Posted inଫୁରସତ

ଶିଶୁକନ୍ୟାଙ୍କ ଜୀବନ ନେଲା ମାଆଙ୍କ ଚୁମ୍ବନ

ଆମେରିକା: ନିଜ ସନ୍ତାନକୁ ଜଣେ ମାଆ ଚୁମ୍ବନ ଦେବା ବା ଗେଲ କରିବା ସାଧାରଣ କଥା। ମାତ୍ର ଏହା କେତେ କ୍ଷତିକାରକ ତାହା ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାର ମେଡିକାଲ ସାଇନ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ପ୍ରକାଶ ଯେ, ଜଣେ ମାଆ ୮ ଦିନର ସନ୍ତାନକୁ ଚୁମ୍ବନ ଦେବାରୁ ଶିଶୁଟିର ମୁତ୍ୟୁ ଘଟିଛି। ସମସ୍ତେ ଜାଣିଛନ୍ତି ନବଜାତକମାନେ କେତେ ସେନ୍‌ସିଟିଭ୍‌। ତାଙ୍କର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। କିନ୍ତୁ ସାମାନ୍ୟ ଅବହେଳା ଯୋଗୁ ଏହା ଘାତକ ସାଜିପାରେ ବୋଲି ସ୍ପଷ୍ଟ ଜଣାପଡ଼ିଛି। ଆମେରିକାର ୧୯ ବର୍ଷୀୟା ଏବିଗେଲ୍‌ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ୮ ଦିନ ପରେ ଏହି ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି। ଡାକ୍ତର ପରୀକ୍ଷା ନିରୀକ୍ଷା କରିବାରୁ ଶିଶୁକନ୍ୟାକୁ ଏଚ୍‌ଏସ୍‌ଭି-୧ ଏକ ଭାଇରାସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ କହିବା ଅନୁସାରେ, ଏହା ଛୁଇଁବା ବା ଚୁମ୍ବନ ଦେବାରୁ ହୋଇଥାଏ। ଏହି ଭାଇରସ ହାଡ଼ ଭିତରେ ଲୁଚି ରହିଥାଏ। ଧୀରେ ଧୀରେ ମସ୍ତିଷ୍କରେ ପ୍ରବେଶ କରିଥାଏ। ପରେ ଜୀବନ ନେଇଯାଇଥାଏ। ଯାହା ଏହି ଶିଶୁକନ୍ୟା କ୍ଷେତ୍ରରେ ଘଟିଛି। ଅନ୍ୟପକ୍ଷରେ ଡାକ୍ତରଙ୍କ କଥାକୁ ସ୍ବୀକାର କରିଛନ୍ତି ଏବିଗେଲ୍‌। ସେ କହିଛନ୍ତି, ଝିଅକୁ ଚୁମ୍ବନ ଦେଇଥିଲେ। ଯେଉଁଥିପାଇଁ ସେ ଝିଅକୁ ସବୁଦିନ ପାଇଁ ହରାଇ ବସିଲେ। ଡାକ୍ତରଙ୍କ କହିବା ଅନୁସାରେ ନବଜାତକଙ୍କୁ ଛୁଇଁବାକୁ ବା ଧରିବାକୁ ଚାହୁଁଥିଲେ ପ୍ରଥମେ ଭଲ ଭାବେ ହାତ ଧୋଇବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ଦେଖିବା ପରେ ପ୍ରେମିକ ମାରିଲେ ଛୁ; କାରଣ ଜାଣିଲେ…

ଆଜିକାଲି ଯୁଗରେ ପ୍ରେମୀଯୁଗଳ ଡେଟ୍‌ରେ ଯିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଥରେ ଭାବିଲେ ପ୍ରେମିକା ଜଣକ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଉତ୍ସାହିତ ହୋଇ...

ରୋଜଗାର ଟଙ୍କା ଅନାଥାଶ୍ରମକୁ ଦେଇଥିଲି: କଣ୍ଠଶିଳ୍ପୀ ସଞ୍ଜିତା ମିଶ୍ର

ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗରରେ ମୋ ଜନ୍ମ। ହରିହର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ ପଢିଥିଲି। ସେତେବେଳେ ମୋ ବାପା ଡ....

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ...

ପ୍ରଶ୍ନ ଏକ, ଉତ୍ତର ଅଲଗା – ତାହା ହିଁ ଜୀବନ

କିଏ କେତେ କାଳ ବଞ୍ଚିବ ମରିବ ସେ ତ ନୁହେଁ ବଡ଼ କଥା l ଧର୍ମ କର୍ମ ଯଦି କିଛି କଲ ନାହିଁ ତେବେ ବଞ୍ଚିବାଟା...

ଗାଁ ଚାରିପାଖରେ ପାଣି, ହେଲେ ବିଶୁଦ୍ଧ ପାଣି ଟୋପେ ସାତସପନ…

ପ୍ରକୃତିର ଅମୂଲ୍ୟ ସମ୍ପଦ ଜଳ। କିନ୍ତୁ ଦିନକୁଦିନ କମି କମି ଚାଲିଛି ଭୂ-ତଳ ଜଳସ୍ତର। ବଢ଼ି ବଢ଼ି ଚାଲିଛି ପାନୀୟ ଜଳର ସଙ୍କଟ। ହେଲେ ମେଣ୍ଟିପାରୁନି...

ପାହାଡ଼ ଉପରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ପାହାଡ଼ ଉପରେ ନ୍ୟାରୋଗେଜ୍‌ ହେଉ କି ମିଟରଗେଜ୍‌ ପ୍ରଥମ ଥର ପାଇଁ ଟ୍ରେନ୍‌ ଗଡ଼ିବ। ଘଣ୍ଟାପ୍ରତି ଏହା୧୦୦ କିଲୋମିଟର ବେଗରେ ଗତିକରିବ। ପ୍ରଥମେ ବ୍ରଡ୍‌ଗେଜ୍‌...

ହାଫ୍‌ ହ୍ବିଲ ବାଇସାଇକେଲ

ସାଇକେଲ ଗଡ଼େ ତା’ର ଦୁଇ ଗୋଲାକାର ଚକ ସାହାଯ୍ୟରେ। ଏମିତିକି ଯେକୌଣସି ବାହନ ହେଉ ପଛେ ତାହା ଗୋଲାକାର ଚକ ସାହାଯ୍ୟରେ ହିଁ ଚାଲେ। ଚକର...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

Advertisement
Archives

Model This Week