Posted inଜାତୀୟ

ମ୍ୟାଟ୍ରିକ୍‌ ପାସ୍‌ କଲେ ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର

ଉଦ୍ଧମ ସିଂ ନଗର,୧୭।୧୨: ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାରମାନେ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ ପଢିବାର କୌଣସି ବୟସ ନ ଥାଏ ବୋଲି ମଧ୍ୟ ସେ ଜଣାଇ ଦେଇଛନ୍ତି। ଉତ୍ତରାଖଣ୍ଡର ଖତିମା ସହରରେ ରହୁଥିବା ଦାନି ରାମ ସିଆର୍‌ପିଏଫ୍‌ ସୁବେଦାର-ମେଜର ଭାବେ କାମ କରି ଅବସର ନେଇଛନ୍ତି। ହେଲେ ତାଙ୍କର ଇଚ୍ଛାଥିଲା ସେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଅବସର ନେବେ। କିନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନ ହେବାରୁ ସେ ସିଆର୍‌ପିଏଫ୍‌ ସୁବେଦାର-ମେଜର ଭାବେ ଅବସର ନେଇଥିଲେ। ଏହାପରେ ସେ ଅତିକମ୍‌ରେ ମ୍ୟାଟ୍ରିକ ପାସ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ୭୯ ବର୍ଷରେ ସେ ଏହା କରି ଦେଖାଇଥିବାରୁ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ଝିଅ ଶିକ୍ଷକତା କରୁଥିବା ବେଳେ ଏଥିପାଇଁ ସେ ଦାନି ରାମଙ୍କୁ ପ୍ରେରଣା ଦେଇଥିବା ସେ କହିଛନ୍ତି। ତେଣୁ ଜୀବନରେ ସମସ୍ତେ ଉଚ୍ଚ ଶିକ୍ଷିତ ହେବା ଭଲ ବୋଲି ଦାନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ହାତ ନ ଥିବା ଦିବ୍ୟାଙ୍ଗ ଯୁବକ ଗୋଡ଼ ଆଙ୍ଗୁଳିରେ ମତଦାନ ଅଧିକାର କଲେ ସାବ୍ୟସ୍ତ

ପାଟନା,୨୩।୪: ଭୋଟ ଦେବା ପାଇଁ ଦେଶର ଲୋକଙ୍କ ମଧ୍ୟରେ ଦେଖା ଦେଇଛି ପ୍ରବଳ ଉତ୍ସାହ। ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ୱେ ଉତ୍ସାହ ଫିକା ପଡ଼ିନି। ବିହାର ମଧୁବନରେ...

ସଂସଦ ଅହଂକାରର ଇଟାରେ ନୁହେଁ, ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିତ ହେବା ଜରୁରୀ,ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରତି ଅପମାନ: ରାହୁଲ…

ନୂଆଦିଲ୍ଲୀ,୨୪।୫ : ୨୮ ମେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଲଗାତାର ସମାଲୋଚନା ଜାରି...

ଆଇନ ମନ୍ତ୍ରୀଙ୍କ ଧମକ ପରେ ସମ୍ବିଧାନର ପାଠ ପଢାଇଲେ ରାଜ୍ୟପାଳ

ଥିରୁଭାନନ୍ତପୁରମ,୨୩ ।୧୦: କେରଳରେ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ କଥା କଟାକଟି ଲଗାତାର ଜାରି ରହିଛି । ତାଜା ଘଟଣାକ୍ରମରେ ଆଇନ ମନ୍ତ୍ରୀ ପି...

ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ, ଦେଶର ପ୍ରଥମ ରାଜ୍ୟ ହେଲା ମଧ୍ୟପ୍ରଦେଶ…

ଭୋପାଳ,୧୫।୧୦ : ହିନ୍ଦୀରେ ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। ତିନୋଟି ଏମବିବିଏସ ବିଷୟ ଆନାଟୋମି, ଫିଜିଓଲୋଜି ଏବଂ...

ଅର୍ଥ, ବାହୁବଳ ବ୍ୟବହାର କରୁଛି ଭାଜପା: ୟେଚୁରୀ

ଅଗରତାଲା,୧୧।୨: ଆସନ୍ତା ୧୬ ତାରିଖରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ଜିତିବାକୁ ଶାସକ ଭାଜପା ଅର୍ଥ ଓ ବାହୁବଳର ବ୍ୟବହାର କରୁଥିବା ସିପିଆଇ(ଏମ୍‌) ସାଧାରଣ...

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୮...

ଆଜମଙ୍କ ଘର ଗେଟ୍‌ରେ ଲାଗିଛି ୮୦ରୁ ଊର୍ଦ୍ଧ୍ୱ ମାମଲାର ନୋଟିସ

ରାମପୁର,୨୪।୯: ଉତ୍ତରପ୍ରଦେଶ ରାମପୁରସ୍ଥିତ ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନଙ୍କ ବାସଭବନର ମୁଖ୍ୟ ଗେଟ ସମ୍ମୁଖରେ ୮୦ରୁ ଊର୍ଦ୍ଧ୍ୱ ମାମଲାରେ କୋର୍ଟଙ୍କ ନୋଟିସ ଲାଗିଥିବା ଦେଖିବାକୁ...

ଏନ୍‌ଜିଟି ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୯।୧: ବାଲେଶ୍ୱର ଜିଲାରେ ସୁବର୍ଣ୍ଣରେଖା ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଶୁକ୍ରବାର ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି।...

Advertisement
Archives

Model This Week