ସୁଶାନ୍ତଙ୍କ ହାତ ଛାଡ଼ି ଏବେ ବିକ୍କିଙ୍କ ପ୍ରେମରେ ଅଙ୍କିତା, ଅଗଷ୍ଟରେ କରିପାରନ୍ତି ବିବାହ

ମୁମ୍ବାଇ: ସୁଶାନ୍ତଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ପଡ଼ିଛନ୍ତି ପ୍ରେମରେ। ବ୍ୟବସାୟୀ ବିକ୍କି ଜୈନ୍‌ଙ୍କୁ ସେ ଡେଟ୍‌ କରୁଛନ୍ତି। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲେ ହେଁ ଏବେ କଥାଟି ପୁରା ସତ ବୋଲି ଜଣାପଡ଼ିଛି। କଥା ଏତେ ଆଗକୁ ବଢ଼ିଲାଣି ଯେ ଖୁବ୍‌ଶୀଘ୍ର ଅଙ୍କିତା ବିବାହକୁ ନେଇ ଘୋଷଣା ମଧ୍ୟ କରିପାରନ୍ତି।

ବିକ୍କିଙ୍କ ସହ କିଛି ଖାସ୍‌ ମୂହୁର୍ତ୍ତର ଫଟୋ ଅଙ୍କିତା ସୋସିଆଲ ମିଡିଆରେ ଛାଡିଛନ୍ତି। କିଛି ଫଟୋରେ ଅଙ୍କିତାଙ୍କୁ ବିକ୍କି ପ୍ରପୋଜ୍‌ କରୁଥିବା ଦେଖାଯାଇଛି। ଶେୟାର କରିବା ସମୟରେ ଅଙ୍କିତା ଏ ବିଷୟରେ ଭାବିବେ ବୋଲି ଲେଖିଛନ୍ତି। ଏଣୁ ଉଭୟଙ୍କ ବିବାହ ନେଇ ପ୍ରଶଂସକଙ୍କୁ ଖୁସି ଖବର ମିଳିପାରେ ବୋଲି ଚର୍ଚ୍ଚା ହେବାରେ ଲାଗିଛି। ଉଭୟ ବମ୍ବେରେ ଘର କିଣିସାରିଥିବା ବେଳେ ଅଗଷ୍ଟରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ତେବେ କଥାଟି କେତେ ସତ କେତେ ମିଛ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ...

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର!

‘ଗଜନି’ ଲୁକ୍‌ରେ ପୁଣି ଫେରିବେ ଆମିର! ମୁମ୍ବାଇ: ବଲିଉଡ୍‌ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଜନ୍ମଦିନ ପୂର୍ବରୁ ଏକ ଖୁସି ଖବର ଆସିଛି। ଆମିର ପୁଣିଥରେ...

ପାକିସ୍ତାନୀ କଳାକାରଙ୍କୁ କାହିଁକି ନେଲେ ନାହିଁ ରେହମାନ!

ମୁମ୍ବାଇ: ବଲିଉଡ୍‌ର ନାମୀ ସଙ୍ଗୀତକାର ଏ. ଆର୍‌. ରେହେମାନ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମ୍ୟୁଜିକାଲ ଫିଲ୍ମ। ଯେଉଁଥିରେ ପ୍ରାୟ ୧୫ଟି ଗୀତ ରହିଛି। ନିକଟରେ...

ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି...

ବିବାହ କରିବି ତ କେବଳ ସନ୍ନି ଲିଓନୀଙ୍କ ଭଳି ଯୁବତୀଙ୍କୁ..

ବଲିଉଡ ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ। ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ସୋସିଆଲ ମିଡିଆରେ...

ରିଲିଜ୍‌ ହେଲା ‘ପାଗଲପଂତି’ର ନୂଆ ଟିଜର୍‌: ଦର୍ଶକେ ହସି ହସି ବେଦମ

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହେବାକୁ ଯାଉଛି କମେଡି ଫିଲ୍ମ ‘ପାଗଲପଂତି’। ନଭେମ୍ବର ୨୨ରେ ଏହା ଫ୍ଲୋରକୁ ଆସିବାକୁ ଥିବା ବେଳେ ଏହା ପୂର୍ବରୁ...

ବିବାହ ବାର୍ଷିକୀରେ ସୋହାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ କୁନାଲ

ବମ୍ବେ: ଅଭିନେତା କୁନାଲ ଖେମୁ-ସୋହା ଅଲ୍ଲୀ ଖାଁଙ୍କ ବିବାହକୁ ପୂରିଛି ପାଞ୍ଚ ବର୍ଷ। ଏହି ଅବସରରେ କୁନାଲ ସ୍ତ୍ରୀ ସୋହାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି।...

ଏ ମନ ଖୋଜୁଥାଏ ଯାହା..

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା, କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା କେମିତି ସଫଳତାର...

Coronavirus Update


Archives

Model This Week

Why Dharitri