Posted inଖେଳ

ଲଦାଖରେ ସ୍ବାଧୀନତା ଦିବସ ପାଳିଲେ ଧୋନୀ

ଲେ,୧୫।୮- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଦେଶର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୭୩ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି। ଚଳିତ ବର୍ଷ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଛି।  ଧୋନୀ ଏବେ ଭାରତୀୟ ସେନା ସହ କାର୍ଯ୍ୟ କରୁଛନ୍ତି। ସେ ବୁଧବାର ଭାରତୀୟ ସେନାର ପାରାଚ୍ୟୁଟ ରେଜିମେଣ୍ଟ ସହ ଲଦାଖରେ ପହଞ୍ଚତ୍ଥିଲେ। ତାଙ୍କୁ ଯବାନମାନେ ସାଲ୍ୟୁଟ କରି ସ୍ବାଗତ କରିଥିଲେ। ଏହାପରେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଆର୍ମି ମେଡିକାଲରେ ଯବାନଙ୍କ ସହ ସମୟ ବିତାଇଥିଲେ, ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାରାଚ୍ୟୁଟ ରେଜିମେଣ୍ଟ ସହ ସେ ସିଆଚିନ ଯିବେ ବୋଲି ଆଶା କରାଯାଉଛି, ଯେଉଁଠାରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନ୍‌ସିବିର ପ୍ରତ୍ୟେକ୍ଷଦର୍ଶୀଙ୍କ ପାଇଁ ଲୁକଆଉଟ୍‌

ପୁଣେ,୧୪।୧୦: କ୍ରୁଜ ଯାହଜରୁ ଡ୍ରଗ୍ସ ଜବତ ମାମଲାରେ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅନ୍ୟତମ ସ୍ବାଧୀନ ପ୍ରତ୍ୟେକ୍ଷଦର୍ଶୀ କେ ପି ଗୋସାବିଙ୍କୁ ଖୋଜୁଛି ପୁଣେ ପୋଲିସ।...

ଧାରା ଭାଙ୍ଗିଲା ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯାଇଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ୮ ରନ୍‌ରେ ହରାଇ ଦେଇଛି ଭାରତ। ଏଥି ଯୋଗୁ ୫ ମ୍ୟାଚ୍‌...

ସନ୍ତରଣରେ ମାନା ପଟେଲଙ୍କୁ ଯୋଗ୍ୟତା

ନୂଆଦିଲ୍ଲୀ, ୩ା୭ (ପି.ଟି.)-ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ‘ୟୁନିଭର୍ସାଲିଟି କୋଟା’ ଜରିଆରେ ସେ ଯୋଗ୍ୟତା ହାସଲ କରିଥିବା ସୁଇମିଂ...

ଇଦ ଅବସରରେ ଶୁଭକାମନା ଜଣାଇଲା କ୍ରୀଡ଼ା ଜଗତ

ନୂଆଦିଲ୍ଲୀ,୧୨।୮- ପୂରା ଦେଶରେ ସୋମବାର ପବିତ୍ର ଇଦ୍‌-ଉଜ-ଜୁହା ପାଳନ କରାଯାଇଛି। ଏହି ଅବସରରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି କ୍ରିକେଟରୁ ରାଜନେତା ପାଲଟିଥିବା...

ବଲ୍‌ରେ ସାଲିଭା ବ୍ୟବହାର କଲେ କୋହଲି

ଦୁବାଇ, ୬।୧୦(ପି.ଟି.): ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ମ୍ୟାଚ ସମୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅସାବଧାନତା ବଶତଃ ବଲ୍‌ରେ...

ଦୁର୍ଭାଗ୍ୟବଶତଃ ଏହା ଆଉ ଘଟିବ ନାହିଁ: ଦଳରୁ ବାଦ୍‌ ପଡିବା ପରେ କାହିଁକି ଏମିତି କହିଲେ ଓ୍ବାର୍ଣ୍ଣର

ୟୁଏଇ,୨୮।୯: ରାଜସ୍ଥାନ ବିପକ୍ଷ ମ୍ୟାଚ ସମୟରେ ସନରାଇଜର୍ସ ହାଇଦ୍ରାବାଦ ଖେଳୁଥିବା ଏକାଦଶରେ ଡେଭିଡ ୱାର୍ଣ୍ଣରଙ୍କୁ ସ୍ଥାନ ଦେଇ ନ ଥିଲା। ଖରାପ ଫର୍ମରେ ଥିବା ୱାର୍ଣ୍ଣର...

ଶାହିଦି ୨୦୦*, ଅସଗର ୧୬୪

ଆବୁଧାବି, ୧୨।୩-ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମରେ ଚାଲିଥିବା ଜିମ୍ବାଓ୍ବେ ବିପକ୍ଷ ଟେଷ୍ଟ ମ୍ୟାଚରେ ଆଫଗାନିସ୍ତାନ ବୃହତ୍‌ ସ୍କୋର ଛିଡ଼ା କରିଛି। ହାସମାତୁଲ୍ଲା ଶାହିଦିଙ୍କ ଅପରାଜିତ ଦ୍ୱିଶତକ...

କିଛି ଦିନ ତଳେ ୩୦ କୋଟିର ଫ୍ଲାଟ; ଏବେ ୫ କୋଟି ମୂଲ୍ୟର ଘଣ୍ଟା କିଣି ଚର୍ଚ୍ଚାରେ ଏହି ଭାରତୀୟ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୭।୮: ଭାରତୀୟ କ୍ରିକେଟ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍‌ଶୀଘ୍ର ମଇଦାନକୁ ଫେରିବେ। ସେ ଏବଂ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ଆଇପିଏଲ୍‌ ୨୦୨୧ର...

Advertisement
Archives

Model This Week