Posted inଜାତୀୟ

ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତାମଙ୍ଗ

ଗ୍ୟାଙ୍ଗଟକ୍‌,୨୭।୫: ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ବା ପିଏସ୍‌ ଗୋଲେ ଭାବେ ପରିଚିତ ତାମଙ୍ଗ ସୋମବାର ସିକ୍କିମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦ ତାଙ୍କୁ ପାଲିଜୋର ଷ୍ଟାଡିୟମରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସିକ୍କିମ ବିଧାନସଭାର ମୋଓ ୩୨ଟି ଆସନରୁ ଏସ୍‌କେଏମ୍‌ ମୋଟ ୧୭ ଆସନ ପାଇଁ ବିଜୟ ଲାଭ କରିବା ପରେ ସରକାର ଗଢିବାକୁ ଶନିବାର ରାଜ୍ୟପାଳଙ୍କ ନିକଟରେ ଆବେଦନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ପ୍ରକଳ୍ପ ଲାଗି ଭାରତ-ବାଂଲାଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ, ୧୫ା୬: ଭାରତ-ବାଂଲାଦେଶ ସୀମାନ୍ତରେ ଉନ୍ନତି ଆଣିବା ପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଭାରତ-ବାଂଲାଦେଶ ସୀମା ସୁରକ୍ଷା ମୁଖ୍ୟ ବୁଧବାର ୫...

ଆସାମ ସ୍କୁଲରେ ବିସ୍ଫୋରଣ: ସୀମାରେ ପୁଣି ଉତ୍ତେଜନା

ଗୁଆହାଟି,୧୪ ।୮: ଆସାମର ଏକ ସ୍କୁଲରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଫଳରେ ଆସାମ-ମିଜୋରାମ ସୀମାରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଆମାସ-ମିଜୋରାମ ସୀମାରେ...

ବିଶ୍ୱ ଶ୍ରୀମତୀ ମୁକୁଟ ପିନ୍ଧିଲେ ସରଗମ କୌଶଲ

ଆମେରିକାରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ସରଗମ କୌଶଲ ଶ୍ରୀମତୀ ୱାଲର୍‌ଡ ୨୦୨୨-୨୩ ଟାଇଟଲ ଜିତିଛନ୍ତି । ୨୧ ବର୍ଷ ପରେ କୌଣସି ଭାରତୀୟ ଏହି...

ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପଛରେ, ଆଗରେ ଚାଲିଛନ୍ତି ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଶନିବାର ସକାଳୁ ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ରାଜ୍ୟର ୨୨୪ ବିଧାନସଭା ଆସନ ପାଇଁ ୨୬୧୫ ପ୍ରାର୍ଥୀ ନିର୍ବାଚନ ମଇଦାନରେ...

କୋର୍ଟଙ୍କ ସମୟ ନଷ୍ଟ କରିଥିବା ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ, ୨।୬:ଅଦାଲତଙ୍କ ସମୟ ନଷ୍ଟ କରିଥିବା ଜଣେ ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ଦକ୍ଷିଣ ମୁମ୍ବାଇ ନିବାସୀ...

ଶାଇସ୍ତାଙ୍କ ପରେ ମୁଖତାର ଅଂସାରିଙ୍କ ପତ୍ନୀ ପୋଲିସ ରାଡାରରେ

ଲକ୍ଷ୍ନୌ,୧୯।୪: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଫିଆ ଅତିକ ଅହମଦ, ତାଙ୍କ ଭାଇ ଅଶରଫ ଓ ପୁଅ ଅସଦଙ୍କ ଅନ୍ତ ହେବା ପରେ ଏବେ ଯୋଗୀ ସରକାର...

ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ହରିଶ ରାୱତ

ଡେରାଡୁନ,୨୮ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଶୁକ୍ରବାର ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି...

କାୟୋଜେନିକ ଇଞ୍ଜିନର ପରୀକ୍ଷା କଲା ସ୍କାଏରୁଟ …

ହାଇଦ୍ରାବାଦ,୫।୪ : ଘରୋଇ ସ୍ପେସ ଟେକ ଷ୍ଟାର୍ଟଅପ ସ୍କଇରୁଟ ଏରୋସ୍ପେସ ସଫଳତାର ସହିତ ଏହାର ସମ୍ପୂର୍ଣ୍ଣ ଥ୍ରୀଡି- ମୁଦ୍ରିତ କ୍ରାୟୋଜେନିକ ଇଞ୍ଜିନ ‘ଧୱନ-୨’ କୁ ୨୦୦...

Advertisement
Archives

Model This Week