Posted inଜାତୀୟ

ସିଦ୍ଧୁଙ୍କୁ ଇସି ନୋଟିସ

ନୂଆଦିଲ୍ଲୀ,୨୧ା୪: ସାମ୍ପ୍ରଦାୟିକ ମନ୍ତବ୍ୟ ଲାଗି କଂଗ୍ରେସ ନେତା ନବଜ୍ୟୋତ୍‌ ସିଂ ସିଦ୍ଧୁଙ୍କୁ ନିର୍ବାଚନ କମିଶନ (ଇସି) କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ସେ ମୁସଲମାନ ଭୋଟରଙ୍କୁ ଆହ୍ବାନ ଦେଇଥିଲେ। ସେ ଆଦର୍ଶ ଆଚରଣ ବିଧି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ପ୍ରମାଣ ମିଳିଯାଇଛି। ରାଜନୈତିକ ପ୍ରଚାର ପାଇଁ ଧର୍ମୀୟ ସହାୟତା ନ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ବିହାର କଟିହାର ଜିଲାର ଏକ ନିର୍ବାଚନୀ ସଭାରେ ସିଦ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଏତଲା ଦାଏର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଞ୍ଜା ସୂତା ନେଲା ବାଇକ ଆରୋହୀଙ୍କ ଜୀବନ, ଶେଷ କଲ କରି ଝିଅ ସହ କଥା ହେବା ପରେ…

ବେଙ୍ଗାଲୁରୁ,୧୪।୧: କର୍ନାଟକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ମାରାତ୍ମକ ଗୁଡ଼ି ସୂତା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ବିଦର ଜିଲାରେ ରାସ୍ତା ଉପରେ...

ମମତା ବାନାର୍ଜୀଙ୍କ ନାଁରେ ବଡ଼ ଅଭିଯୋଗ, I-PAC ମାମଲାରେ ଇଡି ହାଇକୋର୍ଟଙ୍କୁ କଣ କଣ କହିଲେ ଜାଣନ୍ତୁ

କୋଲକାତା,୧୪।୧:  I-PAC କାର୍ଯ୍ୟାଳୟରେ ଇଡି ଚଢାଉ ଉପରେ ଶୁଣାଣି କଲିକତା ହାଇକୋର୍ଟରେ ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି ଦେଇଥିଲେ...

ଛାତିଥରା…ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ୫ ଶହ କୁକୁରଙ୍କୁ ହତ୍ୟା, ଇଞ୍ଜେକ୍ସନ….

ନୂଆଦିଲ୍ଲୀ,୧୪।୧: ତେଲେଙ୍ଗାନାରେ କୁକୁର ହତ୍ୟା ଘଟଣା ବର୍ତ୍ତମାନ ଉଗ୍ରରୂପ ନେଇଛି । ତେଲେଙ୍ଗାନା ପୋଲିସ ବୁଲା କୁକୁରଙ୍କ ଗଣହତ୍ୟା ଘଟଣାର ତଦନ୍ତକୁ ଜୋରଦାର କରିଛି ।...

ଜର୍ମାନ ଚାନ୍ସେଲରଙ୍କ ପରିବର୍ତ୍ତେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ, ଭାଜପା କହିଲା ହାଇକମାଣ୍ଡଙ୍କୁ ଖୁସି କରିବା…

ବେଙ୍ଗାଲୁରୁ,୧୪।୧: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ସମାଲୋଚନାର ଶିକାର ହେଉଛନ୍ତି। ରାହୁଲ ଗାନ୍ଧୀ ଗୋଟିଏ...

କେନ୍ଦ୍ର ମନ୍ତ୍ରୀଙ୍କ ଘରେ ପୋଙ୍ଗଲ ପାଳିଲେ ମୋଦି, କହିଲେ ଏହା ଏବେ ବିଶ୍ୱ ମହୋତ୍ସବ

ନୂଆଦିଲ୍ଲୀ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଙ୍ଗଲ ପର୍ବ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଏଲ. ମୁରୁଗାନଙ୍କ ବାସଭବନକୁ ଯାଇ ସମସ୍ତ ରୀତିନୀତି...

Gig Workers: ଶେଷ ହୋଇଛି ୧୦ ମିନିଟର ଡେଲିଭରି ଦାବି, ଚାପ ଏବେବି ରହିଛି; ଗିଗ କର୍ମୀ ବଖାଣିଲେ…

ନୂଆଦିଲ୍ଲୀ,୧୪।୧: ଫାଷ୍ଟ-କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ଗ୍ରାହକମାନଙ୍କୁ ସେମାନଙ୍କର ୧୦-ମିନିଟ ଡେଲିଭରି ପ୍ରତିଶ୍ରୁତି ହଟାଇ ଦେବାର ଅଭିଯୋଗ କରାଯାଇଥିବା ଘୋଷଣା ଗିଗ କର୍ମଚାରୀଙ୍କ ଜୀବନ ଉପରେ ବହୁତ...

ବରିଷ୍ଠ ଭାଜପା ନେତାଙ୍କ ଘରେ ଲାଗିଲା ନିଆଁ: ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୪।୧:ବରିଷ୍ଠ ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କ ଦିଲ୍ଲୀସ୍ଥିତ ଘରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।...

ସେନା ମୁଖ୍ୟଙ୍କ ଚେତାବନୀ ପରେ ସୀମାରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ୪୮ ଘଣ୍ଟାରେ ଦ୍ୱିତୀୟ ଘଟଣା

ନୂଆଦିଲ୍ଲୀ,୧୩।୧: ଦୁଇଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସୀମାରେ ଦେଖା ଦେଇଛି ପାକିସ୍ତାନୀ ଡ୍ରୋନ୍। ମଙ୍ଗଳବାର ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri