ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ କନ୍ନଡ ଫିଲ୍ମ ଜରିଆରେ ଦର୍ଶକଙ୍କ ନିକଟକୁ ଫେରିବେ ବୋଲି ଜଣାପଡିଛି। ସୁନିଲ ଓ ସାଉଥ୍‌ ସୁପରଷ୍ଟାର ସୁଦିପଙ୍କ ଅଭିନୀତ ଫିଲ୍ମ ‘ପହଲଓ୍ବାନ’ର ଟିଜରକୁ ଦେଖି ଦର୍ଶକେ ବେଶ୍‌ ଉତ୍ସାହିତ ଅଛନ୍ତି। ସେପ୍ଟେମ୍ବର ୧୨ରେ ଏହା ପରଦାକୁ ଆସିବ ବୋଲି ସୂଚନା ମିଳିଛି। ଏହି ଆକ୍ସନ ଡ୍ରାମା ଓ କମେଡି ଫିଲ୍ମ ଭାରତରେ ପାଖାପାଖି ୨୫ଶହ ସ୍କ୍ରିନରେ ଏକାସହ ରିଲିଜ୍‌ ହେବାର ଯୋଜନା ରହିଛି। ଯଦି ଏପରି ହୁଏ ତେବେ ପ୍ରଥମ କନ୍ନଡ ଫିଲ୍ମ ଭାବେ ଏକାସଙ୍ଗେ ଏତେ ଗୁଡିଏ ସ୍କ୍ରିନରେ ରିଲିଜ ହେବାରେ ଏହା ରେକର୍ଡ କରିବ। ଏହାକୁ ହିନ୍ଦୀ, କନ୍ନଡ, ମାଲୟାଲମ, ତାମିଲ ଓ ତେଲଗୁ ଏହିପରି ୫ଟି ଭାଷାରେ ରିଲିଜ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ ଘରୁ ବାହାରି ପୋଲିସଙ୍କଠାରୁ ମାଡ଼ ଖାଇଲେ ସୁନୀଲ ଗ୍ରୋଭର

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ କର୍ଫ୍ୟୁ...

ପ୍ରଭାସଙ୍କ ସହ କାମ କରିବାକୁ ଚାହାନ୍ତି କିଚ୍ଚା ସୁଦିପ, ରଖିଛନ୍ତି ଏହି ସର୍ତ୍ତ!

ଚେନ୍ନାଇ: କନ୍ନଡ ଷ୍ଟାର କିଚ୍ଚା ସୁଦିପଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବିକ୍ରାନ୍ତ ରୋନା’ ଇତିମଧ୍ୟରେ ରିଲିଜ ହୋଇ ସାରିଛି । ଏହି ଫାଣ୍ଟାସି ଆକ୍ସନ-ଆଡଭେନଚର ଡ୍ରାମା...

ଦୀପିକାଙ୍କ ସହ ନିଜକୁ ତୁଳନା କଲେ ମଲ୍ଲିକା: କହିଲେ ମୁଁ ଚରିତ୍ରହୀନା ଆଉ ସେ…

ବମ୍ବେ: ‘ଜିନା ସିର୍ଫ ମେରେ ଲିଏ’ ଏବଂ ‘ମର୍ଡର’ ଭଳି ଫିଲ୍ମରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ। ହେଲେ ‘ମର୍ଡର’ରେ...

ଚାରି ଶହରେ ଜଣେ

ସତରେ ୟାକୁ ହିଁ କହନ୍ତି ଭାଗ୍ୟଦେବୀ ପ୍ରସନ୍ନ ହେବା। ପ୍ରଥମ ସିନେମାରେ ଅଡିସନ ଦେବା ବେଳେ ସେ କେବେ ବିଶ୍ୱାସ କରି ନ ଥିଲେ ଯେ...

‘କଫି ୱିଥ କରନ’କୁ ଆସିବାକୁ ମନାକଲେ ଦୀପିକା !

କରନ ଜୋହରଙ୍କ ଚାଟ ଶୋ’ ‘କଫି ୱିଥ କରନ’ ପ୍ରାୟତହଃ ଚର୍ଚ୍ଚାରେ ରହି ଆସିଛି। ପ୍ରତ୍ୟେକ ଥର ପରି ସପ୍ତମ ସିଜିନରେ ମଧ୍ୟ ଅନେକ ତାରକା...

ଏକଦା ସଲ୍‌ମାନଙ୍କୁ ସେକ୍ସିଏଷ୍ଟ ବ୍ୟକ୍ତି ବୋଲି କହିଥିଲେ ଏହି ଅଭିନେତ୍ରୀ : ଏବେ ମୁହଁ ଚାହିଁବାକୁ ବି ପସନ୍ଦ ନାହିଁ

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିଷେକଙ୍କ ସ୍ତ୍ରୀ, ତାଙ୍କର ଏକ ଝିଅ ଅଛି। ତେବେ ଏପରି ଏକ ସମୟ ଥିଲା ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ନାମ...

ରିଲିଜ୍‌ ପୂର୍ବରୁ ଟିକେଟ୍‌ର ମୂଲ୍ୟ ହ୍ରାସ କଲେ ସରକାର

ସାଉଥ୍‌ ଅଭିନେତା ବରୁଣ ତେଜଙ୍କ ଅଭିନୀତ ଫିଲ୍ମ ‘ଘାନି’ ଏପ୍ରିଲ ୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ ରିଲିଜ୍‌ ହେବା ପୂର୍ବରୁ ତେଲେଙ୍ଗାନା ସରକାର...

ନାୟକର ନଁ। ଦେବଦାସ

ବିଗ୍‌ ବଜେଟ ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନଁ। ଦେବଦାସ’ ଚଳିତ ମାସ ୯ ତାରିଖରେ ପରଦା ଉପରକୁ ଆସୁଛି। ଚିତ୍ରଟିର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି...

Advertisement
Archives

Model This Week