ସମୟାନୁବର୍ତ୍ତୀ ଜାହ୍ନବୀ

ଜାହ୍ନବୀ କପୁରଙ୍କ ପାଖରେ ଏବେ ବିଶ୍ରାମ ନେବାକୁ ଟାଇମ ନାହିଁ। କାରଣ ଏକାଥରେ ତାଙ୍କର ଦୁଇଟି ଫିଲ୍ମ- ‘ଗୁଞ୍ଜନ ସାକ୍‌ସେନା-ଦ କାର୍‌ଗିଲ ଗର୍ଲ’ ଏବଂ ‘ତକ୍‌ତ’ର ଶୁଟିଂ ଚାଲୁ ରହିଛି। ଏହାପରେ ସେ ‘ଦୋସ୍ତାନା-୨’ ପାଇଁ ଟାଇମଟେବୁଲ ସ୍ଥିର କରିବେ। ବର୍ତ୍ତମାନ ଜାହ୍ନବୀ ଭଉଣୀ ଭାରି ଖୁସି ଏବଂ ପାପା ବୋନି କପୁରଙ୍କ ସହ ନ୍ୟୁୟର୍କରେ ଡେରା ପକାଇଛନ୍ତି। କାରଣ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ତକ୍‌ତ’ର ଶୁଟିଂ ସେଠାରେ ଚାଲିଛି। ବର୍ତ୍ତମାନ ସେ ସମୟକୁ ଏତେ ଗୁରୁତ୍ୱ ଦେଉଛନ୍ତି ଯେ, ଶୁଟିଂ ସେଟ୍‌ରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚତ୍ ଯାଉଛନ୍ତି। ‘ଜଣେ ଅଭିନେତ୍ରୀ ଅଭିନୟ ସହ ସମୟକୁ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ତେଣୁ ମୁଁ ସବୁବେଳେ ସମୟକୁ ଗୁରୁତ୍ୱ ଦିଏ। ବର୍ତ୍ତମାନ ଏକାସାଙ୍ଗେ ଦୁଇଟି ଫିଲ୍ମର ଶୁଟିଂ ଚାଲିଛି। ତେଣୁ ଟାଇମ୍‌ ପ୍ରତି ସଚେତନ ନ ହେଲେ ସବୁକିଛି ଗଡ଼ବଡ଼ ହୋଇଯିବ।’


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ପୁନୀତ୍‌ ରାଜକୁମାର ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ: କନ୍ନଡ ଅଭିନେତା ପୁନୀତ୍‌ ରାଜକୁମାର ଶୁକ୍ରବାର ହୃଦଘାତରେ ଶିକାର ହୋଇଛନ୍ତି। ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଥିବା...

ଭାଇରାଲ ହେଉଛି ଐଶ୍ୱର୍ଯ୍ୟାଙ୍କ ଏହି ଫଟୋ, ଦର୍ଶକଙ୍କ ହୃଦୟରେ ଲଗାଉଛି ନିଆଁ

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟକୁ ନେଇ ଦେଶ ବିଦେଶରେ ଜଣାଶୁଣା। ଐଶ୍‌ ଫିଲ୍ମରୁ ଟିକେ ଦୂରେଇ ଯାଇଥିଲେ ବି...

ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…

୨୦୧୯ରେ ମାମି (ଏମ୍‌ଏଏମ୍‌ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍‌ ପାଇଥିଲେ।...

ରାଜ କୁନ୍ଦ୍ରାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୩।୧୨: ପର୍ନ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତାଙ୍କୁ କୋର୍ଟ...

ଝିଅ ଇନାୟାଙ୍କୁ ଯୋଗ ଶିଖାଇଲେ ବାପା କୁନାଲ: ଭିଡିଓ ଭାଇରାଲ

ମୁମ୍ବାଇ: କରୋନା ଲକ୍‌ଡାଉନ ଯୋଗୁ ଫିଲ୍ମ ଓ ସିରିୟଲ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ଫଳରେ ଅଭିନେତା ଓ ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଉପାୟରେ ନିଜର...

ଆୱାର୍ଡ ଶୋ’କୁ ନେଇ ରାଗିଲେ ଶୈଫ

ମୁମ୍ବାଇ: ବଲିଉଡ୍ ନୱାବ ଶୈଫ ଅଲି ଖାଁ ଖୋଲାଖୋଲି କଥା ହେବାକୁ ପସନ୍ଦ କରନ୍ତି । ନେପୋଟିଜମକୁ ନେଇ ନିଜର ମତ ରଖିଥିବା ଏହି ନାୟକ...

ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ପ୍ରସାଦଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୬।୯-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ରବି ପ୍ରସାଦଙ୍କୁ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶନିବାର ଗିରଫ କରିଛି। ଦିନକ ପୂର୍ବରୁ...

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଲଗାତାର ବଦଳା ଯାଇଛି କମ୍ପାନୀର ଆଇପି ଆଡ୍ରେସ୍‌!

ମୁମ୍ବାଇ, ୧୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଜୁନ୍‌ ୨୩ଠାରୁ ଅଗଷ୍ଟ ୭ ମଧ୍ୟରେ ତାଙ୍କ କମ୍ପାନୀର ଆଇପି ଆଡ୍ରେସ୍‌ ୩...

Advertisement
Archives

Model This Week