Posted inଫୁରସତ

ଯେଉଁଠି ବିବାହରେ କନ୍ୟାବରଙ୍କ ଉପରେ କରାଯାଏ ଟଙ୍କାବର୍ଷା…

ସାମାଜିକ ବ୍ୟବସ୍ଥାରେ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ପାଳିତ ହୋଇଥାଏ। ପୋଲାଣ୍ଡରେ ବିବାହ ଉତ୍ସବରେ କନ୍ୟାବରଙ୍କୁ ଟଙ୍କାମାଳ ପିନ୍ଧିବାକୁ ଦିଆଯାଇଥାଏ। ଏହା ସହିତ ବିବାହରେ ନୃତ୍ୟର ଆୟୋଜନ କରାଯାଇଥାଏ। ଅତିଥିମାନେ ନୃତ୍ୟ କରୁଥିବା ବର ଅବା କନ୍ୟା ଘର ସଦସ୍ୟଙ୍କ ଉପରେ ଟଙ୍କା ବର୍ଷା କରିଥାନ୍ତି। ଏହାକୁ ମନିଡ୍ୟାନ୍ସ୍‌ କୁହାଯାଇଥାଏ। କେତେକ ବିବାହ ଉତ୍ସବରେ କନ୍ୟାବରଙ୍କ ଉପରେ ଟଙ୍କା ବର୍ଷା କରାଯାଇଥାଏ। ଏପରି କରିବା ଦ୍ୱାରା ନବଦମ୍ପତ୍ତିଙ୍କ ଜୀବନରେ ସୌଭାଗ୍ୟ ଆସିଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। କନ୍ୟା ଏବଂ ବର ପକ୍ଷର ବରିଷ୍ଠ ସଦସ୍ୟ ପୋଲାଣ୍ଡରେ ପ୍ରଚଳିତ ଡଲାର ମାଳ ନବଦମ୍ପତ୍ତିଙ୍କୁ ଉପହାର ଭାବେ ଦେବାର ପରମ୍ପରା ଏଠାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି ଏହି ଯୁବକ, ଏବେ ବି ଅଧୁରା ରହିଛି ସ୍ବପ୍ନ

ତାମିଲନାଡୁରେ ରହୁଥିବା ସୁନ୍ଦର ରାମୁ ବର୍ତ୍ତମାନ ସୁଦ୍ଧା ୩୩୫ ଯୁବତୀଙ୍କ ସହ ଡେଟ୍‌ରେ ଯାଇସାରିଲେଣି। କିନ୍ତୁ ତାଙ୍କ ଇଚ୍ଛା ଏବେ ବି ପୂରଣ ହୋଇନାହିଁ। କାରଣ...

ଧାନବାଦକୁ ଘାରିଛି କୁକୁର ଭୟ

ଧାନବାଦ: ରାସ୍ତା ସମସ୍ୟା କି ପରିମଳ ସମସ୍ୟାକୁ ନେଇ କୌଣସି ନଗର ନିଗମ ଚିନ୍ତିତ ହେଉଥିବାବେଳେ କୁକୁରଙ୍କୁ ନେଇ ଅସୁବିଧାରେ ପଡିଯାଇଛି ଝାଡ଼ଖଣ୍ଡର ଧାନବାଦ ସହର।...

ହାତୀମଳରୁ ତିଆରି ହେବ କଫି, ୧ କପ୍‌ର ଦାମ୍‌ ୫ ହଜାର ଟଙ୍କା

କାନାଡ଼ାର ବିଜ୍‌ନେସ୍‌ ମ୍ୟାନ୍‌ ବ୍ଲାକ୍‌ ଡିଙ୍କିନ୍‌ ଏମିତି କଫି ତିଆରି କରିବାକୁ ଯାଉଛନ୍ତି ଯାହାର ପ୍ରସ୍ତୁତି ପ୍ରଣାଳୀ ଆଉ ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଶ୍ଚର୍ଯ୍ୟ...

ମୃତ୍ୟୁ ମୁହଁରୁ ଫେରିଲା ଜୀବନ: କୁମ୍ଭୀର ପାଟିରୁ ଗୋଡ଼ କାଢ଼ି ଦୌଡ଼ିଲା ଜେବ୍ରା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଅଜବ ଶିଶୁଙ୍କ ଗଜବ କଥା

ଏମାନେ ସମସ୍ତେ ଛୋଟ ପିଲା। ସବୁ ପିଲାଙ୍କ ପରି ଏମାନଙ୍କର ବି କୁନି କୁନି ସ୍ବପ୍ନ। କିନ୍ତୁ ଅସାଧାରଣ ସେମାନଙ୍କ ଚେହେରା, ଯାହା ଅନ୍ୟମାନଙ୍କଠାରୁ ସେମାନଙ୍କୁ...

କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି,...

ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ

କୈଶୋରାବସ୍ଥା ବା ଯୁବାବସ୍ଥାକୁ ଅନେକେ ମଜାମସ୍ତିରେ ବିତାଇବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ ଆଗ-ପଛ ବିଚାର ନ କରି ନିଜର ସମସ୍ତ ଆୟକୁ ମଧ୍ୟ ବ୍ୟୟ...

ଏମିତି ବିବାହ ନିମନ୍ତ୍ରଣ କାର୍ଡ: ଯାହା ଆଗରୁ କେବେ ଦେଖି ନ ଥିବେ, ଏଥିରେ ରହିଛି…

ଏବେ ଚାଲିଛି ବିବାହ ଋତୁ। ଏଭଳି ପରିସ୍ଥିତିରେ ଘରକୁ ଅନେକ ବିବାହ କାର୍ଡ ଆସୁଥିବାର ଦେଖିଥିବେ। ଏହି କାର୍ଡଗୁଡ଼ିକ ମଧ୍ୟରୁ ଲୋକେ କିଛି କାର୍ଡକୁ ସାଇତି...

Advertisement
Archives

Model This Week