ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ: ଜାଣନ୍ତୁ ବୟସରେ ବଡ଼ ନମ୍ରତାଙ୍କୁ କିପରିି ଦେଇଥିଲେ ସେ ମନ

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ମହେଶ ବାବୁଙ୍କ ଆଜି ଜନ୍ମଦିନ। ମହେଶ କେବଳ ଯେ ଜଣେ ଲୋକପ୍ରିୟ ଅଭିନେତା ତାହା ନୁହେଁ ବରଂ ଜଣେ ପାରିବାରିକ ମଣିଷ ଭାବେ ପ୍ରଶଂସକଙ୍କ ମନରେ ତାଙ୍କର ଛବି ଭିନ୍ନ। ମାତ୍ର ଚାରି ବର୍ଷ ବୟସରେ ଅଭିନୟ ଆରମ୍ଭ କରିଥିବା ମହେଶ ନିଜଠାରୁ ଚାରି ବର୍ଷ ବଡ଼ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ‘ଜବ୍‌ ପ୍ୟାର କିସି ସେ ହୋତା ହେ’ ଚଳଚ୍ଚିତ୍ରରେ ନଜର ଆସିଥିବା ନମ୍ରତା ଶିରୋଦକରଙ୍କୁ ପ୍ରେମ ବିବାହ କରିଛନ୍ତି ମହେଶ।

ଉଭୟଙ୍କ ପ୍ରେମକାହାଣୀ ବି ଠିକ୍‌ ଫିଲ୍ମ ଭଳି। ହିନ୍ଦୀ ପରେ ତେଲୁଗୁ ଫିଲ୍ମ ‘ବାମସି’ରେ ନମ୍ରତା ମହେଶଙ୍କ ବିପକ୍ଷରେ କାମ କରିବାର ସୁଯୋଗ ପାଇଥିଲେ। ତେବେ ଫିଲ୍ମଟିର ଶୁଟିଂ ସରିବା ପୂର୍ବରୁ ଉଭୟ ଉଭୟଙ୍କୁ ମନ ଦେଇ ଦେଇଥିଲେ। ପରେ ସେମାନେ ଚାରି ବର୍ଷ ଧରି ସମ୍ପର୍କରେ ରହିବା ପରେ ବିବାହ କରିବାକୁ ନିଷ୍ପତି ନେଇଥିଲେ। ପ୍ରଥମେ ମହେଶ ନମ୍ରତାଙ୍କ ବିଷୟରେ ପରିବାରଲୋକଙ୍କୁ ଜଣାଇବାକୁ ସାହସ ଜୁଟାଇପାରି ନ ଥିଲେ। ହେଲେ ଭଉଣୀଙ୍କୁ ଏ ବିଷୟରେ କହିବା ପରେ ସେମାନଙ୍କ ବିବାହ ନିମନ୍ତେ ବାଟ ଫିଟିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଏମିତି ପୋଷ୍ଟ ଦେଖି ରହିପାରିଲେନି ଏହି ଅଭିନେତ୍ରୀ: ସିଧା କହିଲେ ବେଡ୍‌କୁ ଆସ, ପରେ ୟୁଜର୍ସ ଲେଖିଲେ ଏମିତି

ବଲିଉଡ ଅଭିନେତ୍ରୀ ତଥା ଫ୍ୟାଶନ୍‌ ସେନ୍ସେଶନ ସୋନମ କପୁର ତାଙ୍କ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ।...

ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର...

ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ କୁଇନ ଦିଶା ପାଟନିଙ୍କୁ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ଏକ ପାର୍ଟିରେ ସ୍ପଟ କରାଯାଇଛି । ଦିଶା ଏମିତି ଜଣେ...

କେକେଙ୍କ ହୋଟେଲ ରୁମ୍‌ରୁ ମିଳିଲା ଆଣ୍ଟାସିଡ ଔଷଧ

ବଲିଉଡ ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି। କୋଲକାତାରେ ଲାଇଫ୍‌ କନ୍‌ସର୍ଟର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି।...

ଡାକ୍ତରଙ୍କୁ ଭଗବାନଙ୍କ ଦୂତ କହିଲେ ଅମିତାଭ ବଚ୍ଚନ

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଡାକ୍ତରଙ୍କୁ ଭଗବାନଙ୍କ ଦୂତ ବୋଲି କହିଛନ୍ତି। ଡାକ୍ତରମାନେ ଷ୍ଟେଥୋସ୍କୋପ୍‌ ପକାଇସାରିଲା ପରେ ସ୍ବର୍ଗରୁ ଆସିଥିବା ଦୂତ ଭଳି କାମ କରନ୍ତି।...

ଟ୍ରୋଲରଙ୍କୁ ଜବାବ ଦେଲେ ବିପାଶା, ବେବି ବମ୍ପକୁ ନେଇ ହୋଇଥିଲେ ଟୋ୍ରଲ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଏବଂ ସ୍ବାମୀ କରଣ ସିଂ ଗ୍ରୋଭର ତାଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି। ଦୁହେଁ ଏବେ ବେଶ୍‌ ଖୁସି...

ପତ୍ନୀଙ୍କ ପାଦ ସେବା କଲେ ସଞ୍ଜୟ: ପ୍ରଂଶସକ କହିଲେ, ଲଗେ ରହୋ ମୁନ୍ନାଭାଇ

ମୁମ୍ବାଇ: ସଞ୍ଜୟ ଦତ୍ତ ଓ ପତ୍ନୀ ମାନ୍ୟତା ଦତ୍ତ ବଲିଉଡ୍‌ର କ୍ୟୁଟ କପଲ୍ସ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କୌଣସି ନା କୌଣସି...

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହରୁଖ

ମୁମ୍ବାଇ: ଚଳିତ ନିର୍ବାଚନରେ ବାଜିମାତ କରିଛି ଭାଜପା। ପୂର୍ଣ୍ଣ ବହୁମତ ସହ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ନରେନ୍ଦ୍ର ମୋଦି। ନିର୍ବାଚନ...

Advertisement
Archives

Model This Week