ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ କନ୍ନଡ ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟକୁ ଫେରିବେ ବୋଲି ଜଣାପଡିଛି। ସୁନିଲ ଓ ସାଉଥ୍‌ ସୁପରଷ୍ଟାର ସୁଦିପଙ୍କ ଅଭିନୀତ ଫିଲ୍ମ ‘ପହଲଓ୍ବାନ’ର ଟିଜରକୁ ଦେଖି ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ସେପ୍ଟେମ୍ବର ୧୨ରେ ଏହା ପରଦାକୁ ଆସିବ ବୋଲି ସୂଚନା ମିଳିଛି। ଏହି ଆକ୍ସନ ଡ୍ରାମା ଓ କମେଡି ଫିଲ୍ମ ଭାରତରେ ପାଖାପାଖି ୨୫ଶହ ସ୍କ୍ରିନରେ ଏକାସହ ରିଲିଜ୍‌ ହେବାର ଯୋଜନା ରହିଛି। ଯଦି ଏପରି ହୁଏ ତେବେ ପ୍ରଥମ କନ୍ନଡ ଫିଲ୍ମ ଭାବେ ଏକାସଙ୍ଗେ ଏତେ ଗୁଡିଏ ସ୍କ୍ରିନରେ ରିଲିଜ ହେବାରେ ଏହା ରେକର୍ଡ କରିବ। ଏହାକୁ ହିନ୍ଦୀ, କନ୍ନଡ, ମାଲୟାଲମ, ତାମିଲ ଓ ତେଲଗୁ ଏହିପରି ୫ଟି ଭାଷାରେ ରିଲିଜ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷୀ ବାନ୍ଧିଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ ଶ୍ରୀଦେବୀ, ଲଭ୍‌ଷ୍ଟୋରି ଥିଲା କିଛି ଏମିତି…

ମୁମ୍ବାଇ:ବଲିଉଡର ଭେଟେରାନ ଲେଡି ସୁପରଷ୍ଟାର ଭାବେ ଜଣାଶୁଣା ଶ୍ରୀଦେବୀଙ୍କ ପ୍ରେମ କାହାଣୀ କୌଣସି ଏକ ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ। ଜୁନ୍‌ ୨ ୧୯୯୬ରେ,...

ହରନାଜଙ୍କୁ ଗ୍ରାଣ୍ଡ ୱେଲକମ୍‌

ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ...

ପୂର୍ବରୁ ବିଗ୍‌ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ

ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି...

ଡରୁଛନ୍ତି ଦୀପିକା

ଦୀପିକାଙ୍କ ମନରେ ଏବେ ଭୟ ଘାରିଛି। ଗୋଟିଏ କଥା ପ୍ରକାଶ କରିବାକୁ ସେ ଡରୁଛନ୍ତି। କଥା କ’ଣ କି ନିକଟରେ ସେ ଏକ ନୂଆ ସିନେମାରେ...

୧୨ ବର୍ଷ ସାନ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବିବାହିତା ଅଭିନେତ୍ରୀ: ଏମିତି ଆରମ୍ଭ ହୋଇ ଥିଲା ଲଭ୍‌ ଷ୍ଟୋରି

ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଦୁହେଁ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ...

ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା....

ପ୍ରେମରେ ସଫଳ ନୁହନ୍ତି କ୍ୟାଟ୍ରିନା !

ମୁମ୍ବାଇ: ବଲିଉଡ୍‌ ବିୟୁଟି କୁଇନ୍‌ କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌ କି ଧଡକନ୍‌। କୁହାଯାଏ ତାଙ୍କ ପାଇଁ ପାଗଳ ଅନେକ ଯୁବକ। ତାଙ୍କର ଅଭିନୟ ସାଙ୍ଗକୁ...

ବିବାହ ପରେ ବଦଳିବ ସମ୍ପର୍କ: କରିନାଙ୍କ ଭାଉଜ ତ ତୈମୁରର ହେବେ ମାଇଁ

ବମ୍ବେ: ବିବାହ ପରେ ଯୋଡ଼ି ହୁଏ ଅନେକ ନୂଆ ସମ୍ପର୍କ। ସେଭଳି କିଛି ଘଟିବାକୁ ଯାଉଛି କପୁର ପରିବାରର ବୋହୂ ହେବାକୁ ଯାଉଥିବା ଆଲିଆ ଭଟ୍ଟଙ୍କ...

Advertisement
Archives

Model This Week