ସାଇନସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ସାଇନସ୍‌ରୁ ମୁକ୍ତି ପାଇବା ପାଇଁ ଆୟୁବେର୍ଦରେ ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ। ଏହି ରୋଗରେ ତୁଳସୀ ପତ୍ର ସକାଳେ ବାଟି ଏହାର ରସ ପିଇଲେ ସୁଫଳ ମିଳିଥାଏ । ଏହି କ୍ଷେତ୍ରରେ ଧଳା ତୁଳସୀ ତୁଳନାରେ କଳା ତୁଳସୀ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଲେମ୍ବୁ ରସ ଓ ଗୋଲମରିଚ ସହିତ ତୁଳସୀ ପତ୍ରକୁ ବାଟି ପିଇଲେ ମଧ୍ୟ ସାଇନସ୍‌ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ । ଏହା ସହିତ ପିପ୍ପଳୀ, ଅଦାରସ ଏବଂ ମହୁ ମିଶାଇ ପିଇଲେ ସାଇନସ୍‌ ଶୀଘ୍ର ଭଲ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ହିଣ୍ଡେନ୍‌ବର୍ଗ ଅଭିଯୋଗ ଭାରତ ଉପରେ ଆକ୍ରମଣ’

ନୂଆଦିଲ୍ଲୀ,୩୦ା୧: ସବୁଠୁ ଧନୀ ଭାରତୀୟ ଗୌତମ ଆଦାନୀଙ୍କ ଗ୍ରୁପ୍‌ ରବିବାର ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଆଦାନୀ...

କଂଗ୍ରେସର ମୁଣ୍ଡବିନ୍ଧା ବଢାଇଲେ ସିଦ୍ଧୁ: କହିଲେ, ବିନା ବରରେ କି ବରଯାତ୍ରୀ

ଚଣ୍ଡିଗଡ଼,୨୯।୧୨: ପଞ୍ଜାବରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପୁଣି ଥରେ କଂଗ୍ରେସର ଚିନ୍ତା ବଢାଇଛନ୍ତି। ସିଦ୍ଧୁ ନିଜ ଦଳ ଉପରେ ବର୍ଷି...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା …

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବାର ଉପାୟ ହାତ ପାଆନ୍ତାରେ ରହିଛି। ନିୟମିତ ଜହ୍ନି...

ରାଜସ୍ଥାନରେ କଂଗ୍ରେସ-ଭାଜପା ଛକାପଞ୍ଝା

ଜୟପୁର,୨୬ା୭(ପି.ଟି.): ରାଜସ୍ଥାନରେ ଅଶୋକ ଗେହଲଟ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

ପୁଲ୍‌ଓ୍ବାମା ବିସ୍ଫୋରଣରେ ଖୁସିି ମନାଇଥିବା ଇଞ୍ଜିନିୟରିଂ ଛାତ୍ରଙ୍କୁ ୫ ବର୍ଷ ଜେଲ

ବେଙ୍ଗାଲୁରୁ,୨ା୧୧: ୨୦୧୯ ପୁଲ୍‌ଓ୍ବାମା ଆତ୍ମଘାତୀ ବିସ୍ଫୋରଣ ଘଟଣାକୁ ନେଇ ଫେସ୍‌ବୁକ୍‌ ଜରିଆରେ ଖୁସି ମନାଇଥିବା ବେଙ୍ଗାଲୁରୁର ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଏକ ସ୍ବତନ୍ତ୍ର ଅଦାଲତ...

ପଞ୍ଚମ ଥରରେ ୧୨ ଜଣିଆ ପ୍ରାର୍ଥି ତାଲିକା ଘୋଷଣା କଲା ଏଏପି, ଏବେ ପର୍ଯ୍ୟନ୍ତ ୫୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ,୧୬ ।୧୦: ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ସତ । ହେଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ବିଗୁଲ ବାଜି...

ରାଷ୍ଟ୍ରପତି ନିର୍ବାଚନ, ବିମାନରେ ଯାଉଛି ମିଷ୍ଟର ବାଲଟ ବକ୍ସ…

ନୂଆଦିଲ୍ଲୀ,୧୩।୭ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲଟ ବକ୍ସଗୁଡ଼ିକ ବିମାନ ଦ୍ୱାରା ବିଭିନ୍ନ ରାଜ୍ୟକୁ ଯାତ୍ରୀ ଭାବରେ ପଠାଯାଉଛି। ବିମାନରେ ଏଥି ପାଇଁ ମିଷ୍ଟର ବାଲଟ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାଇକୋର୍ଟ ବିଚାରପତି: ପରିବାରବାଦ, ଜାତିବାଦକୁ ନେଇ ଜଜ୍‌ଙ୍କୁ ଦିଆଯାଉଛି ନିଯୁକ୍ତି

ଲକ୍ଷ୍ନୌ, ୩।୭: ଜଜ୍‌ଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ପାଣ୍ଡେ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

Advertisement
Archives

Model This Week