ସଂଶୋଧନ ହେଲା ଏନ୍‌ଏଚ୍‌ ଫି ରୁଲ: ଫାସଟାଗ ବୈଧ ନ ଥିଲେ ଗାଡିମାଲିକ ଗଣିବେ ୨ ଗୁଣା ଟିକସ

ଭୁବନେଶ୍ୱର,୧୭ା୫(ବ୍ୟୁରୋ)-ଫାସଟାଗ ନ ଥିବା, ବୈଧ ନ ଥିବା କିମ୍ବା ଅକାମି ହୋଇଯାଇଥିବା ଫାସଟାଗ ଗାଡିମାଲିକମାନେ ସାବଧାନ। ଫାସଟାଗ ନ ଥାଇ କିମ୍ବା ଅବୈଧ ଫାସଟାଗ ଥାଇ ଯଦି କୌଣସି ଯାନବାହନ ଟୋଲ ପ୍ଲାଜାର ଫାସଟାଗ ଲେନ ଦେଇ ଯିବା ଆସିବା କରିବେ ସେମାନଙ୍କୁ ଦୁଇଗୁଣା ଟୋଲ ଫି ଦେବାକୁ ପଡିବ। ଅର୍ଥାତ ଦୁଇଥର ଯିବା ଆସିବାର ଟିକସ ଭରଣା କରିବାକୁ ପଡିବ। ଏ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାର ଜାତୀୟ ରାଜପଥ ଫି(ମୂଲ୍ୟ ନିର୍ଦ୍ଧାରଣ ଓ ଆଦାୟ) ରୁଲ-୨୦୦୮କୁ ସଂଶୋଧନ କରିଛନ୍ତି। ଏହି ସଂଶୋଧନ ପରେ ଫାସଟାଗ ନ ଥିବା କିମ୍ବା ଏହାର ଅବଧି ଶେଷ ହେବା ପରେ ଫାସଟାଗ ଲେନରେ ଯାନବାହନ ନେଲେ ଦୁଇଗୁଣା ଟୋଲ ଫି ଦେବାକୁ ହେବ। ପୂର୍ବରୁ ଥରେ ମାତ୍ର ଯିବା ଆସିବା ଫି ଦେବାକୁ ପଡୁଥିଲା। ଅନେକ ଯାନବାହନ ଫାସଟାଗ ବୈଧ ଥାଇ କିମ୍ବା ନବୀକରଣ ନ କରି ଫାସଟାଗ ଲେନରେ ଯାଉଛନ୍ତି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଛି। ଏହାକୁ ରୋକିବା ଲାଗି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ବଡ ଆକାରରେ ଜରିମାନା ଆଦାୟ କରାଯିବାକୁ ନିଷ୍ପତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ରାଜ୍ୟରେ ପୁଣି ୧୧,୪୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ବୋଲ ମାନୁନି କରୋନା। ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ୧୧ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା।...

ପୂର୍ବତନ ବାଚସ୍ପତି ଶରତ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ସାହିତି୍ୟକ ଶରତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଶହୀଦନଗରସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ...

ଯୁବକଙ୍କୁ ଆକ୍ରମଣ କରି ଟଙ୍କା, ସୁନା ଲୁଟ୍‌

ଭୁବନେଶ୍ୱର,୨୦।୧(ବ୍ୟୁରେ): ରାଜଧାନୀ ରାଜପଥରେ ରାତିରେ ମାତୁଛନ୍ତି ଲୁଟେରା। ସୋମବାର ବିଳମ୍ବିତ ରାତିରେ ଜଣେ ଖବରଦାତାଙ୍କୁ ଆକ୍ରମଣ କରିବା ସହ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌, ୫ହଜାର ଟଙ୍କା...

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ,...

ଅଭିନେତା, ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୨୨ା୭: ଜଣାଶୁଣା ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ (୫୫)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସକାଳେ...

ଗ୍ରାମବାସୀ ତିଆରି କଲେ ପୋଲ

କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ...

ସମ୍ପ୍ରସାରଣ ହେବ ମୂଷା ନଦୀ

ପୁରୀ ଅଫିସ,୨୯।୧୦:  ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପୁରୀ। ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏକାଧିକ ପ୍ରକଳ୍ପ କାମ ଚାଲିଥିବା ଆଗକୁ ଆହୁରି...

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ: ଅଛନ୍ତି ଗଞ୍ଜାମରୁ ୩ଜଣ

ଭୁବନେଶ୍ୱର, ୮।୭(ବ୍ୟୁରୋ): ବୁଧବାର ରାଜ୍ୟରେ କରୋନାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୧,...

Advertisement
Archives

Model This Week