ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି ସିମନବାଡ଼ି ପାଟଖଣ୍ଡଢା ମନ୍ଦିର ସମେତ ମହାମାୟୀ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ା ଅସ୍ଥାୟୀପୀଠରେ ହୋମଯଜ୍ଞ ସହ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି ା ମୁଖ୍ୟ ପୁରୋହିତ ସନ୍ତୋଷ କୁମାର ମିଶ୍ରଙ୍କ ପୌରୋହିତରେ ପୂଜାର୍ଚ୍ଚନା କରାଯାଉଥିବାବେଳେ କାର୍ଯ୍ୟକାରୀ ସଭାପତି ସାଧୁ ନାୟକ, ଦିଲୀପ କୁମାର ବେହେରା, ସରୋଜ କୁମାର ସାହୁ, ବିନୋଦ କୁମାର ସାହୁ, ବିକ୍ରମ ନାୟକ, ଚିତ୍ତରଞ୍ଜନ ସାହୁ, ଆଶୁତୋଷ ସାହୁ, ଏସ. ନାଗେଶ୍ୱର ରାଓ ସୁବୁଦ୍ଧି, ବାଲାଜି ପାତ୍ର, ଅଶୋକ ବେହେରା ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା...

ଦେଶରେ ଲୁଣା ଜଙ୍ଗଲ ବୃଦ୍ଧିରେ ଭିତରକନିକା ପ୍ରଥମ

ରାଜନଗର, ୧୪ା୧ (ଡି.ଏନ.ଏ.): ବିଶ୍ୱତାପନ ଜଳବାୟୁ ପରିବର୍ତ୍ତନ ସତ୍ତ୍ୱେ ପ୍ରକୃତିର ଅନବଦ୍ୟ ସୃଷ୍ଟି ଲୁଣା ଜଙ୍ଗଲ ଅବକ୍ଷୟର ଦ୍ୱାରଦେଶରେ ପହଞ୍ଚତ୍ଛି। ଭାରତ ସରକାରଙ୍କ ଅଧୀନରେ ଥିବା...

ରିମାଣ୍ଡରେ ଆସିବେ ମାନସ, ମନୋରଞ୍ଜନ

ଖୋର୍ଦ୍ଧା ଅଫିସ,୬ା୯: ବେଗୁନିଆ ଥାନା ଅଧୀନ କଡ଼ବ ଗ୍ରାମର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦଙ୍କୁ ଏକ ବନ୍ଦ କୋଠରିରେ ମାନବବାଦ ସଙ୍ଗଠନ କର୍ମକର୍ତ୍ତା...

ମହାନଦୀରୁ ମିଳିଲା ବିରଳ ପ୍ରଜାତିର ମାଛ, କଇଁଛ

ଗଣ୍ଡତୁରୁମ, ୧୫।୯ (ଡି.ଏନ.ଏ):ବରଗଡ ଜିଲା ଭେଡେନ ବ୍ଲକ ଅଞ୍ଚଳରେ ପ୍ରବାହିତ ମହାନଦୀରେ ବିରଳ ପ୍ରକାର ମାଛ ଓ କଇଁଛ ଦେଖିବାକୁ ମିଳିଛି । ରବିବାର ବ୍ରାହ୍ମଣତୁରୁମ...

ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର...

କୋରକୋରାର ବୋରିକ ମେଲଣ ସ୍ଥଗିତ

କଣ୍ଟାପଡା,୩।୪(ଡି.ଏନ.ଏ.):- କଟକସଦର ଥାନା ଅନ୍ତର୍ଗତ କୋରକୋରା ଗ୍ରାମରେ ଅନୁଷ୍ଠିତ ହେଉଥିବା ପାରମ୍ପରିକ ବୋରିକ ମେଲଣକୁ ମହାମାରୀ କୋରନା ଯୋଗୁ ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଚଳିତ...

ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି।...

ଆଳୁ, ନଡ଼ିଆ ଚାଷୀଙ୍କୁ ମିଳୁନି ସବ୍‌ସିଡି ରାଶି

ରୂପସା,୮।୬(ଡି.ଏନ.ଏ.) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି। ଚାଷୀଙ୍କ ଆର୍ଥତ୍କ ମାନଦଣ୍ଡ ବୃଦ୍ଧି ପାଇଁ ପର୍ଯ୍ୟାପ୍ତ...

Advertisement
Archives

Model This Week