement
Archives

Model This Week