ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଆଜପାଣି

ବର୍ଷାଦିନେ ଭୂତାଣୁ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବୃଦ୍ଧି ପାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଥଣ୍ଡା, କାଶ ଓ ଜ୍ୱର ଯୋଗୁ ଶରୀର ଦୁର୍ବଳ ହୋଇଯାଏ। ଏହି ସବୁ ସମସ୍ୟା ପିଆଜ ପାଣି ହିଁ ଦୂର କରିପାରିବ।
ଗୋଟିଏ ପିଆଜ ନେଇ ତାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏକ ଗିନାରେ କିଛି ପାଣି ନେଇ ସେଥିରେ କଟା ପିଆଜ ପକାଇ ୬-୮ ଘଣ୍ଟା ରଖନ୍ତୁ। ଏହାପରେ ଦିନକୁ ଦୁଇଥର ୨-୩ ଟେବୁଲ ଚାମଚ ପିଆଜପାଣି ପିଅନ୍ତୁ। ଏହି ଡୋଜ୍‌ରୁ କିଛି କମ୍‌ କରି ପିଲାଙ୍କୁ ବି ଦେଇପାରିବେ। ପିଆଜପାଣିରେ କିଛି ମହୁ ମିଶାଇଲେ ଏହାର ସ୍ବାଦ ବଢିଯାଏ ଓ ଆଣ୍ଟିଇମ୍ଫ୍ଲାମେଟୋରି ଗୁଣ ପ୍ରକାଶ ପାଏ। ଭାଇରାଲ ଜ୍ୱର , ଥଣ୍ଡା ଓ କାଶ ପାଇଁ ପିଆଜ ପାଣି ବହୁତ ଭଲ କାମ କରେ। ପିଆଜରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇମ୍ଫ୍ଲାମେଟୋରି ଭିଟାମିନ ରହିଛି, ଯାହା ଥଣ୍ଡା ଦୂର କରିବାରେ ସାହାଯ୍ୟ କରେ। ଏଥିରେ ଥାଇଓସଲ୍‌ଫେଟ୍‌ସ, ସଲ୍‌ଫାଇଡସ ଓ ସଲ୍‌ଫୋକ୍ସାଇଡ କେମିକାଲ ରହିଥିବାରୁ ଏହା ଆଣ୍ଟିଭାଇରାଲ ଭଳି କାମ କରେ। ପିଆଜ ପାଣି ଶରୀରକୁ ହାଇଡ୍ରେଟ ରଖିବା ସହ ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସଜାନ୍ତୁ ରୋଷେଇ ଘର

ଘର ସଜାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଦୀପାବଳିରେ ଆପଣ ଘର ସଜାଉଥିଲେ ଏଥିରେ ରୋଷେଇ ଘରକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ.. ଆପଣ ନିଜ କିଚେନକୁ...

ଶରୀରର ଓଜନ କମ୍ କରିବା ପାଇଁ.. ..

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ଏକ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଛି ମେଦବହୁଳତା । ଆଉ ଏହାକୁ କମାଇବାକୁ ଲୋକେ ଜିମ୍ ଯିବାଠାରୁ ଆରମ୍ଭ...

ବନ୍ଦ ପରେ ଟ୍ୟାପ୍‌ରୁ ପାଣି ପଡ଼ିବା ଘର ପାଇଁ ବଡ଼ ବିପଦ: ଦେଖାଦିଏ ଏସବୁ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ରୋଷେଇ ଘର, ବାଥ୍‌ରୁମ କିମ୍ବା ଘରର ଅନ୍ୟ କୌଣସି ସ୍ଥାନରେ ଲଗାଯାଇଥିବା ଟ୍ୟାପକୁ ବନ୍ଦ କରାଯିବା ପରେ ମଧ୍ୟ ଟପ୍‌ଟପ୍‌ ହୋଇ...

ସାବଧାନ! ଏହି କାରଣରୁ ହୋଇଥାଏ ହୃଦ୍‌ଘାତ

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପଗ୍ରସ୍ତ, ନିଦ୍ରାରେ ବ୍ୟାହତ ହେବା ହୃଦଘାତ୍‌ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ୟୁରୋପୀୟ ଷ୍ଟ୍ରୋକ୍‌ ସଂଗଠନ (ESO)...

ଖାଇବା ବିଶୃଙ୍ଖଳା

”ବର୍ତ୍ତମାନ ଚିକିତ୍ସକମାନେ ଅତିବେଶି ପରିମାଣର ଖାଇବାକୁ ମାନସିକ ଅସ୍ଥିରତା ଯଥା ଡିପ୍ରେସନ ଓ ଉଦ୍‌ବେଗ ସହିତ ଯୋଡୁଛନ୍ତି। ସେମାନଙ୍କ ମତରେ ବେଶି ଖାଇବା ମାନସିକ ବିଶୃଙ୍ଖଳାର...

ଏହି ୮ ପ୍ରକାର ଲୋକଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

ଅଷ୍ଟିଓପୋରୋସିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସାଲାଡ୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ସାଲାଡ୍‌ରେ ବିଭିନ୍ନ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର...

ଲାଭଦାୟକ ପିଆଜ ଚୋପା: ଅନେକ ରୋଗରୁ ଦେଇଥାଏ ମୁକ୍ତି

ପିଆଜ ଆମ ଶରୀର ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଏହାକୁ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ହେବା ସାଙ୍ଗକୁ କେଶ ଲମ୍ବା...

Advertisement
Archives

Model This Week