Posted inଜାତୀୟ

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’: ୨୦୧୯ର ଗୋଲ୍ଡେନ୍‌ ଟୁଇଟ୍‌

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ଟୁଇଟରରେ ଦେଇଥିବା ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’କୁ ଟୁଇଟର ପକ୍ଷରୁ ୨୦୧୯ ବର୍ଷର ଗୋଲ୍ଡେନ୍‌ ଟୁଇଟ୍‌ ଭାବେ ଘୋଷଣା କରାଯାଇଛି। ଏହାକୁ ମେ ୨୩ ଅପରାହ୍ନ ୨ଟା ୪୨ରେ ମୋଦି ଶେୟାର କରିଥିଲେ। ଇତିମଧ୍ୟରେ ଏହାକୁ ୪ ଲକ୍ଷ ୨୦ ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ଏକ ଲକ୍ଷ ୧୭ ହଜାର ଶହେ ଥର ରିଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆକ୍ଟିଭ ହେଲା ଜି-୨୩ ଗ୍ରୁପ, ମନିଷ ତିୱାରୀ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ବହୁତ କିଛି ଘଟଣା ଘଟିବାରେ ଲାଗିଛି । ଗୋଟିଏ ପଟେ ରାଜସ୍ଥାନରେ ସଙ୍କଟ...

ପବନ ବର୍ମାଙ୍କ ଉପରେ ବର୍ଷିଲେ ନୀତୀଶ

ପାଟନା,୨୩।୧: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ନୀତୀଶ କୁମାର ପାର୍ଟି ନେତା ପବନ ବର୍ମାଙ୍କ ଉପରେ ବର୍ଷିଛନ୍ତି। ପବନଙ୍କ ଚିଠିର ଉତ୍ତରରେ...

ପୁଣି ରାମ ରହିମଙ୍କୁ ମିଳିଲା ୪୦ ଦିନିଆ ପାରୋଲ

ନୂଆଦିଲ୍ଲୀ,୨୦।୧: ବଳତ୍କାର ଏବଂ ହତ୍ୟା ମାମଲାର ଦୋଷୀ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ୍‌ ସିଂଙ୍କୁ ପୁଣି ୪୦ ଦିନିଆ ପାରୋଲ ଅନୁମତି...

‘ଭର୍ଚୁଆଲରେ ହୋଇପାରିବ ବିବାହ ପଞ୍ଜୀକରଣ’

ନୂଆଦିଲ୍ଲୀ, ୧୨ା୯: ଭିଡିଓ କନଫରେନ୍ସ ମାଧ୍ୟମରେ ଭର୍ଚୁଆଲ ଉପସ୍ଥିତିରେ ମଧ୍ୟ ଦମ୍ପତିଙ୍କ ବିବାହ ପଞ୍ଜୀକରଣ ହୋଇପାରିବ। ଏଥିପାଇଁ ବ୍ୟକ୍ତିଗତ ଉପସ୍ଥିତି ନିମନ୍ତେ ଥିବା କଠୋର ଆଇନ...

ଟେଲିଭିଜନ ସିରିଜ୍ ଦେଖି ଗୁଜରାଟରେ ଗଢି ଉଠିଲା ବାଳିକା ପଞ୍ଚାୟତ

ଭୁଜ,୧୮ ।୭: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘ବାଳିକା ବଧୂ’ରୁ ପ୍ରେରଣା ପାଇ ଗୁଜରାଟ କଚ୍ଛର ଏକ ପ୍ରଗତିଶୀଳ ଗାଁ ବାଳିକା ପଞ୍ଚାୟତ ମାଧ୍ୟମରେ ମହିଳାଙ୍କୁ ସଶକ୍ତ...

ଅଲଓ୍ବର ପୀଡ଼ିତାଙ୍କୁ ରାଜସ୍ଥାନ ପୋଲିସରେ ମିଳିବ ନିଯୁକ୍ତି

ଜୟପୁର,୧୯।୫: ରାଜସ୍ଥାନ ଅଲଓ୍ବର ପୀଡ଼ିତାଙ୍କୁ ପୋଲିସରେ ନିଯୁକ୍ତି ମିିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ସହିତ...

ଏଏପି ବିଧାୟକ ଦଳ ନେତା ହେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୨: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ୬୨ ନବନିର୍ବାଚିତ ବିଧାୟକଦଳର ନେତା ଭାବେ ଅରବିନ୍ଦ କେଜରିଓ୍ବାଲଙ୍କୁ ନିର୍ବାଚିତ କରାଯାଇଛି। ବୁଧବାର କେଜରିଓ୍ବାଲଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ...

୯ ଦୃଷ୍ଟିବାଧିତ ତିଆରି କଲେ ୬୬ ଫୁଟ ଲମ୍ବ ଝୋଟ ବ୍ୟାଗ୍‌

କୋଇମ୍ବାଟୁର,୧।୯: କୌଣସି ଶାରୀରିକ ଅକ୍ଷମତା ଇଛା ଶକ୍ତି ଆଗରେ ହାର୍‌ ମାନିଥାଏ। ଏହା ଉଦାହରଣ ପାଲଟିଛନ୍ତି ତାମିଲ୍‌ନାଡୁ କୋଇମ୍ବାଟୁର ଜିଲାର ୯ ଜଣ ଦୃଷ୍ଟିବାଧିତ। ସେମାନେ...

Advertisement
Archives

Model This Week