Posted inଜାତୀୟ

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ବସ୍‌ ଜାଳି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବାରୁ ପ୍ରଦର୍ଶନକାରୀମାନେ ଗାଡି ଉପରକୁ ଆକ୍ରମଣ କରିଥିଲେ। ଫଳରେ ଅଗ୍ନିଶମ କର୍ମଚାରୀମାନେ ଆହତ ହୋଇଛନ୍ତି। ସିଏଏକୁ ବିରୋଧ କରି ଦିଲ୍ଲୀର ଓଖଲା, ଜାମିଆ ଏବଂ କାଳନ୍ଦୀ କୁଞ୍ଜ ଅଞ୍ଚଳରେ ପ୍ରଦର୍ଶନ ତୀବ୍ର ରୂପ ଧାରଣ କରିଛି। ରବିବାର ହିଂସାରେ କୌଣସି ଜାମିଆ ବିଶ୍ୱବିଦ୍ୟାଳୟରେ ଛାତୀଛାତ୍ର ଅଂଶଗ୍ରହଣ କରି ନ ଥିବା ଜାମିଆ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେହେରୁ-ରାଜୀବଙ୍କ ଭଳି ମୋଦି ଜଣେ ଆକର୍ଷଣୀୟ ନେତା: ରଜନୀକାନ୍ତ

ଚେନ୍ନାଇ,୨୮।୫: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ସେ ମୋଦିଙ୍କୁ ଜବାହରଲାଲ...

ସୋନିଆଙ୍କୁ ସାକ୍ଷାତ୍ କଲେ କମଲନାଥ

ନୂଆଦିଲ୍ଲୀ,୧୫ ।୭: ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସ୍ଥିତିକୁ ମଜଭୁତ କରିବାରେ ଲାଗି ପଡିଛନ୍ତି...

ଆୟୁର୍ବେଦ ଆମର ପରମ୍ପରା: ମୋଦି

ନୂଆଦିଲ୍ଲୀ,୧୩ ।୧୧: ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨ଟି ଆୟୁର୍ବେଦ ସଂସ୍ଥାନକୁ ସମର୍ପିତ କରିଛନ୍ତିି । ଗୁଜରାଟ ଜାମନଗରର ଆୟୁର୍ବେଦ ଅଧ୍ୟାପନ...

୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କଲେ ଗର୍ଭବତୀ ମହିଳା

ଥିରୁଭାନନ୍ତପୁରମ୍‌, ୮।୨: କେରଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଗର୍ଭବତୀ ମହିଳା ତାଙ୍କର ୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କରିଛନ୍ତି। ପାଲାକ୍କାଡ଼ା ଜିଲାରେ ରବିବାର...

ଭାଜପା ମୁଖ୍ୟାଳୟରେ ଦଳାଚକଟା ସ୍ଥିତି:ଠେଲାପେଲାରେ ବହୁ ଆହତ

ନୂଆଦିଲ୍ଲୀ,୨୪-୫(ପି.ଟି.):ନିର୍ବାଚନ ଫଳାଫଳ ଆସିବା ପରେ ରାଜଧାନୀ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଲୋକେ ରୁଣ୍ଡ ହେବାରୁ ସେଠାରେ ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି...

ବିହାରରେ ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଶିବସେନା କହିଲା ବାକି ରାଜ୍ୟ କ’ଣ ପାକିସ୍ତାନରେ

ମୁମ୍ବାଇ,୨୪ ।୧୦: ବିହାର ବିଧାନସଭା ନିର୍ବାଚନ ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟରଙ୍କୁ ଆକର୍ଷିତ କରିବାକୁ କହିଛି କରୋନା ଟିକା ଆସିଯିବା ପରେ ସମ୍ପୂର୍ଣ୍ଣ ରାଜ୍ୟରେ...

ଦିଦିଙ୍କ ରଣହୁଙ୍କାର

କୋଲକତା,୨୧।୭: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ଜୁଲାଇ ୨୧ ଅର୍ଥାତ୍‌ ଆଜି ଶହୀଦ ଦିବସ ପାଳନ କରୁଛନ୍ତି। ଟିଏମସି ଗଠନ...

ମୋଦି ଧ୍ୟାନରେ ବସିଥିବା ଗୁମ୍ଫାକୁ ଏବେ ଲୋକଙ୍କ ସୁଅ ଛୁଟୁଛି: ଅକ୍ଟୋବର ପର୍ଯ୍ୟନ୍ତ ବୁକିଂ ଶେଷ

ଡେରାଡୁନ୍‌,୧୩।୯: ୨୦୧୯ ଲୋକ ସଭା ନିର୍ବାଚନ ଶେଷ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଶେଷ ହେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ...

Advertisement


Archives

Model This Week

Why Dharitri