Posted inଜାତୀୟ

ସରକାରଠାରୁ ଦୂରେଇ ରହିବେ ୟେଦୁରପ୍ପାଙ୍କ ପରିବାର

ବେଙ୍ଗାଲୁରୁ,୨୮।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବିଏସ୍‌ ୟେଦୁରପ୍ପା କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନାନା ପ୍ରଶ୍ନ ଉଙ୍କି ମାରିଛୁ। ଏବେ ପ୍ରଶ୍ନ ଉଠିଛି କି ୟେଦୁରପ୍ପା ସରକାରରେ ତାଙ୍କ ପରିବାର ସାମିଲ ହେବେ ନା ନାହିଁ। ହେଲେ ତାଙ୍କ ପୁଅ ବଡ ପୁଅ ଉମାଦେବୀ ପିତାଙ୍କ ରାଜନୀତି ଉପରେ ଆଦୌ ମୁଣ୍ଡ ଖେଳାଇବେ ନାହିଁ ବୋଲି କହିଛନ୍ତି। ତାଙ୍କର ଅନ୍ୟ ଏକ ପୁଅ ବିଜେନ୍ଦ୍ର ଯଦିଓ କର୍ନାଟକ ମେଣ୍ଟ ସରକାର ଭାଙ୍ଗିବାରେ ଭାଜପାକୁ ସାହାଯ୍ୟ କରିଥିଲେ ଏଥର କିନ୍ତୁ ଭାଜପାର ବରିଷ୍ଠ ନେତାଙ୍କ ପରାମର୍ଶ କ୍ରମେ ସେ କର୍ନାଟକ ସରକାରରେ ହସ୍ତକ୍ଷେପ କରିବେ ନାହଁି ବୋଲି କହିଛନ୍ତି। କାରଣ ଯଦି ସେ ଏଥିରେ ହସ୍ତକ୍ଷେପ କରନ୍ତି ତେବେ ଏହା ଉଭୟ ପିତା ୟେଦୁରପ୍ପା ଓ ଦଳ ପାଇଁ କ୍ଷତିକାରକ ହେବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି। ସେହିପରି ୟେଦୁରପ୍ପାଙ୍କ ଝିଅମାନେ ମଧ୍ୟ ଏହି ରାଜନୀତିରେ ମୁଣ୍ଡ ଖେଳାଇବେ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, କର୍ନାଟକରେ ମେଣ୍ଟ ସରକାର ଭାଙ୍ଗିବା ପରେ ଗତ ଶୁକ୍ରବାର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୨୯ ତାରିଖରେ ସେ ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା ଅସ୍ତ୍ରବିରତି ଉଲ୍ଲଂଘନ: ପାଲଟା ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନ୍ୟ ମୃତ

ଶ୍ରୀନଗର,୧୬।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜାନ ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଜାଣିଶୁଣି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ନୌସେରା...

ପଞ୍ଜାବ ବିଧାନସଭା ନିର୍ବାଚନ: ଚମକୌର ସାହିବରୁ ଚନ୍ନୀ, ଅମୃତସର ପୂର୍ବରୁ ସିଦ୍ଧୁ ଲଢିବେ ନିର୍ବାଚନ

ଚଣ୍ଡିଗଡ଼,୧୫ ।୧: ବାଜିଲା ପଞ୍ଜାବ ବିଧାନସଭା ନିର୍ବାଚନ ବିଗୁଲ । ଶାସକ କଂଗ୍ରେସ ଦଳ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି...

କରୋନା ଟିକା ନେଇ ୬୯ ପ୍ରତିଶତ ଭାରତୀୟଙ୍କ ମନରେ ସନ୍ଦେହ: ସର୍ଭେ

ନୂଆଦିଲ୍ଲୀ,୬।୧: ଦେଶରେ କରୋନା ଟିକା ସାର୍ବଜନୀକ ଭାବେ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌ ଟିକାଦାନ ପାଇଁ...

ସଲମାନ୍‌ଙ୍କ ବିରୋଧରେ ମାମଲା

ମୁମ୍ବାଇ,୨୬ା୬(ପି.ଟି.): ମୁମ୍ବାଇର ଜଣେ ଖବରଦାତା ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ କରିଛନ୍ତି। ଜେକେ ନ୍ୟୁଜ୍‌ ଚ୍ୟାନେଲ୍‌ର ମହାରାଷ୍ଟ୍ର ମୁଖ୍ୟ ଅଶୋକ...

ଆକାଶରୁ ଖସିଲା ଧାତବ ବସ୍ତୁ

ମୁମ୍ବାଇ,୪।୪: ମହାରାଷ୍ଟ୍ର ଚନ୍ଦ୍ରପୁର ତହସିଲର ସିନ୍ଧଓ୍ବୋହିର ଏକ ଖୋଲା ପଡ଼ିଆରେ ଗୋଲାକାର ମେଟାଲ ଅବ୍‌ଜେକ୍ଟ ଦେଖିବାକୁ ମିଳିଛି। ଶନିବାର ରାତିରେ ସ୍ଥାନୀୟ ଲୋକେ ଆକାଶରେ ଦୀର୍ଘକାୟ...

ଶ୍ମଶାନ ଆଗରେ ଲମ୍ବା ଲାଇନ୍‌: ଦିନରାତି ଜଳୁଛି ଜୁଇ….

ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ଅଣାୟତ୍ତ ହୋଇଛି। ଆକ୍ରାନ୍ତଙ୍କ...

୨ ସପ୍ତାହ ମଧ୍ୟରେ ଉତ୍ତର ଦିଅ

ନୂଆଦିଲ୍ଲୀ,୨୧।୧: ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନ ଥିବାରୁ ଗଞ୍ଜାମ ଜିଲାପାଳଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଶୁକ୍ରବାର ନୋଟିସ ଜାରି କରିଛନ୍ତି। ଜିଲାରେ ଥିବା ଟେକ୍‌ ହୋମ୍‌...

ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୩।୯: ଦେଶରେ କରୋନା ସଂକ୍ରମିତଙ୍କ ଧୀରେ ଧୀରେ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା...

Advertisement
Archives

Model This Week