ଶୀତଦିନେ ଖାଆନ୍ତୁ ଏହି ଫଳ

ଫଳ ଶରୀର ପାଇଁ ଲାଭଦାୟକ। ହେଲେ କେଉଁ ଫଳ କେତେବେଳେ ଖାଇବା ଆବଶ୍ୟକ ତାହା ମଧ୍ୟ ଜାଣିବା ଜରୁରୀ। ଆୟୁର୍ବେଦ ଅନୁଯାୟୀ ଶୀତଦିନେ ଖଟାଫଳ ଶରୀର ପାଇଁ ବେଶ୍‌ ଉପକାରୀ। ବିଶେଷ କରି ଲେମ୍ବୁ ଓ କମଳା ଖାଇବା ଭଲ। ଏଥିରେ ଥିବା ପେକ୍ଟିନ୍‌ ନାମକ ଏକ ପଦାର୍ଥର କ୍ୟାନସରକୁ ପ୍ରତିରୋଧ କରିବାର ଶକ୍ତି ରହିଛି। ଏହା ବ୍ୟତୀତ ଦିନରେ ୨-୩ ପ୍ରକାର ଫଳ ଖାଇଲେ କ୍ୟାନସର, ହୃଦ୍‌ଘାତ, ମଧୁମେହ ଓ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟା ଦେଖାଯାଇ ନ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ପେକ୍ଟିନ୍‌ କ’ଣ: ଏହା ଏକ ପ୍ରକାର କାର୍ବୋହାଇଡ୍ରେଟ୍‌ ଯାହା କେତୋଟି ନିର୍ଦ୍ଦିଷ୍ଟ ଗଛରୁ ମିଳିଥାଏ। ହେଲେ ଏହା ଖଟା ଫଳରେ ପ୍ରଚୁର ପରିମାଣରେ ଥିବାରୁ ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନସରର ଭୟ ଦୂରେଇ ଯାଇଥାଏ।
ଖଟା ଫଳ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ବୃଦ୍ଧି ପାଇଥାଏ। ଫଳରେ ବୟସ ବୃଦ୍ଧି ହେଲେ ଦେଖାଯାଉଥିବା ହାଡ ପୋରିଆ ବା ଅଷ୍ଟିଓପୋରୋସିସ୍‌ ସମସ୍ୟା ଅନେକାଂଶରେ ଦୂରେଇ ଯାଇଥାଏ। ବିଶେଷ କରି ଲେମ୍ବ,ୁ କମଳା ଓ ଅଙ୍ଗୁରରୁ ଏହି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଞ୍ଜିବରମ୍‌ ଇଡ୍‌ଲି

ଆବଶ୍ୟକ ସାମଗ୍ରୀ- ୩ କପ୍‌ ବିରି ଡାଲି, ୫ କପ୍‌ ଇଡ୍‌ଲି ଚାଉଳ, ଭୁର୍ସୁଙ୍ଗପତ୍ର, ହେଙ୍ଗୁ, ଜିରା, କଟା ଅଦା ଓ ଗୋଲମରିଚ ଗୁଣ୍ଡ ଆବଶ୍ୟକ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ଡାଇବେଟିସ୍‌ ଦୂର କରିବାକୁ ଚାହୁଁଥିଲେ…

ଡାଇବେଟିସ୍‌ ଦୂର କରିବାକୁ ଚାହୁଁଥିଲେ  ଖାଦ୍ୟରେ ପ୍ରତିଦିନ ଗୋଟିଏ ମାତ୍ର ସେଓ ସାମିଲ କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି...

ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ

କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି...

ବର୍ଷାଦିନେ ଶିଶୁର ଯତ୍ନ

-ଡା ଜ୍ୟୋତିପ୍ରକାଶ ମିଶ୍ର ରୋଗ ତ ସବୁ ଋତୁରେ ଆସିଥାଏ। କିନ୍ତୁ ବର୍ଷାଋତୁରେ ଅଧିକାଂଶ ରୋଗ ଅତ୍ୟନ୍ତ ସରଳ ଓ ବିନା ମୂଲ୍ୟରେ ପ୍ରତିରୋଧ କରିହୁଏ।...

ପୁଣି ଯୌଥ ପରିବାର

ଏକା ଏକା ରହିବାକୁ କାହାକୁ ବି ଭଲ ଲାଗେନା। କିନ୍ତୁ ଏକାକୀ ଜୀବନ ବିତାଇବାକୁ ବାଧ୍ୟ କରିଛି ଲକ୍‌ଡାଉନ୍‌। ଏମିତି ପରିସ୍ଥିତିରେ ଏବେ ପୁଣି ଥରେ...

ନ କହିଲେ ଭଲ

ପାଖରେ ଶୁଏ, କାନରେ କୁହେ, ତା କଥା କି ଅନ୍ୟଥା ହୁଏ। ଏକଥା ଠିକ୍‌, କିନ୍ତୁ ଏମିତି ଅନେକ କଥା ଅଛି ଯାହା କହିବା ଉଚିତ୍‌...

ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା...

Advertisement
Archives

Model This Week