Posted inଜାତୀୟ

ଶୌଚାଳୟରେ ତିଆରି ହେଉଥିବା ଖାଦ୍ୟ ଖାଉଛନ୍ତି କୋମଳମତି ଶିଶୁ

ଭୋପାଳ,୨୩।୭: ମଧ୍ୟ ପ୍ରଦେଶର ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢୁଥିବା କୋମଳ ମତି ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଯେମିତି କାହାର ନଜର ନାହିଁ। କାରଣ ଶୌଚାଳୟରେ ଖାଦ୍ୟ ପ୍ରସ୍ତୁତ କରି ଏମାନଙ୍କୁ ଖାଇବାକୁ ଦିଆଯାଉଛି। ଶିବପୁରୀ ଜିଲା କରୈରା ବିକାଶଖଣ୍ଡର ଶିଲାନଗର ପୋଖରରେ ଥିବା ଏକ ଅଙ୍ଗନଓ୍ବାଡି କେନ୍ଦ୍ରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ଥିବା ଶୌଚାଳୟକୁ ଏମାନେ ଦୁଇ ପ୍ରକାରରେ ବ୍ୟବହାର କରୁଛନ୍ତି। ତେବେ ଏଠାକାର କର୍ମଚାରୀ ରାଜକୁମାରୀ ଯୋଗୀ କୁହନ୍ତି ଶୌଚାଳୟର ଅଧା ଅଂଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। କାରଣ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏଠାରେ ଅନ୍ୟ ବ୍ୟବସ୍ଥା କିଛି ନାହିଁ। ଏ ନେଇ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଯେମିତି ଏଥିପ୍ରତି କାହାର ନିଘା ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡିର ତଦନ୍ତ ଆରମ୍ଭ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୮।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଘଟଣାର ତଦନ୍ତ ଏନ୍‌ଆଇଏ...

ମଧ୍ୟାହ୍ନ ଭୋଜନ ଯୋଜନାରେ ଛଅ ମାସର ଶୁଖିଲା ରାଶନ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୯ ।୧୨: ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଯୋଜନାରେ ପିଲାମାନଙ୍କୁ ୬ ମାସର ଶୁଖିଲା ରାଶନ ଯୋଗାଇ ଦିଆଯିବ...

ନାନାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା

ମୁମ୍ବାଇ,୧୭।୭-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମୁମ୍ବାଇଲସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ରିପୋର୍ଟ...

ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗ: ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦ ତେଜିବାରେ ଲାଗିଛି। ସେ ବ୍ରିଟେନ ନାଗରିକ ବୋଲି ଅଭିଯୋଗ ଆସିବା ପରେ ଏନେଇ ରାହୁଲଙ୍କ ସ୍ପଷ୍ଟୀକରଣ...

ବିଚାରପତି ସୁଧୀର ଅଗ୍ରଓ୍ବାଲ: ୧୫ ବର୍ଷରେ ଲକ୍ଷେ ୩୦ ହଜାର ମାମଲାର ଫଇସଲା

ନୂଆଦିଲ୍ଲୀ,୨।୧୧: ଦେଶର ବିଭିନ୍ନ କୋର୍ଟରେ ଶହ ଶହ ମାମଲାର ବିଚାର ନ ହୋଇ ପଡ଼ି ରହିଛି। ଏପରିସ୍ଥଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ସୁଧୀର ଅଗ୍ରଓ୍ବାଲ ଏକ...

ସ୍ବାସ୍ଥ୍ୟ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ନୂଆଦିଲ୍ଲୀ,୨୭ା୪(ପି.ଟି.): କରୋନା ମୁକାବିଲାରେ ପ୍ରମୁଖ ଭୂମିକା ନେଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୂଦନଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଉ...

ପୁଣି ବିହାର ନିର୍ବାଚନରେ ବାଧକ ସାଜିଲା କରୋନା ଭାଇରସ

ପାଟନା,୨୪ ।୧୦: ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନ୍‌ଡିଏର ଜଣେ ପରେ ଜଣେ ଷ୍ଟାର ପ୍ରଚାରକ କରୋନା ସଂକ୍ରମଣ ହେବା ଚିନ୍ତା ବଢାଇ ଦେଇଛି...

Advertisement


Archives

Model This Week