ସଲମାନ ଖାନ୍‌ଙ୍କ ବିନା ମୁଁ ଅଧୁରା: କ୍ୟାଟ୍ରିନା

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କ ଜଣା। ଉଭୟଙ୍କ ସମ୍ପର୍କ ଏତେ ଦୃଢ ଯେ, ବ୍ରେକ ଅପ ପରେ ବି ଦୁହିଁଙ୍କ ବନ୍ଧୁତା ବେଶ୍‌ ମଜଭୁତ ଅଛି। ଆଜି ମଧ୍ୟ ଦୁହେଁ ଏକାଠି ଫିଲ୍ମରେ କାମ କରନ୍ତି। ନିକଟରେ ଏକ ଶୋ’ରେ ଭାଗ ନେଇ କ୍ୟାଟ୍ରିନା କହିଛନ୍ତି, ସଲମାନ ଖାନ୍‌ଙ୍କ ବିନା ମୁଁ ଅଧୁରା। ତାଙ୍କ ସହ ସବୁ ଫିଲ୍ମରେ ଅଭିନୟ କରିବାକୁ ମୁଁ ପ୍ରସ୍ତୁତ। ସଲ୍ଲୁ ମଧ୍ୟ କ୍ୟାଟ୍‌ଙ୍କ ସହ ଫିଲ୍ମ କରିବାକୁ ଚାହିଁ ବସିଛନ୍ତି। ଏକ ଷ୍ଟେଜ୍‌ ଶୋ’ରେ କମେଡିଆନ କପିଲ ଶର୍ମା ସଲମାନଙ୍କୁ ପଚାରିଥିଲେ ଅଗାମାୀ ଫିଲ୍ମ ତୁମେ କେଉଁ ଅଭିନେତ୍ରୀଙ୍କ ସହ କରିବାକୁ ଚାହୁଁଛ। ଏହାର ଉତ୍ତରରେ ସଲ୍ଲୁ କ୍ୟାଟ୍ରିନାଙ୍କ ନାଁ ନେଇଥିଲେ। କେବଳ ଏତିକି ନୁହେଁ ବେଳେବେଳେ କ୍ୟାଟ୍ରିନାଙ୍କ ଫଟୋକୁ ସେ ଜୁମ୍‌ କରି ଦେଖିଥାନ୍ତି ବୋଲି କହିଥିଲେ। ଏଥିରୁ ଭଭୟଙ୍କ ମଧ୍ୟରେ ଥିବା ବନ୍ଧୁତା ସ୍ପଷ୍ଟ ବାରିହୋଇପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟଣା-ବଲିଉଡ ଅଭିନେତାଙ୍କ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇପଡ଼ିଛି। ଏଥିସହ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି।...

ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ...

ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ...

୧୧ ସନ୍ତାନର ମା’ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ନିଜ ହୃଦୟ କଥା...

ପୁଣି ଏକ ତାମିଲ୍‌ ରିମେକ୍‌ରେ ଶାହିଦ: ‘ଜର୍ସି’ରେ ହେବେ କ୍ରିକେଟର୍‌

ମୁମ୍ବାଇ: ଚଳଚ୍ଚିତ୍ର ‘କବିର ସିଂ’ର ସଫଳତା ପରେ ଏବେ ପୁଣି ଏକ ତାମିଲ ରିମେକ୍‌ ‘ଜର୍ସି’ରେ କାମ କରିବାକୁ ଯାଉଛନ୍ତି ଶାହିଦ୍‌ କପୁର। ଏଥିରେ ସେ...

ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା

ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ...

ନିଲାମ ହେବାକୁ ଯାଉଛି ବିଦ୍ୟାଙ୍କ ଶାଢ଼ି: ଜାଣନ୍ତୁ କିପରି କରିବେ ଆବେଦନ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ମିଳିଥିବା ସୂଚନା ଅନୁସାରେ ତାଙ୍କର ସମ୍ବଲପୁରୀ ବାନ୍ଧ...

କପିଲ ଶର୍ମା କେତେ ଦିଅନ୍ତି ଇନ୍‌କମ୍‌ ଟ୍ୟାକ୍ସ ଶୁଣିଲେ ଉଡ଼ିଯିବ ହୋସ୍‌

ଛୋଟ ପରଦାର ଲୋକପ୍ରିୟ କମେଡି କଳାକାର କପିଲ ଶର୍ମା। କମେଡି କଳାକାର ସାଙ୍ଗକୁ ସେ ଜଣେ ଭଲ ଅଭିନେତା, ଆଙ୍କର, ହୋଷ୍ଟ ଏବଂ ଗାୟକ ମଧ୍ୟ।...

Advertisement
Seven Jackpot


Archives

Model This Week