Posted inଜାତୀୟ

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି। ପ୍ରଦର୍ଶନକାରୀମାନେ ବସ୍‌ ଜାଳି ଦେଇଛନ୍ତି। ନିଆଁ ଲିଭାଇବା ପାଇଁ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବାରୁ ପ୍ରଦର୍ଶନକାରୀମାନେ ଗାଡି ଉପରକୁ ଆକ୍ରମଣ କରିଥିଲେ। ଫଳରେ ଅଗ୍ନିଶମ କର୍ମଚାରୀମାନେ ଆହତ ହୋଇଛନ୍ତି। ସିଏଏକୁ ବିରୋଧ କରି ଦିଲ୍ଲୀର ଓଖଲା, ଜାମିଆ ଏବଂ କାଳନ୍ଦୀ କୁଞ୍ଜ ଅଞ୍ଚଳରେ ପ୍ରଦର୍ଶନ ତୀବ୍ର ରୂପ ଧାରଣ କରିଛି। ରବିବାର ହିଂସାରେ କୌଣସି ଜାମିଆ ବିଶ୍ୱବିଦ୍ୟାଳୟରେ ଛାତୀଛାତ୍ର ଅଂଶଗ୍ରହଣ କରି ନ ଥିବା ଜାମିଆ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ କଣ୍ଠରେ ଶୁଭୁଥିବା କରୋନା ହ୍ୟାଲୋ ଟ୍ୟୁନକୁ ହଟାଇବାକୁ ଦାବି: ଦିଲ୍ଲୀ ହାଇକୋର୍ଟରେ ମାମଲା

ନୂଆଦିଲ୍ଲୀ,୭ ।୧: ମୋବାଇଲ ଫୋନରେ ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ କଣ୍ଠରେ କରୋନା ଭାଇରସ ସଚେତନତା ବାର୍ତ୍ତ ଥିବା ହ୍ୟାଲୋ ଟ୍ୟୁନକୁ ହଟାଇବା ପାଇଁ ଦାବି...

ଦକ୍ଷିଣ ପାର୍ଶ୍ୱ ମଠ, କୋଠା ଉଚ୍ଛେଦ ଅଭିଯାନ ଜାରି

ପୁରୀ ଅଫିସ୍‌, ୨୧।୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ...

ତୁଟୁନି ପଞ୍ଜାବ କଂଗ୍ରେସ କଳି, ଲଞ୍ଚ ପାଇଁ ସିଦ୍ଧୁଙ୍କୁ ନିମନ୍ତ୍ରଣ କଲେନି ମୁଖ୍ୟମନ୍ତ୍ରୀ!

ଚଣ୍ଡିଗଡ,୧୯ ।୭: ପଞ୍ଜାବ କଂଗ୍ରେସରେ ଅର୍ଥାତ୍ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବ ନିର୍ବାଚିତ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଥିବା କଳହ...

‘ଦିଦି ମୋର ଏକ ଅଭିଯୋଗ, ପ୍ରତିଶ୍ରୁତି ପାଳନ ନ କରି ଚାଲିଗଲ’

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କୁ ମନେପକାଇ ଏକ ଭାବୁକ...

ଯେଉଁ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଇଥିଲା, ସେ ଚା’ ପିଉଥିବା ନଜର ଆସିଥିଲେ !

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶର ଦେବରିୟାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ପରେ କୋଟଓ୍ବାଲି ପୋଲିସ ମୃତଦେହ...

ଗଣେଶ ପେଣ୍ଡାଲରେ ହନୁମାନଙ୍କ ମୃତ୍ୟୁ

ଲକ୍ଷ୍ନୌ,୫।୯: ଗଣେଶ ଚତୁର୍ଥୀ ଅବସରରେ ଉତ୍ତରପ୍ରଦେଶର ମୈନପୁରରେ ଶନିବାର ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଉଥିଲା। ଭଜନ ଦଳ ସହ ରବି ଶର୍ମା (୩୫) ନାମକ ବ୍ୟକ୍ତି...

ଏଲ୍‌ଆଇସିରେ ନିବେଶ ସୁଯୋଗ ପାଇ ନ ପାରେ ଚାଇନା

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଶୀଘ୍ର ଇନିସିଆଲ ପବ୍ଲିକ ଅଫରିଂ ଜାରି କରିବାକୁ ଯାଉଛି। ଏଥିରେ ଚାଇନା ନିବେଶକଙ୍କୁ ଶେୟାର କ୍ରୟ ସୁଯୋଗ...

ମନୋଜ ମୁକୁନ୍ଦ ହେବେ ସେନାମୁଖ୍ୟ

ନୂଆଦିଲ୍ଲୀ,୧୭ା୧୨-ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭନେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ସେ ଏବେ ସୈନ୍ୟବାହିନୀରେ ଉପମୁଖ୍ୟ ଅଛନ୍ତି। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ...

Advertisement
Archives

Model This Week