ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ କମଲା ହାରିସ୍‌

ଓ୍ବାଶିଂଟନ,୫ା୧୨: ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର କମଲା ହାରିସ୍‌ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯାଇଛନ୍ତି। ସେ ଜୋର୍‌ଦାର ପ୍ରଚାର ଆରମ୍ଭ କରିଥିଲେ ହେଁ ପାଣ୍ଠି ଅଭାବରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଗଭୀର ଦୁଃଖ ଓ କୃତଜ୍ଞତା ସହ ନିର୍ବାଚନ ପ୍ରଚାରକୁ ବନ୍ଦ ରଖୁଛି ବୋଲି ମଙ୍ଗଳବାର ସେ ଟୁଇଟ୍‌ କରିଥିଲେ। ସତ କଥା ହେଲା ପ୍ରଚାର ଚଳାଇ ରଖିବା ଲାଗି ଆବଶ୍ୟକ ଆର୍ଥତ୍କ ସମ୍ବଳ ତାଙ୍କ ପାଖରେ ନାହିଁ। ଗତ କିଛିଦିନର ଉଦ୍ୟମ ସତ୍ତ୍ୱେ ପାଣ୍ଠି ଯୋଗାଡ଼ ସମ୍ଭବ ନ ହେବାରୁ ଜୀବନର ସବୁଠୁ କଠିନ ନିଷ୍ପତ୍ତି ନେବାକୁ ପଡିଲା ବୋଲି ହାରିସ କହିଛନ୍ତି। କାଲିଫର୍ନିଆ ସିନେଟର ହାରିସଙ୍କ ମାଆ ଶ୍ୟାମଳା ଗୋପାଳନ ଭାରତୀୟ ହୋଇଥିବାବେଳେ ବାପା ଡୋନାଲ୍ଡ ହାରିସ ଆଫ୍ରିକୀୟ ଜାମାଇକାନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ବିଶ୍ୱ ତାପନ: କମୁଛି ପେଙ୍ଗୁଇନ୍‌ ସଂଖ୍ୟା

ବୋଷ୍ଟନ୍‌,୧୦।୧୧: ବିଶ୍ୱ ତାପମାନ ଧୀରେଧୀରେ ବଢିବାରେ ଲାଗିଛି। ଏହାର ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି। ଏହା ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ...

ମହିଳା ମନ୍ତ୍ରଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରଣାଳୟ

କାବୁଲ୍‌, ୧୮।୯: ଆଫଗାନିସ୍ତାନର ତାଲିବାନ୍‌ ସରକାର ମହିଳା ମନ୍ତ୍ରଣାଳୟ ନାଁ ବଦଳାଇ ଏହାକୁ ‘ପାପ-ପୁଣ୍ୟ’ ମନ୍ତ୍ରଣାଳୟ ଭାବେ ନାମିତ କରିଛନ୍ତି। ସରକାରୀ ମନ୍ତ୍ରଣାଳୟରେ ପୁରୁଷଙ୍କ ସହ...

ଆମେରିକା ସେନାକୁ ଟିକ୍‌ଟକ୍‌ ଡର

ଓ୍ବାଶିଂଟନ,୩ା୧(ଆଇଏଏନ୍‌ଏସ୍‌): ଆମେରିକା ସୈନ୍ୟମାନେ ଏଣିକି ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେ ନାହିଁ। ଚାଇନା ଦ୍ୱାରା ବିକଶିତ ଏହି ଶର୍ଟ ଭିଡିଓ-ମେକିଙ୍ଗ୍‌ ଆପ୍‌ ଦ୍ୱାରା ଫୋନ୍‌ର ସୁରକ୍ଷା...

ପୁଣି ହିଂସ୍ର ହେଲା ହଂକଂ

ହଂକଂ,୩୦ା୯(ଏଏଫ୍‌ବି): ଚାଇନାର ୭୦ତମ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ହଂକଂରେ ପୁଣି ହିଂସା ଦେଖାଦେଇଛି। ସରକାର ବିରୋଧୀ ବିକ୍ଷୋଭକାରୀ ଓ ଦଙ୍ଗା ନିରେଧୀ ପୋଲିସ ମଧ୍ୟରେ...

କାନ୍ଦିଲେ ପୁଟିନ୍‌…

ମସ୍କୋ,୧୧।୯: ରୁଷିଆର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କୁ ସର୍ବ ସମ୍ମୁଖରେ କାନ୍ଦୁଥିବାର ଦେଖିବାକୁ ମିଳିଛି। ନିଜର ବନ୍ଧୁ ତଥା ପୁଟିନ୍‌ଙ୍କ କ୍ୟାବିନେଟ୍‌ର ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରୀ ୟଓ୍ବେଗେନି...

ଚାଇନାରେ ଛୁରୀ ଆକ୍ରମଣରେ ୭ ମୃତୁ

ବେଜିଂ,୨୭।୧୨: ଚାଇନାର ଉତ୍ତରାଞ୍ଚଳରେ ରବିବାର ଛୁରୀ ଆକ୍ରମଣରେ ଅତିକମ୍‌ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତ ହୋଇଛନ୍ତି ସମାନ ସଂଖ୍ୟକ ବ୍ୟକ୍ତି। ଲିଆଓନିଙ୍ଗ୍‌...

ରେନ୍‌ବୋ ଭିଲେଜ୍‌

ପୃଥିବୀରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଦେଖିବାକୁ ଅନ୍ୟ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା। ସେହିଭଳି ଏକ ସ୍ଥାନ ହେଉଛି ତାଇଓ୍ବାନର ନାନ୍‌ଟୁନ୍‌...

କିଲର ଡଲଫିନ୍‌ଙ୍କୁ ସୈନ୍ୟ ବାହିନୀରେ ସାମିଲ୍‌ କରୁଛନ୍ତି କିମ୍‌ ଜୋଙ୍ଗ ଉନ୍‌

ପୋୟାଙ୍ଗାୟାଙ୍ଗ୍‌,୧୪।୧୧: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସନ କିମ୍‌ ଜୋଙ୍ଗ୍‌ ଉନ୍‌ ସୈନ୍ୟ ବାହିନୀରେ କିଲର ଡଲଫିନ୍‌ଙ୍କୁ ସାମିଲ୍‌ କରୁଛନ୍ତିି। ଏସବୁ ଡଲଫିନ୍‌ଙ୍କୁ ଆବଶ୍ୟକ ତାଲିମ୍‌...

Advertisement


Archives

Model This Week