Posted inଜାତୀୟ

ସୋମବାର ଲୋକସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସୋମବାର ଏହି ବିଲ୍‌କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରାଇବେ ବୋଲି କୁହାଯାଉଛି। ନାଗରିକତା ସଂଶୋଧନ ବିଲ୍‌ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହାଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍‌ ପ୍ରଭୃତି ଶରଣାର୍ଥୀଙ୍କ ପାଇଁ ଭାରତୀୟ ନାଗରିକତା ହାସଲ କରିବା ସହଜ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ବ୍ରେକ୍‌ ଫେଲ୍‌ ହେବାରୁ ଓଲଟିଲା ବସ୍‌

ଶ୍ରୀନଗର,୧୪।୬: ଜମ୍ମୁ କଶ୍ମୀର କିସ୍ତଓ୍ବାରରେ ଶୁକ୍ରବାର ସକାଳେ ବସ୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି) ଯବାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା...

କରୋନାର ଲଙ୍ଗ୍‌ ଜମ୍ପ୍‌: ଗୋଟିଏ ଦିନରେ ଲକ୍ଷେ ୨୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୮।୪: ଦେଶରେ କରୋନାର ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ...

ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।...

କରୋନା ନେଲାଣି ୪୫ ପୋଲିସଙ୍କ ଜୀବନ

ମୁମ୍ବାଇ,୧୮।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୪୫ ଜଣ...

ଯୁବତୀଙ୍କ ଚୁଟି ଘୋଷାରୀ ଥାନା ଭିତରେ ପିଟିଲେ ଅଧିକାରୀ

ସାହେବଗଞ୍ଜ: ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଜଣେ ଯୁବତୀଙ୍କୁ ଥାନା ପରିସରରେ ଥାନା ଅଧିକାରୀ ବାଡ଼େଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ...

କରୋନା ଯୋଗୁ ଅତି ଗରିବ ହେବେ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ !

ନୂଆଦିଲ୍ଲୀ,୨୨।୮: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ବିଗିଡି ଯାଇଛି। ବିଶେଷ କରି ଗରିବ ଦେଶ ଗୁଡିକର ଅବସ୍ଥା ଅତ୍ୟଧିକ ଖରାପ ହୋଇ ଯାଇଛି।...

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ...

ସାନିଟାଇଜର ଫାର୍ମରେ ନିଅଁ।: ୧୮ ମୃତ

ପୁଣେ,୮ା୬: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ରାସାୟନିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟି ୧୮ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ନିଖୋଜ ଅଛନ୍ତି। ମୃତକଙ୍କ...

Advertisement


Archives

Model This Week