Posted inଜାତୀୟ

ରାଜ ଠାକରେଙ୍କୁ ଭେଟିଲେ ଫଡନବୀସ: ଜୋରଧରିଲା ରାଜନୀତି

ମୁମ୍ବାଇ,୮।୧: ଶିବସେନା ହାତ ଛାଡିବା ପରେ ଏବେ ଭାଜପା ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍‌) ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଛି। ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ ଠାକରେଙ୍କୁ ଭେଟିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନବୀଶ। ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡି ନ ଥିଲେ ମଧ୍ୟ ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଫଡନବୀଶ ମୁମ୍ବାଇର ପ୍ରଭାଦେବୀ ଅଞ୍ଚଳରେ ଥିବା ଏକ ହୋଟେଲରେ ରାଜ ଠାକ୍‌ରେଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେସିଆରଙ୍କୁ ଭେଟିଲେ କେଜ୍‌ରିଓ୍ବାଲ, କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ମାଗିଲେ ସମର୍ଥନ

ହାଇଦ୍ରାବାଦ,୨୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି। କେଜ୍‌ରିଓ୍ବାଲଙ୍କ ସହ ଆମ ଆଦମୀ ନେତୃତ୍ୱାଧୀନ ଦଳର ପଞ୍ଜାବ ସରକାର...

ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ...

୫୦ ବର୍ଷରେ ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ, କହିଲେ-ମୁଁ ବହୁତ ଖୁସି

ନୂଆଦିଲ୍ଲୀ,୧୩।୧୨: ଦୁଇ ବର୍ଷର ହୋଇଥିବା ବେଳେ ପିତାଙ୍କୁ ହରାଇଥିଲେ। ହେଲେ ତାଙ୍କ ମା’ କେବେହେଲେ ତାଙ୍କୁ ପିତାର ଅଭାବ ଜାଣିବାକୁ ଦେଇ ନ ଥିଲେ। ଜୀବନରେ...

ଜଗନ ମୋହନଙ୍କ ଜେରୁଜେଲମ ଗସ୍ତ: ସୁରକ୍ଷାରେ ଖର୍ଚ୍ଚ ହେବ ୨୨.୫ ଲକ୍ଷ ଟଙ୍କା

ହାଇଦ୍ରାବାଦ,୨।୮: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗତ ଗୁରୁବାର ଜେରୁଜେଲମ ଗସ୍ତ କରିଛନ୍ତି। ସେଠାରେ ତାଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ୨୨,୫୨,୫୦୦ ଟଙ୍କା...

ମହାନ ବଳିଦାନକୁ ତୁଚ୍ଛ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି, ସୋନିଆଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୧୫।୮ : ଦେଶର ସ୍ବାଧୀନତାର ୭୫ ତମ ବାର୍ଷିକୀ ଅବସରରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ତରଫରୁ ଜାରି...

୧୪୦୦ ଟଙ୍କା ପରେ ଘରେ କିଛି ନ ମିଳିବାରୁ ସ୍ବାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ଜୟପୁର,୧୩।୧୧: ରାଜସ୍ତାନର ସିରୋହୀ ଜିଲାରେ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ତାଙ୍କୁ ସ୍ବାମୀଙ୍କ ସମ୍ମୁଖରେ ୪ ଜଣ ଗଣବଳାତ୍କାର କରିଥିବା ପୋଲିସ କହିଛି। ଅଭିଯୁକ୍ତମାନେ ବୁଧବାର...

ଆର୍‌ଏସ୍‌ଏସ୍‌ ଆତଙ୍କବାଦୀ ସଙ୍ଗଠନ: ଆମ୍ବେଡକରଙ୍କ ଅଣନାତି

କୋଲକାତା,୨୭।୧: ଡା. ବିଆର୍‌ ଆମ୍ବେଦକରଙ୍କ ଅଣନାତି ରାଜରତ୍ନ ଆମ୍ବେଡକର ରବିବାର କୋଲକାତାରେ ଆର୍‌ଏସ୍‌ଏସ୍‌କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଆର୍‌ଏସ୍‌ଏସ୍‌ ଭାରତର...

ଭାରତ-ଚାଇନା ମଧ୍ୟରେ ହେବ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା

ନୂଆଦିଲ୍ଲୀ,୮।୮: ଭାରତ-ଚାଇନା ମଧ୍ୟରେ ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ ଶନିବାର ଦୌଲତ ବେଗ ଓଲଡିରେ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି।...

Advertisement
Archives

Model This Week