Posted inଜାତୀୟ

ସରିଲା ଝାଡ଼ଖଣ୍ଡ ବିଧାନସଭାର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ: ଏବେ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ

ରାଞ୍ଚି,୨୦।୧୨: ଝାଡ଼ଖଣ୍ଡ ବିଧାନସଭାର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଶୁକ୍ରବାର ଶେଷ ହୋଇଛି। ଏହି ମତଦାନ ପ୍ରକ୍ରିୟାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୯୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିଲା। ସମସ୍ତ ଆସନର ଫଳାଫଳ ଆସନ୍ତା ୨୩ ତାରିଖରେ ଆସିବ। ହେଲେ ତା’ପୂର୍ବରୁ ଏବେ ସମସ୍ତଙ୍କ ନଜର ଏକ୍‌ଜିଟ୍‌ ପୋଲ୍‌ ଉପରେ। ଯାହା ଖୁବ୍‌ଶୀଘ୍ର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଦେଖିବାକୁ ମିଳିବ। ଏଥିରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ ବା କେଉଁ ଦଳ ହାତକୁ ଯିବ ଶାସନ କ୍ଷମତା ତାକୁ ନେଇ ହେବ ଆଲୋଚନା ପର୍ଯ୍ୟାଲୋଚନା। ଅନେକ ସମୟରେ ଏହି ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଭୁଲ୍‌ ପ୍ରମାଣିତ ହୋଇଥିଲେ ମଧ୍ୟ ଏହାକୁ ଦେଖିବାକୁ ଏବେବି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଯାଉଛି। କାରଣ ଅନେକ ଥର ଏକ୍‌ଜିଟ୍‌ ପୋଲ୍‌ର ଆକଳନ ଅନୁଯାୟୀ ସରକାର ବି ଗଠନ ହୋଇଛି। ଏକ୍‌ଜିଟ୍‌ ପୋଲ୍‌ ଯାହାବି କହୁ ଚୁଡାନ୍ତ ଫଳଫଳ କିନ୍ତୁ ୨୩ ତାରିଖରେ ଜଣାପଡିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ଭାରତ-ସିଙ୍ଗାପୁର ମଧ୍ୟରେ ଡିଜିଟାଲ୍‌ ପେମେଣ୍ଟ ହେବ ସହଜ

ନୂଆଦିଲ୍ଲୀ,୨୧।୨: ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହସିନ ଲୋଙ୍ଗ ମଙ୍ଗଳବାର ଏକ ବଡ଼ ଚୁକ୍ତି ସ୍ବାକ୍ଷର କରିଛନ୍ତି।...

ଟ୍ରେନ ଚାଳକଙ୍କୁ କଚୋରି ପ୍ରେମ ପଡ଼ିଲା ମହଙ୍ଗା

ଜୟପୁର,୨୩।୨: ଜଣେ ଲୋକୋ ପାଇଲଟ୍‌ ଟ୍ରେନ ସହ ଏକ ରେଲଓ୍ବେ କ୍ରସିଂରେ ବାଧକ ସାଜନ୍ତି। ଉଭୟ ପାର୍ଶ୍ୱରେ ଅପେକ୍ଷା କରିଥାନ୍ତି ଶତାଧିକ ଯାତ୍ରୀ। ଜଣେ ବ୍ୟକ୍ତି...

ଇଣ୍ଟରନେଟ୍‌ ସ୍ପିଡ୍‌ରେ ଭାରତ ପଛୁଆ…

ନୂଆଦିଲ୍ଲୀ,୨୪।୧୦: ଭାରତ ବନାମ ପାକିସ୍ତାନ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁକ୍ଷେତ୍ରରେ ପ୍ରତିଯୋଗୀତା ଦେଖିବାକୁ ମିଳିଥାଏ। ଯଦି ଇଣ୍ଟରନେଟ ସ୍ପିଡ ବିଷୟରେ କୁହାଯାଏ, ତେବେ ଭାରତ...

ମନ୍ଦିରରେ ମୁସଲମାନ ମନ୍ତ୍ରୀଙ୍କ ସହ ନୀତୀଶ

ପାଟନା,୨୪।୮: ଗୟାର ବିଶ୍ୱ ପ୍ରସିଦ୍ଧ ବିଷ୍ଣୁପଦ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ବାରଣ ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ କ୍ୟାବିନେଟରେ ଜଣେ ମୁସଲମାନ...

କରୋନା ଭୟ: ୪ ଟଙ୍କାରେ ବିକ୍ରି ହେଲା ଚିକେନ୍‌

ହରିୟାଣା,୧୬।୩: କରୋନା ଭାଇରସ ଏବେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଲାଣି। ବିଶେଷ ଭାବେ ପୋଲଟ୍ରି ଫାର୍ମ ଉପରେ...

ଅକ୍ଟୋବରରେ ଚାଇନା ସୀମାରେ ଭାରତୀୟ ସେନା ଓ ବାୟୁସେନାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ,୧୧।୯: ଚାଇନା ସୀମାରେ ଭାରତ ଅକ୍ଟୋବରରେ ଶକ୍ତି ପ୍ରଦର୍ଶନ କରିବ। ଅରୁଣାଚଳପ୍ରଦେଶରେ ହେବାକୁଥିବା ଏହି ମିଳିତ ସମରାଭ୍ୟାସରେ ଭାରତୀୟ ସେନା ସହିତ ବାୟୁସେନା ସାମିଲ୍‌ ହେବ।...

ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩।୧୨: ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି।...

କାହାକୁ ଜିତାଇବ ପଚାରିଲେ ସ୍ବପ୍ନା ଚୌଧୁରୀ: ଲୋକେ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସେଲିବ୍ରିଟିଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଯାଇଛି। ଏହି ମର୍ମରେ ଭାଜପା ପାଇଁ...

Advertisement
Archives

Model This Week