ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଥିଲା। ଏହି ସମୟରେ ଆଇଏଏସ୍‌ ଅଫିସର ମହମ୍ମଦ ସିଦ୍ଦିକ୍‌ ଆଲାମଙ୍କ ସ୍ଥାନରେ ବୋଥ୍ରାଙ୍କୁ ନୂଆ ନିଯୁକ୍ତି ମିଳିଥିଲା। ସେସୁ ମୁଖ୍ୟାଳୟରେ ଯୋଗଦେବା ସହ ବୋଥ୍ରା ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ସୂତ୍ରରୁ ରାଜ୍ୟରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସମ୍ଭବ ହେଉନାହିଁ। ଗାଁ ଗହଳି କଥା ବାଦ୍‌ ଦିଆଯାଉ, ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଦେଖିବାକୁ ମିଳୁଛି। ତେଣୁ ଦାୟିତ୍ୱ ନେବା ପରେ ଆଇପିଏସ୍‌ ଅଫିସର ବୋଥ୍ରା କେତେ ସୁଧାର ଆଣୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଏ ପ୍ଲଟ୍‌ ନଂ.୩୫୯ ଜବରଦଖଲ:ସରକାରୀ ଜମିରେ ୩ ମହଲା, ଭଡ଼ାରେ ଲାଗିଛି ୯୨ ବଖରା

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ରାଜଧାନୀରେ ଯୋଜନାବଦ୍ଧ ଭାବେ ଚାଲିଛି ସରକାରୀ ଜମି ଜବରଦଖଲ। ଶହ ଶହ ଏକର ଅନାବାଦୀ, ଗୋଚର, ଜଙ୍ଗଲ ଜମିକୁ କବ୍‌ଜା କରି ସେଥିରେ...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୬ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ...

ଆରମ୍ଭ ହେଲା‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’: ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୪(ବ୍ୟୁରୋ): ଆରମ୍ଭ ହେଲା ବିଜିନେସ୍‌ ଏମିନେନ୍ସ ଆଓ୍ବାଡର୍‌ସ-୨୦୨୨। ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ...

ଶ୍ରୀମନ୍ଦିର ଖୋଲିବା ଆଶା କ୍ଷୀଣ

ପୁରୀ ଅଫିସ,୧ା୧୧: ରାଜ୍ୟ ସରକାର ଶନିବାର ଅନ୍‌ଲକ୍‌-୬ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ଗାଇଡ୍‌ଲାଇନ ଅନୁସାରେ ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲିପାରିବ। ଅର୍ଥାତ୍‌ ସ୍ଥାନୀୟ...

ଥାନାରେ ଏତଲା, ଗଛ କଟା ସ୍ଥାନରେ ଧାରଣା

ଭୁବନେଶ୍ୱର,୩୧ା୫(ବ୍ୟୁରୋ):ରାଜ୍ୟ ଅତିଥି ଭବନ ସମ୍ମୁଖରେ ଥିବା ବିଧାୟକମାନଙ୍କ ପୁରୁଣା କ୍ୱାର୍ଟର୍ସକୁ ଭାଙ୍ଗି ବିଳାସପୂର୍ଣ୍ଣ ଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଥିବା ଶହ...

ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର...

ରଥରେ ଲାଗିଲା ଅଖ

ପୁରୀ ଅଫିସ,୩ା୬: ଆଜି ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ଉଭଁରୀ ଯାତ୍ରା। ଏହି ଅବସରରେ ପରମ୍ପରା ଅନୁଯାୟୀ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁଙ୍କ...

ଆଜି ମକର: ନିଆରା ଗଣପର୍ବ

ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ...

Advertisement
Archives

Model This Week