Posted inଫୁରସତ

ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଘର ନିର୍ମାଣ କଲେ ସ୍ବାମୀ, ଜାଣନ୍ତୁ କାହିଁକ

ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛନ୍ତି ତ, ଆଉ କିଏ ବଗିଚା ନିର୍ମାଣ କରିଛନ୍ତି। ନାଇଜେରିଆରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଏକ ଘର ନିର୍ମାଣ କରିଛନ୍ତି। ଜମାଲ ନାମକ ଏହି ବ୍ୟକ୍ତି ଜଣଙ୍କ ନାଇଜେରିଆର ରାଜଧାନୀ ଅବୁଜାରେ ରୁହନ୍ତି। ଜମାଲ ୨୦ ବର୍ଷ ଧରି କଠିନ ପରିଶ୍ରମ କରି ବିମାନ ଭଳି ଘର ନିର୍ମାଣ କରିଥିଲେ। ଏହି ଘର ଭିତରେ ଗେଷ୍ଟ ହାଉସ୍‌, ମସଜିଦ୍‌, ସ୍ବିମିଙ୍ଗପୁଲ୍‌ ଏବଂ ସବୁଜ ବଗିଚା ପ୍ରମୁଖ ରହିଛି। ସ୍ତ୍ରୀଙ୍କ ବୁଲିବାକୁ ବହୁତ ପସନ୍ଦ। ଏମିତି ଘର ନିର୍ମାଣ କରିବା କଥା ଭାବିଥିଲି, ଯାହାଦ୍ୱାରା ସ୍ତ୍ରୀଙ୍କୁ ଆଉ ବାହାରେ ବୁଲିବାକୁ ଯିବାକୁ ମନ ହେବନି। ଘରେ ହିଁ ତାହା ମିଳିଯିବ ବୋଲି ଭାବି ଏଭଳି ଘର ନିର୍ମାଣ କରିଥିବା ଜମାଲ କହିଛନ୍ତି। । ୧୯୯୯ରେ ଏହି ଘର ନିର୍ମାଣ କାର୍ଯ୍ୟ ସେ ଆରମ୍ଭ କରିଥିଲେ। ଏଥିରେ ତାଙ୍କ ପିଲାମାନେ ମଧ୍ୟ ସହାୟତା ଦେଇଥିଲେ। ବିମାନ ଭଳି ଦେଖାଯାଉଥିବା ଘର ଏବେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କିମି ପ୍ରତି ଘଣ୍ଟା ବେଗରେ ଚଲାଉଥିଲେ ବାଇକ୍‌, ପରେ ଏମିତି କିଛି ଘଟିଲା

ବେଙ୍ଗାଲୁରୁର ଜଣେ ଯୁବକ ୩୦୦ କିମି ପ୍ରତି ଘଣ୍ଟା ବେଗରେ ଗାଡି ଚଲାଇ ଚର୍ଚ୍ଚାକୁ ଆସିଛନ୍ତି। ଏତେ ବେଗରେ ବାଇକ ଚଲାଇବା ନିୟମ ବିରୋଧୀ ହୋଇଥିଲେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରୋଷେୟାଙ୍କ ନାଚ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୮।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ପ୍ରବାସୀ ଶ୍ରମିକଙ୍କ ଲାଗି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିବାର...

ସୋସିଆଲ ମିଡିଆରେ ଅଧିକ ସେଲ୍‌ଫି ପୋଷ୍ଟ କରୁଥିବା କପଲ୍‌ ସେମାନଙ୍କ ସମ୍ପର୍କକୁ ନେଇ ଥାନ୍ତି ଅସୁରକ୍ଷିତ

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ମଧ୍ୟରେ ସୋସିଆଲ ମିଡିଆ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରାୟ ପ୍ରତ୍ୟେକ ବ୍ୟବହାରକାରୀ ସେମାନଙ୍କର ଦୈନନ୍ଦିନ...

ବେଲୁନ୍‌ ସହ କୁକୁରଛୁଆ ଖେଳୁଛି ଏମିତି, ଭିିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୯୫ ଶହ ବର୍ଷ ହେଲା ସମୁଦ୍ରରେ ବୁଡ଼ି ରହିଛି ଏହି ସହର…

ଭାରତର ଗୁଜରାଟ ଆନନ୍ଦ ଜିଲାର ଖମ୍ବାଟ ଉପକୂଳରେ ମାହି ନଦୀ ଉପତ୍ୟକା ଏବଂ ସମୁଦ୍ରର ସଙ୍ଗମ ସ୍ଥଳରେ ୯୫ ଶହ ବର୍ଷ ଧରି ଏକ ପୁରାତନ...

ଡିପ୍ରେଶନ୍‌ ଦୂର କରେ ଅଙ୍ଗୁର

କାମର ଚାପ ହେଉକି ପାରିବାରିକ ସମସ୍ୟା ଆଜିକାଲି ଅନେକେ ଡିପ୍ରେଶନ୍‌ ବା ଅବସାଦର ଶିକାର ହେଉଛନ୍ତି। ଏଥିରୁ ମୁକୁଳିବା ପାଇଁ କିଏ କେତେ ଉପାୟ ଆପଣାଉଛନ୍ତି।...

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଅଭିନେତ୍ରୀ ନମ୍ରତା ସିଂଦେଓ

ନୟାଗଡ଼ ଜିଲା ରାଜ-ରଣପୁର ରାଜପରିବାରର ମୁଁ ହେଉଛି ଜଣେ ଝିଅ। ବାପା ରବିନ୍ଦ୍ର କୁମାର ସିଂଦେଓ ଓ ମାମା’(ମା’) କାଦମ୍ବିନୀ ଦାଶ। ଚାକିରି କ୍ଷେତ୍ରରେ ବାପା,...

ସମ୍ପର୍କ ଭଲପାଇବାର

ଭଲପାଇବା, ସ୍ନେହ, ଆଦର କିଏ ବା ନ ଖୋଜେ। ମଣିଷ ହୁଅନ୍ତୁ କି ପଶୁପକ୍ଷୀ ସମସ୍ତେ ସେଥିରେ ବନ୍ଧା। ହେଲେ ଅନେକ ସମୟରେ ମଣିଷମାନେ କୃତଘ୍ନ...

Advertisement
Archives

Model This Week