‘ରହନା ହୈ ତେରେ ଦିଲ୍‌ମୈ’: ୧୯ ବର୍ଷ ପରେ ପୁଣିଥରେ ଏହି ଯୋଡିକୁ ଏକାଠି ଦେଖିବାକୁ ଚାହୁଁଛନ୍ତି ଦର୍ଶକ

ବଲିଉଡ୍‌ର କ୍ଲାସିକ୍‌ ରୋମାଣ୍ଟିକ୍‌ ଫିଲ୍ମ ମଧ୍ୟରେ ଦିୟା ମିର୍ଜା ଏବଂ ଆର୍‌ ମାଧବନଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ୍‌ ମେଁ’ ଅନ୍ୟତମ। ଉକ୍ତ ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଫିଲ୍ମଟି ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମ ରିଲିଜ୍‌ ହେବାର ୧୯ ବର୍ଷ ହୋଇଥିଲେ ମଧ୍ୟ ଆଜି ବି ଏହାକୁ ସିନେପ୍ରେମୀ ପସନ୍ଦ କରନ୍ତି।
ଦିୟା ଏବଂ ମାଧବନ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନିକଟରେ ଏହି ଯୋଡି ଏକ ସ୍ପତନ୍ତ୍ର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଦର୍ଶକ ଏହାକୁ ବେସ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହି ଯୋଡିକୁ ପ୍ରଶଂସକ ଆଜି ବି ସେତିକି ଭଲ ପାଉଛନ୍ତି ଯେତିକି ଫିଲ୍ମ ରିଲିଜ୍‌ ସମୟରେ ପାଉଥିଲେ। ତେଣୁ ସେମାନେ ଫିଲ୍ମର ସିକୁଏଲ ଚାହୁଁଥିବା ମେସେଜ୍‌ ମାଧ୍ୟମରେ କହିଛନ୍ତି। ଫିଲ୍ମର ସିକୁଏଲ ବିଷୟରେ କହିବାକୁ ଯାଇ ଦିୟା କୁହନ୍ତି, ମୁଁ ଏବଂ ମାଧବନ ଫିଲ୍ମର ସିକୁଏଲ ପାଇଁ ଚେଷ୍ଟା ଚଳାଇଛୁ। ଏବେ କେବଳ ବାକି ରହିଲା ଦର୍ଶକ କେବେ ଉଭୟଙ୍କୁ ଉପରେ ଦେଖିବାକୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବାକୁ ଯାଉଛନ୍ତି ସୁସ୍ମିତା ସେନ୍‌ଙ୍କ ଭାଉଜ; ବିବାହ ପରେ ସମ୍ପର୍କରେ ତିକ୍ତତାକୁ ନେଇ ଥିଲେ ଚର୍ଚ୍ଚାରେ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ। ବିବାହର କିଛି ଦିନ ପରେ...

ଫଶିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦।୧୨: ବହୁ ଚର୍ଚ୍ଚିତ ପାନାମା ପେପର ଲିକ ମାମଲାରେ ବଚ୍ଚନ ପରିବାରର ବୋହୂ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସୋମବାର ଦିଲ୍ଲୀର ଲୋକନାୟକ ଭବନରେ ଇଡିରେ...

ଆର୍ୟନଙ୍କୁ ସମର୍ଥନ କଲେ ହ୍ରିତିକ

ମୁମ୍ବାଇ: ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଏ ନେଇ ଜୋର ଚର୍ଚ୍ଚା ଚାଲିଛି। ଅନେକ ଅଭିନେତା ଆର୍ୟନଙ୍କୁ...

ବିବାହ ବେଳର ଫଟୋ ଶେୟାର କଲେ ରାକ୍ଷୀ: ଦେଖାଇଲେ କେବଳ ସ୍ବାମୀ ରିତେଶଙ୍କ ହାତ, ପ୍ରଶଂସକ କହିଲେ ଦେଖାନ୍ତୁ ମୁହଁ

ବମ୍ବେ: ସର୍ବଦା ବିବାଦରେ ରହିବାକୁ ଭଲପାଆନ୍ତି ବଲିଉଡ୍‌ର ଆଇଟମ୍‌ ଗର୍ଲ ଭାବେ ପରିଚିତ ରାକ୍ଷୀ ସାଓ୍ବନ୍ତ। କିଛି ମାସ ତଳେ ସେ ବିବାହ କରି ସମସ୍ତଙ୍କୁ...

ହ୍ରିତିକ ଭର୍ସେସ ଟାଇଗର: ରିଲିଜ୍‌ ହେଲା ଫିଲ୍ମ ‘ଓ୍ବାର’ର ଟିଜର

ମୁମ୍ବାଇ: ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ଏକାଠି ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ...

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ...

କ୍ରିସ୍‌ ବ୍ରାଉନଙ୍କ ନାମରେ ମହିଳାଙ୍କୁ ନିଶାଦେଇ ବଳାତ୍କାର ଅଭିଯୋଗ

ପୁଣି ବିବାଦରେ ସିଙ୍ଗର ତଥା ପପ୍‌ ଗାୟକ କ୍ରିସ ବ୍ରାଉନ । ଜଣେ ମହିଳାଙ୍କୁ ବଳାତ୍କାର ମାମଲାରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ।...

ଚର୍ଚ୍ଚାରେ ସଲମାନଙ୍କ ଭାଣିଜୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍‌ କିଡ୍‌ମାନେ କୌଣସି ବଡ଼ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି। ଏହି ଷ୍ଟାର୍‌ କିଡ୍‌ମାନେ ପ୍ରାୟତଃ ଫିଲ୍ମରେ ନିଜର କ୍ୟାରିୟର କରନ୍ତି ଏବଂ...

Advertisement
Archives

Model This Week