ଲେଡି ଲଭ୍‌ଙ୍କ ସହ ପ୍ରଥମଥର ହୋଲି ଖେଳିଲେ ନିକ୍‌

ମୁମ୍ବାଇ: ଆମେରିକାନ ସିଙ୍ଗର ନିକ୍‌ ଜୋନସ୍‌ ଶୁକ୍ରବାର ପତ୍ନୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ମୁମ୍ବାଇରେ ପ୍ରଥମ ଥର ଲାଗି ହୋଲି ଖେଳିଛନ୍ତି। ଇଶା ଅମ୍ବାନିଙ୍କ ଦ୍ୱାରା ଆୟୋଜିତ ଏହି ହୋଲି କାର୍ଯ୍ୟକ୍ରମରେ ଆହୁରି ମଧ୍ୟ କେତେଜଣ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ନିକ୍‌ ତାଙ୍କର କିଛି ଫଟୋ ଓ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ସହ ହୋଲିର ମଜା ନେଇଥିବା ଲେଖିଥିଲେ। ଗୋଟିଏ ଭିଡିଓରେ ସେ ତାଙ୍କ ଲେଡି ଲଭଙ୍କ ସହ ଆଖି ମିଳାଇବାର ଦୃଶ୍ୟ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହାସହ ନିକ୍‌ ଲେଖିଛନ୍ତି ଭାରତରେ ଥିବା ତାଙ୍କ ଦ୍ୱିତୀୟ ଘରେ ସେ ଯେଉଁ ହୋଲି ପାଳନ କରିଛନ୍ତି ତାହା ସବୁଠାରୁ ନିଆରା। ଏହି ହୋଲି ପର୍ବରେ କ୍ୟାଟ୍ରିନା କୈଫ, ଭିକ୍କି କୌଶଲ, ଡାଏନା ପେଣ୍ଟି, ଜ୍ୟାକଲିନ ଫର୍ଣ୍ଣାଡିଜ୍‌, ହୁମା କ୍ୟୁରେସି ଓ ସୋନାଲି ବେନ୍ଦ୍ରେ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧ ବିଶ୍ୱାସ ଉପରେ ଭରସା କରନ୍ତି ବଲିଉଡର ଏସବୁ ତାରକା: ଭାଇଜାନ୍‌ ବି ପଡ଼ିନାହାନ୍ତି ବାଦ୍‌

ଜୀବନରେ କିଛି ଜିନିଷକୁ ଭୟ କରୁଥିବା ଲୋକମାନେ ପ୍ରାୟତଃ ସେହି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି, କାରଣ ସେମାନେ ଅନୁଭବ କରନ୍ତି ଯେ,...

ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ

ଛୋଟ ପରଦା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଛନ୍ତି। ୟେ ୟେ ରିସ୍ତା କ୍ୟା କେହଲତା ଭଳି ଲୋକପ୍ରିୟ ସିରିଏଲ୍‌ରେ ଅଭିନୟର ଯାଦୁ ଦେଖାଇଥିବା...

ଜନ୍ମଦିନର ୫ ଦିନ ପରେ ଆଖିବୁଜିଲେ ଏହି ସୁପରମଡେଲ

ବ୍ରିଟିଶର ସୁପର ମଡେଲ ଷ୍ଟେଲା ଟେନାଣ୍ଟଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଷ୍ଟେଲାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌...

ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍‌ ଜୋହର

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’। ସେଲିବ୍ରିଟିମାନଙ୍କ ସହ ଗପ୍‌ସପ୍‌ ସାଙ୍ଗକୁ...

ପୋଷ୍ୟ ସନ୍ତାନ ଗ୍ରହଣ ସତ୍ତ୍ୱେ ସ୍ତ୍ରୀଙ୍କୁ ଝାଡ଼ପତ୍ର ଦେଇଥିଲେ ଏହି ପ୍ରସିଦ୍ଧ ନିର୍ମାତା

୧୯୫୨ ମସିହା ୨୭ ଫେବୃୟାରୀରେ ବଲିଉଡ୍‌ ଫିଲ୍ମ ନିର୍ମାତା ପ୍ରକାଶ ଝା ବିହାରରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି।...

୩୭ ବର୍ଷରେ ଇମରାନ୍‌ ଖାଁ: ୧୯ ବର୍ଷ ବୟସରେ ବାନ୍ଧବୀ ଅବନ୍ତିକାଙ୍କ ପ୍ରେମରେ ପଡିଥିଲେ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଇମରାନ୍‌ ଖାଁ ସୋମବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୩ ଜାନୁୟାରୀ ୧୩ରେ ଆମେରିକା ଓ୍ବସକସିନ୍‌ର ମାଡିସନ୍‌ଠାରେ ଜନ୍ମଗ୍ରହଣ କରିଥିଲେ।...

ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍‌ ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ କ୍ରିକେଟର ବି-ଟାଉନ ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ...

Advertisement
Archives

Model This Week