ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ଆସିଲା ଅଭିଯୋଗ

ମୁମ୍ବାଇ,୧୯।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଶନିବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏଥିରେ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଥିଲେ। ହେଲେ କାର୍‌ରେ ତାଙ୍କ ସହ ଥିବା ତାଙ୍କ ସ୍ବାମୀ ଜାଭେଦ ଅଖତର ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହି ଘଟଣାରେ ଶବାନାଙ୍କ ଡ୍ରାଇଭର ଅମଲେଶ କାମତଙ୍କ ନାଁରେ ବେପରୁଆ ଗାଡି ଚାଳନା ଅଭିଯୋଗରେ ଏଫ୍‌ଆଇଆର୍‌ ଦିଆଯାଇଛି। ସୂଚନାଯୋଗ୍ୟ,ଶନିବାର ଶବାନାଙ୍କ କାର୍‌ ଏକ ଟ୍ରକ୍‌ ସହ ପୁନେ-ମୁମ୍ବାଇ ଏକ୍ସପ୍ରେସ୍‌ଓ୍ବେରେ ଧକ୍କା ହେବା ଫଳରେ ଉଭୟ ଶବାନା ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଏମ୍‌ଜେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଟ୍ରକ ଡ୍ରାଇଭର ଶବାନାଙ୍କ ଡ୍ରାଇଭରଙ୍କ ନାଁରେ ପୋଲିସରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଲୁଙ୍କୁ ଗୋଲାପ ଭେଟି ଦେଲେ ନୀତୀଶ

ପାଟନା,୧୭।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି। ବିହାରରେ ସରକାର ଗଠନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା...

‘ଗଦ୍ଦର-୨’ରେ ନଜର ଆସିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ସିକ୍ୱିଏଲର ଜମାନା । ଗୋଟିଏ ପରେ ଗୋଟିଏ ସିକ୍ୱିଏଲକୁ ଦର୍ଶକେ ପସନ୍ଦ ବି କରୁଛନ୍ତି । ଏହି କ୍ରମରେ ଜଣାଶୁଣା...

କୃଷ୍ଣ ଜନ୍ମଭୂମି ବିବାଦର ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ତିନି ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ,୨୧।୭: ମଥୁରା କୃଷ୍ଣ ଜନ୍ମଭୂମି ଜମି ବିବାଦ ସହ ଜଡିତ ସମସ୍ତ ମାମଲା ସମ୍ପର୍କରେ ସୂଚନା ପ୍ରଦାନ କରିବାକୁ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ...

ପ୍ରଦୀପ ଜୋଷୀ ୟୁପିଏସ୍‌ସି ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮(ପି.ଟି.):ଦେଶରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପରିଚାଳନା କରୁଥିବା ୟୁନିୟନ ପବ୍ଲିକ୍‌ ସର୍ଭିସ୍‌ କମିଶନ (ୟୁପିଏସ୍‌ସି)ର ନୂତନ ଅଧ୍ୟକ୍ଷ ଭାବେ ଶିକ୍ଷାବିତ୍‌ ପ୍ରଫେସର ପ୍ରଦୀପ କୁମାର...

ପୂଜାଙ୍କ ପ୍ରେମରେ ପ୍ରଭାସ !

ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ...

ଭାଜପା ଟିକେଟ ମିଳିଥିଲେ ବି ରାଜନୀତି କରିବାକୁ ଚାହୁଁ ନାହାନ୍ତି କଙ୍ଗନା

ମୁମ୍ବାଇ: କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ନାୟିକା କଙ୍ଗନା ରାନାଓ୍ବତ। ଏହାର କାରଣ ହେଉଛି ବଲିଉଡ୍‌ ନାୟକ ସୁଶାନ୍ତ ସିଂ...

ଲୁଚାଛପାରେ ନିର୍ବନ୍ଧ କଲେ ବିଦ୍ୟୁତ ଜାମବାଲ୍‌; ଭାବିପତ୍ନୀ କିଏ ହେବ ଜାଣିଲେ…

ବମ୍ବେ: ବଲିଉଡ୍‌ ଅଭିନେତା ଡିନୋ ମୋରିଆ ଏବଂ ରଣବିର କପୁରଙ୍କୁ ଡେଟ୍‌ କରିଥିବା ଫ୍ୟାଶନ ଡିଜାଇନର୍‌ ନନ୍ଦିତା ମେହତାନୀ ପୁଣିଥରେ ଚର୍ଚ୍ଚାରେ। କାରଣଟି ହେଲା ନିକଟରେ...

ଏନସିପିରେ ବିଦ୍ରୋହ ପରେ ଅମୋଲ କୋହ୍ଲେଙ୍କୁ ବଡ଼ ଦାୟିତ୍ୱ ଦେଲେ ଶରଦ ପାୱାର

ମୁମ୍ବାଇ.୧୨।୭: ଏନସିପିରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ବର୍ତ୍ତମାନ ଦଳ ଦୁଇ ଭାଗରେ ବିଭକ୍ତ ହୋଇଛି। ଉଭୟ ଦଳର ବରିଷ୍ଠ ନେତାମାନେ ସେମାନଙ୍କ ସହ ଉପସ୍ଥିତ...

Advertisement
Archives

Model This Week