ସୁସ୍ଥ ହେଲେ ଅହମଦାବାଦର ପ୍ରଥମ କରୋନା ସଂକ୍ରମିତ

ଅହମଦାବାଦ,୧୯।୪: ଗୁଜରାଟ ଅହମଦାବାଦର ନିଓମି ଶାହା ହେଉଛନ୍ତି ସେଠାକାର ପ୍ରଥମ କରୋନା ସଂକ୍ରମିତ। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ରବିବାର ଡିସଚାର୍ଜ ହୋଇଛନ୍ତି। ମାର୍ଚ୍ଚ ୧୭ରେ ନିଓମି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇଥର ତାଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ଏବେ ତାଙ୍କୁ ହସ୍ପିଟାଲରୁ ଘରକୁ ଯିବାକୁ ଅନୁମତି ମିଳିଛି। ହେଲେ ଏହି ଯାତ୍ରା ଖୁବ୍‌ ଲମ୍ବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସରେ ସଂକ୍ରମିତ ହୋଇଥିବା ରୋଗୀ ଭଲ ହେବା ପରେ ଏହା ଏକ ଜଟିଳ ପଥ ବୋଲି କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରେ କୋଭିଡ ପ୍ରସ୍ତୁତି ନେଇ ସାର୍ବଜନୀକ ଯାଞ୍ଚ୍‌, ପ୍ରତ୍ୟେକ ଆକ୍ରାନ୍ତ ପ୍ରମାଣ ସହ କହିବେ ନିଜ କାହାଣୀ…

ଲଣ୍ଡନ,୧୩।୬ : କୋଭିଡ-୧୯ ମହାମାରୀ ସମୟରେ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏକ ସାର୍ବଜନୀକ ଯାଞ୍ଚ୍‌ ମଙ୍ଗଳବାର ଲଣ୍ଡନରେ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଗତ ବର୍ଷ...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲା ତଳ ମୁହାଁ…

ନୂଆଦିଲ୍ଲୀ, ୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୫।୮: ଜମ୍ମୁ-କଶ୍ମୀରର ବାରମୁଳା ଜିଲାର ଉରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରବେଶ ଉଦ୍ୟମକୁ ରୋକିବାବେଳେ ସୁରକ୍ଷାବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ...

ସୁରକ୍ଷା ପ୍ରତିଶ୍ରୁତି ଦେଲେ ମମତା: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡାକ୍ତର ରାଜି

କୋଲକାତା,୧୭ା୬(ପି.ଟି.) ପଶ୍ଚିମବଙ୍ଗରେ ୨ ଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ପାଇଁ...

ଗାଁକୁ କ୍ୱାରାଣ୍ଟାଇନ୍‌ କଲେ ଗ୍ରାମବାସୀ

ଲୁଧିଆନା,୨୫।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପଞ୍ଜାବର ଏକ ଗାଁକୁ ଗ୍ରାମବାସୀ କ୍ୱାରାଣ୍ଟାଇନ୍‌ କରିଛନ୍ତି। ସ୍ଥାନୀୟ ନାଭା ଅଞ୍ଚଳରେ ଥିବା ଅଗେତା ଗାଁକୁ ଅନ୍ୟ...

ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ୪ ମହିଳା କନ୍‌ଷ୍ଟେବଳ ନିଲମ୍ବିତ

ଅଯୋଧ୍ୟା,୧୬।୧୨: ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପରେ ଉତ୍ତରପ୍ରଦେଶର ୪ ଜଣ ମହିଳା କନ୍‌ଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ତେବେ ସେହି ୪ ଜଣ ମହିଳା କନ୍‌ଷ୍ଟେବଳ...

ପୁଣି ଜଣେ ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ: ଭିଡ଼ିଓ ଭାଇରାଲ ହେବା ପରେ ଆଶ୍ରମରୁ ବାବା ଚମ୍ପଟ୍‌

ଚଣ୍ଡିଗଡ଼, ୨୧।୮: ଏବେ ପୁଣି ଜଣେ ବାବାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡ଼ିଆରେ ବାବାଙ୍କ ଏସମ୍ପର୍କିତ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓ...

ରାହୁଲ ପ୍ରଧାନମନ୍ତ୍ରୀ ହେବେ

ଚିତ୍ରଦୁର୍ଗ,୪ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନେ ତାଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀ ଓ ବାପା ରାଜୀବ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ହେବେ ବୋଲି...

Advertisement
Archives

Model This Week