Posted inଜାତୀୟ

ସରୟୁ ନଦୀରେ ଓଲଟିଲା ଡଙ୍ଗା: ୧୭ ନିଖୋଜ, ୪ ମୃତ

ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ବହରାଇଚଠାରେ ସରୟୁ ନଦୀରେ ରବିବାର ଏକ ଡଙ୍ଗା ବୁଡିି ଯିବା ଫଳରେ ୧୭ ଜଣ ନିଖୋଜ ଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଚାଷ କାମ ପାଇଁ ଗୋଟିଏ ଡଙ୍ଗାରେ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଡଙ୍ଗାରେ ଯାତ୍ରା କରୁଥିବା ବେଳେ ମଝି ନଈରେ ଡଙ୍ଗାଟି ଓଲଟି ପଡିଥିଲା। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଉପରେ କଟକଣା ଲଗାଇଲେ ନୀତିଶ

ପାଟନା,୨୩।୫: ଜେଡିୟୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ନୀତିଶ ସରକାର। ତିନି ଦିନ ଯାଏ ପାଟନା ବାହାରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ...

ସିଦ୍ଧୁ କେବେ ରାଜନୀତି ଛାଡିବେ ବୋଲି ଲେଖି ଲଗାଗଲା ପୋଷ୍ଟର

ଲୁଧିଆନା,୨୨।୬: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏବେ ଅଡୁଆରେ ପଡିଯାଇଛନ୍ତି। ଲୋକ ସଭା ନିର୍ବାଚନ ସମୟରେ ସେ...

ଦିଲ୍ଲୀ ହିଂସା: ଭୟରେ ଘର ଛାଡୁଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀରେ ଦେଖାଦେଇଥିବା ହିଂସା ଯୋଗୁ ଭୟରେ ଲୋକ ଘର ଛାଡୁଛନ୍ତି। ବ୍ୟାପକ ସୁରକ୍ଷାକର୍ମୀ ତଥା ପୋଲିସ ମୁତୟନ ପରେ ମଧ୍ୟ ହିଂସା ଥମୁ ନ...

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ...

ସ୍ତ୍ରୀଙ୍କ ପାଇଁ ତାଜମହଲ ଭଳି ଘର

ଭୋପାଳ,୨୨।୧୧: ମଧ୍ୟପ୍ରଦେଶର ବୁର୍ହାନପୁରର ଜଣେ ବସିନ୍ଦା ଆନନ୍ଦ ପ୍ରକାଶ ଚୋକସି ତାଙ୍କ ସ୍ତ୍ରୀ ମଞ୍ଜୁଶା ଚୋକସିଙ୍କୁ ଉପହାର ଆକାରରେ ଦେଇଛନ୍ତି ତାଜମହଲ ଭଳି ଘର। ୪...

କୁମାରସ୍ବାମୀଙ୍କ ଇସ୍ତଫା ଦାବି କଲା ଭାଜପା

ବେଙ୍ଗାଲୁରୁ,୯।୭: କର୍ନାଟକରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେବା ପରେ ଏବେ ସଙ୍କଟରେ କର୍ନାଟକର ମେଣ୍ଟ ସରକାର। ତେବେ ସଂଖ୍ୟା ଗରିଷ୍ଠତାକୁ ନେଇ ଭାଜପା ପୂର୍ବରୁ ମେଣ୍ଟ...

ଦୈନିକ ସଂକ୍ରମଣ ପୁଣି ବଢ଼ିଲା, ମୃତ୍ୟୁ ସଂଖ୍ୟା ୨୦ ତଳେ…

ନୂଆଦିଲ୍ଲୀ, ୨୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

“ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”: ଦିଲ୍ଲୀ ହାଇକୋର୍ଟ…

ନୂଆଦିଲ୍ଲୀ,୧୪।୧୦: ଜଣେ ମହିଳାଙ୍କୁ ପିଛା କରିବା ଏବଂ ତାଙ୍କ ମୁହଁରେ ଏସିଡ ଫିଙ୍ଗିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦାଖଳ କରାଯାଇଥିବା ଏକ ଆବେଦନର ବିଚାର...

Advertisement
Archives

Model This Week