ରାନୁଙ୍କ କଥା ଶୁଣି ଏବେ ଚିଡ଼ିଲେଣି ହିମେଶ

ମୁମ୍ବାଇ: ଏକଦା କଲିକତା ରାଣୀଘାଟ ଷ୍ଟେଶନରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଗୀତ ଗାଇ ରାତାରାତି ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଥମୁନି। ରାନୁ ଲତାଜ୍‌ଙ୍କ ଏକ ଗୀତ ‘ତେରୀ ମେରୀ’ ଗାଇ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। ଏହି ଭିଡିଓକୁ ହିମେଶ ରେଶମିୟା ଦେଖିବା ପରେ ରାନୁଙ୍କୁ ତାଙ୍କ ଫିଲ୍ମ ‘ ହାପି ହ୍ୟାର୍ଡି’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ।

ଏହା ପରେ ରାନୁ ଆହୁରି ଲୋକପ୍ରିୟ ହୋଇଗଲେ। ଏହା ପରଠାରୁ ରାନୁ କେବେ ନିଜର ମେକ୍‌ଅପ୍‌କୁ ନେଇ ତ ଆଉ କେବେ ରାଗକୁ ନେଇ ଟ୍ରୋଲ ହେବାରେ ଲାଗିଛନ୍ତି। ଏବେ ଖୋଦ୍‌ ହିମେଶ ମଧ୍ୟ ଚିଡ଼ିଗଲେଣି। ହିମେଶଙ୍କୁ ରାନୁଙ୍କ କଥା ପଚାରିବା କ୍ଷଣି ସେ ଚିହଁିକି ଉଠୁଛନ୍ତି। ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ହିମେଶଙ୍କୁ ସ୍ପଟ୍‌ କରାଯାଇଥିଲା।

ମିଡିଆ ରିପୋର୍ଟରମାନେ ଯେତେବେଳେ ହିମେଶଙ୍କୁ ରାନୁଙ୍କ ବିଷୟରେ କିଛି ପଚାରିଲେ ସେ ହଠାତ୍‌ ରାଗିଗଲେ। କହିଲେ ମୁଁ ତାଙ୍କ ମ୍ୟାନେଜର ଭଳି ଦେଖାଯାଉଛି କି? ଦିନେ ରାନୁଙ୍କୁ ଏତେ ପ୍ରଶଂସା କରୁଥିବା ହିମେଶ ଏବେ କାହିଁକି ଚିଡ଼ି ଉଠୁଛନ୍ତି ଜଣାପଡୁନି।


Enter your email to get our daily news in your inbox.

All Right Reserved By Dharitri.Com

ସେଲିବ୍ରେଶନ ମୁଡ୍‌ରେ ‘କୁଲି ନଂ-୧’ ବରୁଣ

ମୁମ୍ବାଇ: ବରୁଣ ଧାଓ୍ବନ ଏବଂ ସାରା ଅଲି ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘କୁଲି ନଂ-୧’ର ଶୁଟିଂ ଶେଷ ହୋଇଯାଇଛି। ଏହାପରେ ଏକଦମ୍‌ ସେଲିବ୍ରେଶନ ମୁଡ୍‌ରେ ଅଛନ୍ତି...

କ୍ରିତିଙ୍କ ନିଶ

ମୁମ୍ବାଇ: ବଲିଉଡ୍‌ କମେଡି ସିକ୍ୱେଲ୍‌ ‘ହାଉସ୍‌ଫୁଲ-୪’ରିଲିଜ୍‌ ସମୟ ପାଖେଇ ଆସିଲାଣି। ଏଥିପାଇଁ ଫିଲ୍ମର ସମସ୍ତ ଷ୍ଟାର୍‌କାଷ୍ଟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହାସହ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ...

କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି...

ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ

ମୁମ୍ବାଇ,୨୪।୬: ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ...

ବଲିଉଡ୍‌ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ...

୪୧ ବର୍ଷରେ ଇମରାନ୍‌ ହାସ୍‌ମୀ: ବଲିଉଡ୍‌ରେ ଆରମ୍ଭ କରିଥିଲେ କିସିଂ-ଲିପ୍‌ଲକ୍‌ ଟ୍ରେଣ୍ଡ୍‌

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ମଙ୍ଗଳବାର ୪୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ...

‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଦେଶୀଗର୍ଲ ଓ ଫରହାନ ଅଖତରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌ର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଜରିଆରେ...

ନେହା-ଅଙ୍ଗଦ ପାଳିଲେ ଝିଅର ପ୍ରଥମ ଜନ୍ମଦିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ଓ ସ୍ବାମୀ ତଥା ଅଭିନେତା ଅଙ୍ଗଦ ବେଦୀ ତାଙ୍କ ଲଳନାଙ୍କ ପ୍ରଥମ ଜନ୍ମବାର୍ଷିକୀ ସୋମବାର ପାଳନ କରିଛନ୍ତି। ଏହି...

Coronavirus Update


Archives

Model This Week

Why Dharitri