Posted inଫୁରସତ

ଯେଉଁଠି ହୁଏ ଅସରପା ଚାଷ…

ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଏହା ସତ। ଚାଇନାରେ ଅସରପା ଚାଷ ଏକ ଲାଭଜନକ ବ୍ୟବସାୟ। ଏଠାରେ ବୈଜ୍ଞାନିକ ପଦ୍ଧତିରେ ଅସରପା ଚାଷ କରାଯାଇଥାଏ। ଅନ୍ଧାରିଆ ଘରେ ଅସରପା ଚାଷ କରାଯାଏ। ଚାଇନାରେ ଲୋକେ ଅସରପାରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଖାଇଥାନ୍ତି। ଏଠାରେ ଲୋକପ୍ରିୟ ପାନୀୟ ଭାବେ ଅସରପା ସର୍ବତର ବେଶ୍‌ ଚାହିଦା ରହିଛି। ଏହି ସର୍ବତ ବଦ୍‌ହଜମୀ, ବାନ୍ତି, ଅଲସର, ଶ୍ୱାସରୋଗ ପାଇଁ ହିତରକ ବୋଲି ଚାଇନାବାସୀ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବଡ଼ ଜାହାଜ, ଦାମ୍‌ ରହିଛି…

ଟାଇଟନିକ୍‌ ଜାହାଜ ସମ୍ପର୍କରେ ତ ଜାଣିଥିବେ ନିଶ୍ଚିତ। ମାତ୍ର ଆଜିର ସମୟରେ ‘ସିମ୍ଫୋନୀ ଅଫ୍‌ ଦ ସିଜ୍‌’ହେଉଛି ବିଶ୍ୱର ସବୁଠୁ ବଡ଼ ଜାହାଜ। ଏକ ରିପୋର୍ଟ...

ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା। ମଧ୍ୟରାତ୍ର ହେଉକି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ...

ସ୍ବପ୍ନରୁ ମିଳିଲା ରୋମାଣ୍ଟିକ୍‌ ପ୍ଲଟ୍‌

ଲେଖକ ଏ. ମିଗୁଏଲ୍‌ ଟ୍ରୁଜିଲୋ ବେଶ କିଛି ଦିନ ଧରି ଗୋଟେ ରୋମାଣ୍ଟିକ୍‌ ପ୍ଲଟ୍‌ ଖୋଜୁଥିଲେ। ଉଦ୍ଦେଶ୍ୟ ଥିଲା ତାହାକୁ ନେଇ ସେ ଏକ ନଭେଲ...

କରୋନା ବିଜୟୀଙ୍କ ପୁନର୍ବିବାହ

ଭୋପାଳ: ସେମାନେ ବିବାହିତ। ଢେର ଦିନର ଘରସଂସାର କରି ଏବେ ପରିଣତ ବୟସରେ। କିନ୍ତୁ ଏମିତି ଏକ ସମୟରେ ସେମାନେ ପୁଣି ଥରେ ବିବାହ କରିଛନ୍ତି।...

ଘୁଷୁରି ଛୁଆକୁ ମା’ର ମମତା ଦେଲା କୁକୁର, ଭିଡିଓ ଦେଖିଲେ…

ଦୁନିଆରେ ମା’ଠାରୁ ବଡ଼ କେହି ନାହିଁ। ମା’ର ମମତାଠାରୁ ବଡ଼ ଧର୍ମ ବି କିଛି ନାହିଁ। ଏହି କଥା କେବଳ ମଣିଷମାନଙ୍କ ପାଇଁ ନୁହେଁ, ପଶୁପକ୍ଷୀମାନଙ୍କ...

ଆମ୍ବୁଲାନ୍ସ୍‌ରେ ରୋମାନ୍ସ: ଧରାପଡ଼ି ୩ ଯୁବକ, ଜଣେ ଯୁବତୀ ଜେଲ୍‌ ଗଲେ…

ବାରାଣସୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କୁ ନେବା ଆଣିବା ଲାଗି ଆମ୍ବୁଲାନ୍ସ୍‌ ବି ମିଳୁନି। ମାତ୍ର ଆମ୍ବୁଲାନ୍ସ୍‌ ଭିତରେ...

୭ ବର୍ଷର ଶିଶୁଙ୍କ ୬ ପ୍ୟାକ୍‌ ଆବ୍‌ସ, ଇନ୍‌ଷ୍ଟାଗ୍ରାମରେ ରହିଛନ୍ତି ୪୦ ଲକ୍ଷରୁ ଅଧିକ ଫଲୋଅର୍ସ

ଆଜିର ସମୟରେ ଅଧିକାଂଶ ଲୋକ ଫିଟନେସ୍‌ ପ୍ରତି ଧ୍ୟାନ ଦେଉଛନ୍ତି। ବିଶେଷକରି ଯୁବଗୋଷ୍ଠୀ। ମାତ୍ର ଇରାନର ଜଣେ ୭ ବର୍ଷର ଶିଶୁ ୬ ପ୍ୟାକ୍‌ ଆବ୍‌ସ...

ଘୋଡା ଉପରେ ଚଢୁଥିଲେ ଯୁବକ: ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଏକ ଘୋଡା ଉପରେ ଜଣେ ଯୁବକ ଚଢୁଥିବାବେଳେ ଘୋଡାଟି ପଛରୁ ତାଙ୍କୁ ଲାତ ମାରୁଥିବା...

Advertisement
Archives

Model This Week